Daily Archives

August 7, 2019

ବିଜୟ କୁମାର ଶର୍ମାଙ୍କୁ ନୂଆ ଦାୟିତ୍ୱ । ରାଜ୍ୟ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ବିଜୟ ଶର୍ମା ।

କନକ ବ୍ୟୁରୋ: ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ । ପୂର୍ଣ୍ଣ ଅତିରିକ୍ତ ଡିଜିପି ଭାବେ ନୂଆ ଦାୟିତ୍ୱ ତୁଲାଇବେ ବିଜୟ ଶର୍ମା । ଏହାଛଡ଼ା ହେଡ୍ ଅଫ୍ ପୋଲିସ୍ ଫୋର୍ସ ଭାବେ ଦାୟିତ୍ୱରେ ରହିବେ ବିଜୟ । ତେବେ ୧୯୮୬ ବ୍ୟାଚରେ ଏହି ଆଇପିଏସ୍ ଅଧିକାରୀ ବର୍ତ୍ତମାନ ରାଜ୍ୟ…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ୨୬ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ ହେଲେ ୧୧ ହଜାର ୪୪୫…

କନକ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଫଳ । ତେବେ ଚଳିତ ବର୍ଷ ମାଟ୍ରିକ୍ ସପ୍ଲେିମେଂଟାରୀ ପରୀକ୍ଷା ପାସ୍ ହାର ୪୩.୬୨ ପ୍ରତିଶତ ରହିଛି ।   ୨୬ ହଜାର ୨୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧୧ ହଜାର ୧୧ ହଜାର ୪୪୫ ଜଣ ।  ଓପନ ସ୍କୁଲରେ ପାସ୍ ହାର ୬୩…

ସୁଷମାଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ହୋଇପଡିଲେ ଭାବବିହ୍ୱଳ

କନକ ବ୍ୟୁରୋ: ସୁଷମାଙ୍କ ଶେଷ ଦର୍ଶନ ବେଳେ ଭାବବିହଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଷମାଙ୍କ ପାର୍ଥୀବ ଶରୀରରେ ଶ୍ରଦ୍ଧାଂଜଳି ଦେବାପରେ ଭାବବିହ୍ୱଳ ହୋଇପଡିଛନ୍ତି ମୋଦି । ସ୍ୱବ୍ଧ ହୋଇଯାଇଛି ପୁରା ପରିବେଶ । ସୁଷମାଙ୍କ ଝିଅକୁ ସମବେଦନା ଜଣାଇବା ସମୟରେ ମୋଦିଙ୍କ ଆଖିରେ ଜକେଇ…

ସୁଷମାଙ୍କୁ ବଞ୍ଚାଇବା ପାଇଁ ୭୦ ମିନିଟ୍ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ ଡାକ୍ତରୀ ଟିମ୍ : ନିଧନ ପରେ କୋହ ସମ୍ଭାଳି…

କନକ ବ୍ୟୁରୋ : ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ଏମ୍ସ ଡାକ୍ତର । ପାଖାପାଖି ୭୦ ମିନିଟ୍ ପର୍ଯ୍ୟନ୍ତ ସୁଷମାଙ୍କୁ ବଂଚାଇବା ପାଇଁ ଚେଷ୍ଟା କରାଯାଇଥିଲା । ସୁଷମାଙ୍କୁ ସିପିଆର ଓ ହାର୍ଟ ପମ୍ପ କରିବା ସହ ଶକ୍ ଟ୍ରିଟମେଂଟ ମଧ୍ୟ କରାଯାଇଥିଲା । ହେଲେ…

ଆରବିଆଇର ବଡ ନିଷ୍ପତ୍ତି: ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍ ହ୍ରାସ; କମିବ ଇଏମଆଇ, ଶସ୍ତା ହୋଇପାରେ ଗୃହ ଓ କାର ଋଣ

କନକ ବ୍ୟୁରୋ: ଲଗାତାର ଚତୁର୍ଥ ଥର ପାଇଁ ରୋପୋରେଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରୋପୋ ରେଟରେ ୩୫ ବେସିସ୍ ପଏଂଟ ବା ୫.୪୦ ପ୍ରତିଶତ ହ୍ରାସ କରିଛି ଆରବିଆଇ । ଏବେ ରେପୋ ରେଟ୍ ୭ ପ୍ରତିଶତରୁ ହ୍ରାସ ହୋଇ ୬ଦଶମିକ ୯ ପ୍ରତିଶତ କରି ଦିଆଯାଇଛି । ରେପୋ ରେଟ କମିବା ପରେ କମିବ ସୁଧହାର ।…

୨୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ନିବେଶ ହେବ ୪ ହଜାର ୪୬୧ କୋଟି। ନିଯୁକ୍ତି ପାଇବେ…

କନକ ବ୍ୟୁରୋ: ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଆଜି ଲୋକସେବା ଭବନରେ ସବୁଜ ସଂଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆଜି ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ ପ୍ରକଳ୍ପର…