Daily Archives

August 7, 2019

୨୧ ବର୍ଷରେ ସୁପ୍ରିମକୋର୍ଟ ଓକିଲ ଓ ୨୫ ବର୍ଷରେ ମନ୍ତ୍ରୀ : ଫଟୋରେ ଫଟୋରେ ଦେଖନ୍ତୁ ସୁଷମାଙ୍କ ଜୀବନ କାହାଣୀ . .

କନକ ବ୍ୟୁରୋ : ମାତ୍ର ୬୭ ବର୍ଷ ବୟସରେ ସାରା ଦୁନିଆକୁ ଅଲବିଦା କହିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ବେଶ୍ ଆକର୍ଷଣୀୟ । ମାତ୍ର ୨୫ ବର୍ଷ ବୟସରେ ମନ୍ତ୍ରୀ ହୋଇଥିବା ସୁଷମା ନିଜର ରାଜନୈତିକ ଜୀବନରେ ଅନେକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଫଟୋରେ ଫଟୋରେ ଦେଖନ୍ତୁ…

ସୁଷମାଙ୍କ ବିୟୋଗରେ ଆଡଭାନୀଙ୍କ ମର୍ମସ୍ପର୍ଶୀ ଶୋକବାର୍ତ୍ତା । କହିଲେ, ପ୍ରତିବର୍ଷ ଜନ୍ମଦିନରେ ମୋ ପସନ୍ଦର କେକ୍…

କନକ ବ୍ୟୁରୋ : ପରଲୋକରେ ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ । ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ବୁଧବାର ଦିନ ବର୍ଷିୟାନ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ…

ବିଜେପୁର ପାଇଁ କଂଗ୍ରେସର କସରତ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବୈଠକ

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ବିଜେପୁର ବିଜୟ ପାଇଁ ଆଜି ଠାରୁ କସରତ୍ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଭବନରେ ବିଜେପୁର ନିର୍ବାଚନ ପାଇଁ ଜୋରସୋରେ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ…

ଆହୁରି ୨୪ ଘଂଟା ଲାଗି ରହିବ ବର୍ଷା । ୧୦ ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ, ପ୍ରବଳରୁ ଅତି…

କନକ ବ୍ୟୁରୋ : ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ ନୂଆପଡା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି…

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ମୁକାବିଲା ପାଇଁ ସରକାର ପ୍ରସ୍ତୁତ । କାଲି ସକାଳ ଯାଏଁ ଜାରି ରହିବ ବର୍ଷା

କନକ ବ୍ୟୁରୋ: ରାଜ୍ୟରେ ଭାରି ବର୍ଷା ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା ।  ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ ଫୁଲୁଛି । ବଂଶଧାରା ନଦୀ ବଢୁଛି । ବିପଦ ସଂକେତ ଉପରେ ବଂଶଧାରା ରହି ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି  । କଳାହାଣ୍ଡି ଲାଞ୍ଜିଗଡରେ ସର୍ବାଧିକ ୩୮୨. ୬ ମିମି…

କାଲି ସାଲଭେଙ୍କ ସହ ଶେଷ କଥା ହୋଇଥିଲେ ସୁଷମା । କହିଥିଲେ, କାଲି ଆସିବ ତମ ପ୍ରାପ୍ୟ ୧ ଟଙ୍କା ନେବ ।

କନକ ବ୍ୟୁରୋ : ଆରପାରିରେ ସୁଷମା । ହେଲେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ କର୍ତ୍ତବ୍ୟରେ ହେଳା କରିନଥିଲେ । ସୁଷମା ଶେଷ ସମୟର ଏକ ଘଂଟା ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରି ଡ଼ାକିଥିଲେ । ହରିଶ ସାଲଭେ ହେଉଛନ୍ତି ଭାରତର ଜଣେ ବରିଷ୍ଠ ଓକିଲ । ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ…