Daily Archives

September 1, 2019

ଆଜିଠୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ : ଭୁବନେଶ୍ୱରରେ ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ, ରାଜ୍ୟର ଯେକୌଣସି ସ୍ଥାନରୁ…

କନକ ବ୍ୟୁରୋ : ଆଜିଠାରୁ ଭୁବନେଶ୍ୱରରେ ଲାଗୁ ହୋଇଛି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା । ଭୁବନେଶ୍ୱର ମହାନଗର ନିଗମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ଆଜିଠାରୁ ଆରମ୍ଭ ହୋଇଛି । ଏହି ନିୟମ ଅନୁଯାୟୀ, ଆପଣଙ୍କ ପାଖରେ ଯଦି ରାସନ କାର୍ଡ ଅଛି ତେବେ ଆପଣ ଦେଶର ଯେକୌଣସି ସ୍ଥାନରୁ ରାସନ…

ପୁଣି ବିବାଦୀୟ ବୟାନ ଦେଲେ ମୋଦି ମନ୍ତ୍ରୀ : ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଗାମୀ ଦିନରେ କେବଳ ଗାଈ ଜନ୍ମ ନେବେ

କନକ ବ୍ୟୁରୋ : ମୋଦି ମନ୍ତ୍ରୀଙ୍କ ଅଜବ ଯୁକ୍ତି । ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସୁଥିବା ଗିରିରାଜ ସିଂ ପୁଣି ଥରେ ବଡ଼ ବୟାନ ଦେଇଛନ୍ତି । ଆଗାମୀ ସମୟରେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ କେବଳ ଗାଇ ଜନ୍ମ ହେବ ବୋଲି ଅଜବ ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ…

ବାରଣାସୀରେ ପାକିସ୍ତାନ ବିରୋଧରେ ଗର୍ଜିଲେ ମୁସଲିମ୍ ସଂପ୍ରଦାୟ : ପାକିସ୍ତାନ ମୁର୍ଦ୍ଦାବାଦ ନାରାରେ କମ୍ପିଲା…

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଜୋର ଧରିଛି ପାକିସ୍ତାନ ବିରୋଧୀ ସ୍ୱର । ବାରଣାସୀରେ ଆଜି ଶତାଧିକ ମୁସଲିମ୍ ସଂପ୍ରଦାୟର ଲୋକ ପାକିସ୍ତାନ ବିରୋଧରେ ଶୋଭାଯାତ୍ରା କରିଛନ୍ତି । ଶୋଭାଯାତ୍ରାରେ ପାକ୍ ବିରୋଧୀ ନାରା ଦେଇଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକ । ପାକିସ୍ତାନ ଏବେ ବିଶ୍ୱ ପାଇଁ ବିପଦ…

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମନ୍ତ୍ର ଦେଲେ ସୁପ୍ରିମୋ : ଦଳର ସବୁ କାର୍ଯ୍ୟର କେନ୍ଦ୍ରବିନ୍ଦୁ ସାଧାରଣ…

କନକ ବ୍ୟୁରୋ : ବିଜେଡି  କାର୍ଯ୍ୟକାରିଣୀରେ ନେତାଙ୍କୁ ବିଜେଡି ସୁପ୍ରିମୋଙ୍କ ମନ୍ତ୍ର । ଦଳର ବିଜୟ ଧାରା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ  ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ସାଧାରଣଲୋକ ଆମ ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକଙ୍କୁ ତାର ହକ୍ ଦେବା ଲାଗି ଆମ ୫-ଟି ମଧ୍ୟ…

ପରମାଣୁ ପଙ୍କରେ ଫସିଗଲେ ଚୀନ୍ ନାଗରିକ ! ଚୀନ୍ ର ୨୦୦ ନାଗରିକଙ୍କ ପାଇଁ ସଂକଟ ଆଣିଦେଲା ପାକିସ୍ତାନ ।

ଭାରତ ବିରୋଧରେ ବିଭିନ୍ନ ଷଡଯନ୍ତ୍ର ରଚୁଥିବା ପାକିସ୍ତାନର ଗମ୍ଭୀର ସ୍ଥିତି କମ୍ ହେବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଜମ୍ମୁ-କାଶ୍ମୀର ମାମଲାରେ ପୁରା ଦୁନିଆରେ କୁଟନୀତିକ ସ୍ତରରେ ହାର୍ ମାନିବା ପରେ ପାକିସ୍ତାନ ଏବେ ଆଉ ଏକ ବିପଦର ସାମ୍ନା କରିବାକୁ ଯାଉଛି । ପାକିସ୍ତାନରେ ପରମାଣୁ…

ଆଜିଠାରୁ ଭୋଟର୍ ଆଇଡି ଜାଞ୍ଚ୍ କରିବେ ନିର୍ବାଚନ ଆୟୋଗ ! ଆପଣଙ୍କୁ କରିବାକୁ ପଡିବ ଏହି କାମ ।

ସେପ୍ଟେମ୍ବର  ୧ ତାରିଖରୁ  ସାରା ଦେଶରେ ନିର୍ବାଚନ କମିଶନ୍ ଏକ ବିଶେଷ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଭିଯାନରେ ଏବେ ଲୋକଙ୍କ ଭୋଟର ଆଇଡିର ଭେରିଫିକେସନ୍ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଭୋଟର ଆଇଡିକୁ ଜନ ଭାଗିଦାର ସହ ଅପଡେଟ୍…