Daily Archives

September 11, 2019

ଚନ୍ଦ୍ରଯାନ-୨ ଅସଫଳର ଏଭଳି ଲାଗିଲା ଧକ୍କା , ଟ୍ରେନ୍ ଉପରକୁ ଚଢି ଉତ୍ପାତ ମଚାଇଲେ ଯୁବକ ! ଯୁବକଙ୍କ ପାଇଁ ଅଧଘଣ୍ଟା ଧରି…

ମଧ୍ୟପ୍ରଦେଶ ସାଗର ଜିଲ୍ଲାର ନରୟାବଲୀ ରେଲୱେ ଷ୍ଟେସନରେ ଜଣେ ଯୁବକ ଟ୍ରେନ୍ ର ଛାତ ଉପରେ ଠିଆ ହୋଇ ଖୁବ୍ ଉତ୍ପାତ କରିଥିଲା । ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ନାକେଦମ୍ କରିଥିବା ଏହି ଯୁବକ ଜଣକ ବାରମ୍ବାର ଚନ୍ଦ୍ରଯାନ-୨ କାହିଁକି ଅସଫଳ ହେଲା ବୋଲି କହୁଥିଲା । ଲୋକ ଯେତେବେଳେ ଉକ୍ତ…

ରାତାରାତି ଗୋରା ହେବା ପାଇଁ କ୍ରିମ୍ ବ୍ୟବହାର କରୁଥିଲେ ସାବଧାନ୍ ! ପ୍ରସାଧନ ନାଁରେ ବିକ୍ରି ହେଉଛି ଔଷଧ, ହୋଇପାରେ…

କନକ ବ୍ୟୁରୋ : ଗୋରା ହେବା ପାଇଁ କ୍ରିମ ବ୍ୟବହାର କରୁଛନ୍ତି କି । ଏହା ଆପଣଙ୍କ ପାଇଁ ହୋଇପାରେ ଘାତକ । ଗୋରା କରିବା ପାଇଁ ବିକ୍ରି ହେଉଥିବା କ୍ରିମ୍ ଶରୀର ପାଇଁ ସାଜିପାରେ ବଡ ବିପଦ । ଏପରିକି ଏହି କ୍ରିମକୁ ଦୀର୍ଘଦିନ ବ୍ୟବହାର କଲେ ଚର୍ମରୋଗ ବି ହୋଇପାରେ । ଏଭଳି କ୍ରିମ ବିକ୍ରି କରୁଥିବା…

ଗୁଜୁରାଟ ଭଳି ଓଡିଶାରେ କମିବ କି ଜୋରିମାନା ? ଅନ୍ୟ ରାଜ୍ୟକୁ ଦେଖି ତର୍ଜମା କଲାପରେ ବ୍ୟବସ୍ଥା କରାଯିବ ବୋଲି କହିଲେ…

କନକ ବ୍ୟୁରୋ : ଗୁଜୁରାଟ ଭଳି ଓଡିଶାରେ କମିବ କି ଜୋରିମାନାର ପରିମାଣ ? ବ୍ୟାଙ୍କ ବାଲାନ୍ସ ଖାଲି ହେବା ପୂର୍ବରୁ ରକ୍ଷା ପାଇବେ କି ରାଜ୍ୟବାସୀ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ,ନୂଆ ମୋଟର ଯାନ ଆଇନ ପାଇଁ କ’ଣ ରହିବ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ । ସେପ୍ଟେମ୍ବର ପହିଲା ଠାରୁ ନୂଆ ଆଇନ…

ମାଗଣାରେ ମୋବାଇଲ୍ ଫୋନ୍ ରିଚାର୍ଜ କରିବ ରେଳବାଇ ! ପରିବେଶ ସୁରକ୍ଷା ସହ ଆପଣ ମଧ୍ୟ ରହିବେ ଲାଭରେ , ବାସ୍ କରିବାକୁ…

ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ଲାଷ୍ଟିକର ବ୍ୟବହାରକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ପରେ ରେଳବାଇ ଏନେଇ ତତ୍ପର ହୋଇଉଠିଛି । ବର୍ତ୍ତମାନ ରେଲୱେ ପକ୍ଷରୁ ଏଭଳି ଯାତ୍ରୀଙ୍କ ଫୋନ୍ ରିଚାର୍ଜ…

ଦିଲ୍ଲୀ ଦରବାରରେ ଓଡିଆ ପୁଅଙ୍କ ଦବଦବା । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରମୋଦ ମିଶ୍ର…

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ଏଣିକି ରହିବ ଓଡିଆ ପୁଅଙ୍କ ଦବଦବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରମୋଦ ମିଶ୍ର । ବରିଷ୍ଠ ଆଇଏଏସ ଅଫିସର ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଛାଡିବା ପରେ ଏହି ପଦରେ ଓଡ଼ିଆ ପୁଅ…

ମେଘନାଦ ପାଚେରୀ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୁରୀ ମନ୍ଦିରର ପବିତ୍ରତା…

କନକ ବ୍ୟୁରୋ : ମେଘନାଦ ପାଚେରୀ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ । ମେଘନାଦ ପାଚେରୀ କଡରେ ପରିସ୍ରା କରିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସଚେତନ ହେଲା ଜିଲ୍ଲା ପ୍ରଶାସନ । ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା ମେଘନାଦ ପାଚେରୀ କଡ଼କୁ ଆଉ ଅପରିସ୍କାର ହେବନି ।  ମେଘନାଦ କଡ଼ରେ ଭ୍ରାମ୍ୟମାଣ…