Daily Archives

August 27, 2019

“ମିଶନ୍ ପାଣି”ର ଶୁଭାରମ୍ଭ ଆଜି ! ଜଳ ସଂକଟକୁ ନେଇ ଲୋକଙ୍କୁ ସଚେତନ କରାଇବା ପ୍ରୟାସରେ “ମିଶନ୍ ପାଣି” ଅଭିଯାନ ।

ଗତ କିଛି ଦଶନ୍ଧୀରୁ ଭାରତରେ ଜଳ ସଂକଟର ସମସ୍ୟା ଲାଗିରହିଛି । ଯାହା ଭାରତ ପାଇଁ ଏକ ବହୁତ ବଡ ସମସ୍ୟା । ନୀତି ଆୟୋଗ ରିପୋର୍ଟ ମୁତାବକ , ଭାରତର ୨୧ ଟି ସହରରେ ୨୦୨୦ ଶେଷ ଆଡକୁ ଭୂଜଳ ଶେଷ ହେବାର ଖବର ଶୁଣିବାକୁ ମିଳୁଛି । ଭାରତର ମୋଟ ଜନସଂଖ୍ୟା ପାଖାପାଖି ୪୦ ପ୍ରତିଶତ ଲୋକଙ୍କୁ ୨୦୩୦ ବେଳକୁ…

ବାହୁଡିବେ ଜଗା ବଳିଆ। ସପ୍ତାହକ ମଧ୍ୟରେ ଓଡିଶା ଫେରିବେ ଜଗା ବଳିଆ।

କନକ ବ୍ୟୁରୋ: ବାହୁଡିବେ ଜଗା ବଳିଆ । ସପ୍ତାହକ ମଧ୍ୟରେ ଓଡିଶା ଫେରିବେ ଜଗା ବଳିଆ । ଦିଲ୍ଲୀ ଏମ୍ସରୁ ଏସସିବିକୁ ସ୍ଥାନାନ୍ତର ହେବେ ଜଗା ବଳିଆ । ତେବେ ସେମାନଙ୍କ ଲାଗି ଏଥିପାଇଁ ଉଭୟ କ୍ୟାବିନ ଓ ଡାକ୍ତର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏମ୍ସର ନିଷ୍ପତ୍ତିରେ…

ରେଳ ଷ୍ଟେସନ ସମେତ ବସଷ୍ଟାଣ୍ଡ, ବିମାନବନ୍ଦର ଏବଂ ମଲରେ ମିଳିବ ମାଟିପାତ୍ରରେ ଚା’। ପେପର ଓ ପ୍ଲାଷ୍ଟିକରେ ପାନୀୟ…

ଖୁବ୍ ଶୀଘ୍ର ଦେଶର ପ୍ରମୁଖ ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଏୟାରପୋର୍ଟ ଏବଂ ମଲଗୁଡିକରେ ମାଟିପାତ୍ରରେ ପରସା ଯିବ ଆପଣଙ୍କ ମନପସନ୍ଦର ଚା’ । ଏସଂପର୍କରେ କେନ୍ଦ୍ରୀୟ ପରିବହନ ଏବଂ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ କେବଳ ବାରଣାସୀ…

୧୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲା ୬୨ ବର୍ଷୀୟ ବୃଦ୍ଧ ! ଭିଡିଓ କରି ଭାଇରାଲ୍ କରିବାର ଦେଉଥିଲା ଧମକ , ପୋଲିସ୍…

ରାଜସ୍ଥାନର ଭରତପୁରରୁ ଏକ ଲୋମଟାଙ୍କୁରା ଅପରାଧ ସାମ୍ନାକୁ ଆସିଛି । ଏଠାରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଜଣେ ୧୬ ବର୍ଷର୍ୀୟା ଝିଅକୁ ୬୨ ବର୍ଷର ଜଣେ ବ୍ୟକ୍ତି ଦୁଷ୍କର୍ମ କରିବାର ଘଟଣା ସାମ୍ନାକୁ ଆସିଛି । ଅପରାଧୀ ଦୁଷ୍କର୍ମ କରୁଥିବା ସମୟରେ ପୀଡିତାର ଭିଡିଓ ମଧ୍ୟ ନିଜ ମୋବାଇଲରେ ଉତ୍ତୋଳନ…

ଲାଲବାଗରେ ସ୍ଥାପନ ହେବେ “ଇକୋ ଫ୍ରେଣ୍ଡଲି” ଗଜାନନ ! ଗଣେଷ ପୂଜା ପାଇଁ ପ୍ରସ୍ତୁତ ହେଉଛି ୨୨ ଫୁଟ୍ କାଗଜର ଗଜାନନ…

ଗଜାନନଙ୍କ ଧରାବତରଣ ପାଇଁ ଆଉ ମାତ୍ର କେଇ ଦିନର ସମୟ ବାକି ରହିଛି । ପ୍ରତି ସହରର ଗଳିକନ୍ଦିରେ ଗଣେଷ ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ପେଣ୍ଡାଲ୍ ଗୁଡିକରେ ଚହଳ ମଧ୍ୟ ଖେଳିଗଲାଣି । ବଡ ବଡ ମୂର୍ତ୍ତୀ ସାଙ୍ଗକୁ ପରିବେଶ ଏବଂ ପ୍ରଦୂଷଣକୁ ମଧ୍ୟ ଆଖି ଆଗରେ ଇକୋ ଫ୍ରେଣ୍ଡଲୀ ଗଣେଷଙ୍କ…

ଆରବିଆଇର ବଳକା ଅର୍ଥ ହସ୍ତାନ୍ତାରକୁ ନେଇ କେନ୍ଦ୍ରକୁ ଘେରିଲା କଂଗ୍ରେସ: ରାହୁଲ କହିଲେ, ଆରବିଆଇରୁ ଟଙ୍କା ଚୋରି କରି…

କନକ ବ୍ୟୁରୋ: ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ତାର ବଳକା ଅର୍ଥ ଦେବା ଘଟଣାକୁ ରାହୁଲଙ୍କ ସମାଲୋଚନା । ଟ୍ୱିଟ୍ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଆରବିଆଇ ଠାରୁ ୧ ଦଶମିକ ୭୬ ଲକ୍ଷ କୋଟି ଟଙ୍କା ଚୋରି କରି ଆର୍ଥିକ ମାନ୍ଦାବସ୍ଥାକୁ ଦୁରେଇ ପାରିବେ ନାହିଁ । ସ୍ୱଅର୍ଜିତ ଆର୍ଥିକ ବିପର୍ଯ୍ୟସ୍ତର…