Daily Archives

September 11, 2019

ଆଜି ବି ଉଚ୍ଚନୀଚ୍ଚ ଭାବନାରେ ବନ୍ଧା ପଡ଼ିଛି ସମାଜ : ପୋଖରୀ ତୁଠକୁ ଗାଧୋଇବାକୁ ଯାଇ ବାସନ୍ଦ ୪ଟି ଗଣ୍ଡା ପରିବାର

କନକ ବ୍ୟୁରୋ : ଆଜିବି ବଂଚିଛି ଅନ୍ଧବିଶ୍ୱାସ ଓ ଉଚ୍ଚ ନୀଚ୍ଚ ଭାବନା । ସରକାର ଡିଜିଟାଲ ଇଣ୍ଡିଆର କଥା ଚିନ୍ତା କରୁଥିବା ବେଳେ ଆଜି ବି ଲୋକଙ୍କ ମନରେ ଲିଭିନି ବାସନ୍ଦ ଭଳି ଘୃଣ୍ୟ ଚିନ୍ତାଧାରା । ପୋଖରୀ ତୁଠକୁ ଗାଧୋଇବାକୁ ଯାଇ ବାସନ୍ଦ ହୋଇଛନ୍ତି ୪ଟି ଗଣ୍ଡା ପରିବାର । ଏଭଳି ଏକ ଅଭିଯୋଗ…

ଦୂତିକୁ ଅନୁସରଣ କରି ଦୌଡୁଛନ୍ତି ବଡଚଣାର ଦିପ୍ତିମୟୀ : ଦୌଡରାଣୀ ହେବା ସ୍ୱପ୍ନରେ ଅର୍ଥ ସାଜିଛି ବାଧକ

କନକ ବ୍ୟୁରୋ : ଦୌଡରାଣୀ ହେବା ପାଇଁ ମନ ଭିତରେ ପିଲା ଦିନୁ ପ୍ରବଳ ଆଗ୍ରହ । ସ୍କୁଲ ସମୁହ ଦୌଡ ପ୍ରତିଯୋଗିତାରେ ସଫଳ ହେବା ପରେ ଏହି ଇଛା ଆହୁରୀ ସ୍ୱପ୍ନ ମନସ୍କ କରାଏ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପୁବୁଲି ଗାଁର ଦିପ୍ତିମୟୀ । ରାଜ୍ୟ ଓ ଦେଶ ପାଇଁ ଖେଳିବାର ମନରେ ରହିଛି ଅନେକ ଆଶା । ହେଲେ…

ପାକିସ୍ତାନକୁ ଜାତିସଂଘ ଝଟକା : କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବ ଖାରଜ

କନକ ବ୍ୟୁରୋ : ପାକିସ୍ତାନକୁ ଜାତିସଂଘ ଝଟକା । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସଙ୍ଗକୁ ମନା କରିଦେଲା ଜାତିସଂଘ ।  କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନର ଉଦ୍ୟମକୁ ଆଉ ଏକ ବଡ଼ ଧକ୍କା ଲାଗିଛି । ଶେଷରେ ଜାତିସଂଘରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ ।…

ରାଜସ୍ୱ ନୁହେଁ, ଲୋକଙ୍କ ଜୀବନ ବଞ୍ଚାଇବା ନୂଆ ନିୟମର ମୂଳ ଲକ୍ଷ୍ୟ : ସ୍ପଷ୍ଟ କଲେ କେନ୍ଦ୍ର ପରିବହନ ମନ୍ତ୍ରୀ, ରାଜ୍ୟ…

କନକ ବ୍ୟୁରୋ : ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନୂଆ ମଟୋର ଯାନ ସଂଶୋଧିତ ନିୟମ । ଜନତାଙ୍କ ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ରାଜସ୍ୱ ବଢ଼ାଇବା ପାଇଁ ନୁହେଁ ବରଂ ସଡ଼କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି । ତେବେ ନୂଆ ନିୟମ ଲାଗୁକଲା ପରେ ଚାରିଆଡ଼େ…

ଜମ୍ମୁକଶ୍ମୀରରେ ସେନାକୁ ବଡ ସଫଳତା : ସୋପୋରରେ ଲସ୍କର-ଏ-ତୋଏବାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଆସିଫ ନିପାତ

କନକ ବ୍ୟୁରୋ : ଜମ୍ମୁକଶ୍ମୀର ସେନାକୁ ମିଳିଛି ବଡ ସଫଳତା । ସୋପୋରରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟୱାେଂଟଡ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବହିନୀ । କୁଖ୍ୟାତ ଆତଙ୍କବାଦୀ ଆସିଫ ନିପାତ ହୋଇଛି । ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ସେହି ସୂଚନା…

କିଣିପାରିବେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସ୍ୱତନ୍ତ୍ର ଉପହାର : ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ଇ-ନିଲାମୀ 

କନକ ବ୍ୟୁରୋ : ଅନଲାଇନରେ ଉପଲବ୍ଧ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର । ସେପ୍ଟେମ୍ବର ୧୪ରୁ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକ ନିଲାମ କରାଯିବ । ଇ-ନିଲାମ ପାଇଁ ଯୋଜନା କରିଛି ନ୍ୟାସନାଲ ମଡ଼ର୍ନ ଆର୍ଟ ଗ୍ୟାଲେରି(NGMA) । ବିଭିନ୍ନ ରାଜ୍ୟ ତଥା ଦେଶକୁ ଗସ୍ତ ସମୟରେ…