Daily Archives

September 1, 2019

ଆଜି ଠାରୁ ପ୍ଲାଷ୍ଟିକ୍ ବ୍ୟାନ୍ ! ନିମୟ ଉଲ୍ଲଙ୍ଘନ କଲେ ଏକ ଲକ୍ଷ ଟଙ୍କା ଜରିମାନା ସମେତ ୬ ମାସ ଜେଲଦଣ୍ଡ, ଜାଣନ୍ତୁ…

ପ୍ଲାଷ୍ଟିକ୍ ମୁକ୍ତ ହେବ ଉତ୍ତରପ୍ରଦେଶ । ଉତ୍ତରପ୍ରଦେଶରେ ଆଜିଠାରୁ ପ୍ଲାଷ୍ଟିକ୍ ବ୍ୟାନ୍ । ପ୍ଲାଷ୍ଟିକ୍ ମୁକ୍ତ ସହର ଗଢ଼ି ତୋଳିବାକୁ ଯୋଗୀ ସରକାର ଅଭିଯାନକୁ କଡ଼ାକଡ଼ି କରିଛନ୍ତି । ପ୍ରଦେଶରେ ଏବେ ଆଜି ଠାରୁ କୌଣସି ସ୍ଥାନରେ ପ୍ଲାଷ୍ଟିକ ଓ ପଲିଥିନରେ ସାମଗ୍ରୀ ବିକ୍ରିବଟା ହୋଇପାରିବ ନାହିଁ ।…

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ୪୭ ଲକ୍ଷ ନୂଆ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ; ଆଧାର ସହ ଲିଙ୍କ ହେବ ପ୍ରତି…

କନକ ବ୍ୟୁରୋ: ଚାଲିଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳୀୟ ସଂଗଠନ, ଦଳୀୟ ନିର୍ବାଚନ ଏବଂ ସଭ୍ୟ ସଂଗ୍ରହ ଅଭିଯାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ୪୭ଲକ୍ଷ ନୂଆ…

ବଦଳିଲେ ୫ ରାଜ୍ୟପାଳ: ତିନ୍ ତଲାକର ସମର୍ଥକ ଆରିଫ ମହମ୍ମଦ ଖାନ କେରଳ ରାଜ୍ୟପାଳ ଭାବେ ନିଯୁକ୍ତ

କନକ ବ୍ୟୁରୋ: ୮୦ ଦଶକରେ କଂଗ୍ରେସର ବଡ ଚେହେରା ଥିବା ଆରିଫ ଅହମ୍ମଦ ଖାନ ହେଲେ କେରଳର ରାଜ୍ୟପାଳ । ତିନ୍ ତଲାକ୍ ବିଲ୍ ଉପରେ ମୋଦି ସରକାରଙ୍କୁ ବଡ ସମର୍ଥନ ଦେଇଥିଲେ ଆରିଫ୍ ଅହମ୍ମଦ ଖାନ୍ । କେରଳ ରାଜ୍ୟପାଳ ପଦରେ ତାଙ୍କୁ ନିଯୁକ୍ତି ଦେଇ ବିଜେପି ତାଙ୍କୁ ପୁରସ୍କୃତ କରିଛି । ୧୯୮୪ରେ…

ହୁସିଆର୍ ! ଏଣିକି ଟ୍ରେନ ଉପରେ କିମ୍ବା ରେଳଧାରଣା ନିକଟରେ ଫଟୋ ଉଠାଇଲେ ଧରିନେବ ପୁଲିସ୍, ଦେବାକୁ ପଡିପାରେ ଜରିମାନା

ରେଳଧାରଣା ଉପରେ ବା ଟ୍ରେନ ଉପରେ ଚଢି ଦୁଃସାହସିକ ସେଲ୍ଫି ଉଠାଇବା ଏବେ ଯୁବପୀଢିଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଗଲାଣି । ଗତ କିଛି ବର୍ଷ ମଧ୍ୟରେ ଏଭଳି ସେଲ୍ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ମଧ୍ୟ ଗଲାଣି । କିନ୍ତୁ ତଥାପି ଲୋକେ ସଚେତନ ହେଉନାହାନ୍ତି । ତେଣୁ ଏହା ଉପରେ ରୋକ ଲଗାଇବା…

ଆଇନ୍ ବ୍ୟବସ୍ଥାକୁ ଶକ୍ତ ଚାପୁଡା ! ଜେଲ୍ ଭିତରେ ଜନ୍ମଦିନ ପାଳିଲେ କୁଖ୍ୟାତ କଏଦୀ , କେକ୍ କାଟିଲେ/ଗୀତ ଗାଇଲେ ସାଥୀ…

ଜେଲରେ ବାର୍ଥ ଡେ ପାର୍ଟି । କୁଖ୍ୟାତ ଅପରାଧୀଙ୍କ ଜନ୍ମଦିନ ପାଳନ ହେଲା ଜେଲ୍ ଭିତରେ । ଆଜ୍ଞା ହଁ ବିହାରର ସୀତାମଢୀ ଜେଲ୍ ର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହୋଇଛି । ଯେଉଁଥିରେ ପ୍ରଶାସନର ଦୁର୍ବଳତା ଉପରକୁ ପୁଣିଥରେ ଅଙ୍ଗୁଳି ନିର୍ଦ୍ଧେଶ କରାଯାଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା…

ଛାତ୍ରଛାତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ପ୍ରଧାନମନ୍ତ୍ରୀ। ଓଡ଼ିଶାରୁ ସରନ୍ୟା ନନ୍ଦ ଓ ଚିନ୍ମୟ ଚୌଧୁରୀଙ୍କୁ…

କନକ ବ୍ୟୁରୋ: ଆସନ୍ତା ୭ତାରିଖ ରାତି ଗୋଟାଏ ୫୫ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ୨ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୬୦ଜଣ ଛାତ୍ରଛାତ୍ରୀଙ୍କ ସହିତ ଦେଖିବେ । ଏଥିରେ ୨ଜଣ ଓଡ଼ିଶାର ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ଝାରସୁଗୁଡା…