Daily Archives

August 27, 2019

ବିପଦ ସଙ୍କେତ ଉପରେ ଜଳକା: ୧୦ରୁ ଅଧିକ ଗାଁ ପ୍ରଭାବିତ ହେବା ଆଶଙ୍କା; ହୀରାକୁଦରୁ ଖୋଲିଲା ଆଉ ୪ଟି ଗେଟ୍

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡକରେ ବଢିବାରେ ଲାଗିଛି ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତ ବ୍ଲକ ଦେଇ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଂଚଳରେ କାଲି ପ୍ରବଳ…

ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ସ୍ୱଦେଶ ଫେରିବା ପରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି…

କନକ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମୋଦୀ ଜେଟଲୀଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି । ଜେଟଲୀଙ୍କ ନିଧନ ସମୟରେ ପ୍ରଧାନମନ୍ତ୍ରୀ…

ଲାଣ୍ଡିଂ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବିମାନ। ଜଳନ୍ତା ପ୍ଲେନରୁ ତଳକୁ ଡେଇଁ ଜୀବନ ବଞ୍ଚାଇଲେ ୬…

କନକ ବ୍ୟୁରୋ: ବିଜୁଳି ତାର ସଂସ୍ପର୍ଶରେ ଆସି ଜଳିଗଲା ବିମାନ । ଏହି ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ଅଲୀଗଡରେ । ଧନୀପୁର ବିମାନ ବନ୍ଦରରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଆଜି ଚାର୍ଟର କଂପାନୀର ଏକ ପ୍ରାଇଭେଟ ବିମାନ ଲାଣ୍ଡିଙ୍ଗ କରିବା…

ଜୈବିକ ପଦ୍ଧତି ଆପଣାଇ ଘରେ ଉତ୍ପାଦନ କରନ୍ତି ପରିବା ଏବଂ ବ୍ୟବହାର କରନ୍ତି ବର୍ଷାଜଳ ! ଜାଣନ୍ତୁ ଜୈବିକ ଉତ୍ପାଦନ ଭାବରେ…

ପରିବାରର ଭାବନା , ସ୍ମୃତି ଏବଂ ଛୋଟ ଛୋଟ ମୁହୂର୍ତ୍ତର ସାକ୍ଷୀ ହେଉଛି ଘର । ତେବେ ଭାବନା ଜଡିତ ପରିବେଶକୁ ତ ଆମେ କେବଳ ଘର କହିବାନି , ଏଥିପାଇଁ ଆବଶ୍ୟକ ଉପଯୁକ୍ତ ସ୍ୱାସ୍ଥ୍ୟ । ଯଦି ଘରର ପରିବେଶ ତଥା ଆଖପାଖର ବାତାବରଣ ସ୍ୱାସ୍ଥ୍ୟକର ନରୁହେ ତେବେ ଜୀବନ ଅର୍ଥହୀନ ହୋଇପଡେ । ଆଜିର ସମାଜକୁ…

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ଅଭିଯାନ ଆରମ୍ଭ: ୭୫ ମିଟର ଯାଏଁ ବୁଲିବ ବୁଲଡୋଜର, ମନ୍ଦିରକୁ ଛାଡି ଭଙ୍ଗାଯିବ ମଠ

କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ଆଜି ଶ୍ରୀମନ୍ଦିର ଉତ୍ତରପାଶ୍ୱର୍ରେ ଥିବା ଲଙ୍ଗୁଳି ମଠର ଉଚ୍ଛେଦ ଆରମ୍ଭ ହୋଇଛି । ମଠରୁ ଭଡାରେ ନେଇଥିବା ୨୪ଟି ଦୋକାନ ଘର ଭଂଗାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ…

ସିଙ୍ଗଡା ଠେଲାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ। ଗୋଟିଏ ପଟେ ଜୀବିକା ଓ ଅନ୍ୟପଟେ ପାଠ ପଢ଼ିବାର ନିଶା।ଶଶୀକାନ୍ତଙ୍କ ସଂଘର୍ଷମୟ…

କନକ ବ୍ୟୁରୋ: ସହଜ ନ ଥିଲା ଯାତ୍ରା । ପ୍ରତ୍ୟେକ ପାଦରେ ବାଟ ଓଗାଳୁଥିଲା ଦାରିଦ୍ର‌୍ୟତା । ହେଲେ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ସବୁ ପ୍ରତିବନ୍ଧକ । ଝାରସୁଗୁଡା ଝଣ୍ଡାଚଉକରେ ନିଜ ଭାଇଙ୍କ ସହ ସିଙ୍ଗଡା ବ୍ୟବସାୟ କରି ଆଜି ହୋଇପାରିଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ ଶଶୀକାନ୍ତ ଶର୍ମା । ଆଉ…