Daily Archives

July 8, 2019

ପାଟକୁରା ଯୁଦ୍ଧ: ମନ୍ତ୍ରୀ ଜଗିଲେ ବ୍ଲକ, ପଞ୍ଚାୟତ ଜଗିଲେ ବିଧାୟକ ! ବଡ଼ ଯୁଦ୍ଧ ଆଗରୁ ବଡ଼ ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା…

କନକ ବ୍ୟୁରୋ: ବାର ଦିନ ପରେ ବଡ ଯୁଦ୍ଧ । ପାଟକୁରା ମୈଦାନରେ ମୁହାଁମୁହିଁ ହେବେ ୩ ପ୍ରତିଦ୍ୱନ୍ଦୀ ବିଜେପି-ବିଜେଡି ଓ କଂଗ୍ରେସ । ପାଟକୁରା ଦଖଲ ପାଇଁ ସବୁ ଦଳ ଗୁପ୍ତ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଚାଲିଛି ଛକାପଞ୍ଝା । ବିଜେଡି ପାଇଁ ପାଟକୁରା ବିଜୟ ସମ୍ମାନର…

ରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ଟଙ୍କା: ଅଜଣା ଗାଡି ଧକ୍କାରେ ଆହତ କିମ୍ବା ମୃତ୍ୟୁ ହେଲେ ସରକାର ଦେବେ ସହାୟତା

କନକ ବ୍ୟୁରୋ: ଏଣିକି ରାସ୍ତାରେ ଦୁର୍ଘଟଣା ହେଲେ ସରକାର ଦେବେ ସହାୟତା । ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ହେଲେ ସହରୟତା ମିଳିବ । ରାସ୍ତାରେ ଅଜଣା ଗାଡି ଧକ୍କାରେ ଯଦି କେହି ଆହତ ହୁଅନ୍ତି କିମ୍ବା କାହାର ମୃତ୍ୟୁ ହୁଏ ତେବେ ଆହତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ମିଳିବ । ତେବେ…

ପାଟକୁରାରେ ବିଜେଡ଼ିର ବିଜୟ ନିଶ୍ଚିତ : ଜିଲ୍ଲା ସଭାପତି କହିଲେ, ୨୦ରୁ ୩୦ ହଜାର ଭୋଟ ବ୍ୟବଧାନରେ ଜିତିବାକୁ ଟାର୍ଗେଟ

କନକ ବ୍ୟୁରୋ : ପାଟକୁରା ଆସନ ହାତେଇବ ବିଜେଡ଼ି । ଆସନ୍ତା ୨୦ରେ ପାଟକୁରାର ହେବାକୁ ଥିବା ନିର୍ବାଚନରେ ବିଜେଡ଼ିର ବିଜୟ ନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡ଼ି ଜିଲ୍ଲା ସଭାପତି । ପାଟକୁରା ଆସନ ହାତେଇବା ପାଇଁ ରାଜ୍ୟର ପ୍ରମୁଖ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ହେଲେ…

ରାଜ୍ୟସଭାରେ ପରିବହନ ମନ୍ତ୍ରୀଙ୍କ ବୟାନ, ଦେଶରେ ୩୦ ପ୍ରତିଶତ ଡ୍ରାଇଭିଙ୍ଗ ଲାଇସେନ୍ସ ନକଲି

ପରିବହନ ମନ୍ତ୍ରୀ ନିତିନ ଗଡକରୀ ରାଜ୍ୟସଭାରେ ବୟାନ ଦେଇଛନ୍ତି କି, ଦେଶର ୩୦ ପ୍ରତିଶତ ଡ୍ରାଇଭିଙ୍ଗ ଲାଇସେନ୍ସ ନକଲି । ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ନ୍ୟାସନାଲ ହାଇୱେରେ ସଡକ ଦୁର୍ଘଟଣା ପ୍ରସଙ୍ଗରେ ନିତିନ ଗଡକରୀ ଏହି ବୟାନ ଦେଇଛନ୍ତି । ନିତିନ ଗଡକରୀ କହିଛନ୍ତି କି, ସରକାର ଗତ…

ବିଶ୍ୱକପରୁ ବାଦ୍ ପଡିବା ପରେ ପାକିସ୍ତାନରେ ପହଁଚିଲେ ସରଫରାଜ୍ ସିପାହୀ ! ଟିମ୍ କୁ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ…

ଆଇସିସି ବିଶ୍ୱକପ୍ ୨୦୧୯ ରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ରବିବାର ସ୍ୱଦେଶ ଫେରିଥିଲେ । ୯ ଟି ମ୍ୟାଚରୁ ୫ ଟିରେ ବିଜୟ ହାସଲ କରିଥିଲେ ମଧ୍ୟ ସରଫରାଜ୍ ସିପାହୀ ନ୍ୟୁଜିଲ୍ୟାଣ୍ଡ ନେଟ୍ ରନରେଟ୍ ରେ ପଛୁଆ ଥିବା କାରଣରୁ ସେମିଫାଇନାଲରେ ନିଜ ସ୍ଥାନ ବଜାୟ ରଖିପାରିନଥିଲେ ।…

ମୋଦି ସରକାରଙ୍କ ନ୍ୟାସନାଲ ଟ୍ରାନ୍ସପୋର୍ଟ କାର୍ଡ । ଜାଣନ୍ତୁ ଯାତ୍ରୀଙ୍କୁ ମିଳିବ କି ପ୍ରକାରର ସୁବିଧା

କନକ ବ୍ୟୁରୋ: ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବଜେଟ ନିକଟରେ ଉପସ୍ଥାପନା ହୋଇସାରିଛି । ଯାହାକୁ ଉପସ୍ଥାପନ କରିଥିଲେ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ଜନତାଙ୍କ ହୀତ ପାଇଁ ଅନେକ ସୁବିଧାଜନକ ନୀତି ଏବଂ…