Daily Archives

July 28, 2019

ନବୀନଙ୍କ ପରେ ଆସିଲା ପ୍ରମିଳାଙ୍କ ଫିଟନେସ୍ ଭିଡିଓ । ୭୦ ବର୍ଷ ବୟସରେ ଟ୍ରେଡମିଲରେ ଦୌଡିଲେ ଆସ୍କା ସାଂସଦ, ଦେଲେ…

କନକ ବ୍ୟୁରୋ : ପ୍ରମିଳାଙ୍କ ଫିଟନେସ୍ ମନ୍ତ୍ର । ୭୦ ବର୍ଷ ବୟସରେ ଫିଟନେସ୍ ମନ୍ତ୍ର ଦେଇଛନ୍ତି ଆସିକା ସାଂସଦ ପ୍ରମିଳା ବିଶୋୟୀ । ସଂସଦରେ ମହିଳାଙ୍କ ପାଇଁ ସ୍ୱର ଉଠାଇ ଚର୍ଚ୍ଚାରେ ରହିଥିବା ପ୍ରମିଳା, ଏଥର ନିଜର ଫିଟନେସ୍ ଭିଡିଓ ପାଇଁ ପୁଣି ଆସିଛନ୍ତି ଚର୍ଚ୍ଚାର ପରିସରକୁ । ସୋସିଆଲ…

ଅଧିନାୟକ ପଦ ହରାଇପାରନ୍ତି ସରଫରାଜ୍ ! କିଏ ଧରିବ ପାକିସ୍ତାନ କ୍ରିକେଟ୍ ଦଳର ମଙ୍ଗ ?

କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନର ନୈରାଶଜନକ ପ୍ରଦର୍ଶନ ପରେ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏପରିକି ସରଫରାଜଙ୍କଠାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧିନାୟକ ପଦ ଛଡାଇନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଜାତୀୟ…

ସଙ୍କଟରେ ଶୈଶବ: ପ୍ରତି ୮ ମିନିଟରେ ନିଖୋଜ ହେଉଛନ୍ତି ଜଣେ ଶିଶୁ । ଯୌନ ଶୋଷଣ, ଶିଶୁବଳୀ ନିଖୋଜର ମୁଖ୍ୟ କାରଣ

କନକ ବ୍ୟୁରୋ: ସାଙ୍ଘାତିକ ହେଉଛି ଶିଶୁ ନିଖୋଜ ସମସ୍ୟା । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏବେ ବଡ ସମସ୍ୟା ରୂପେ ଛିଡା ହୋଇଛି ଅପହରଣ ଓ ନିଖୋଜ ଘଟଣା । ଦିନକୁ ଦିନ ଶିଶୁ ନିଖୋଜ ବଢୁଥିବା ବେଳେ ଏହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ପ୍ରତି ୮ ମିନିଟରେ ଜଣେ ଶିଶୁ…

ବିଧାୟକ ହେବ ତ ଏମିତି । ଜୀବନ ମରଣ ସହ ସଂଘର୍ଷ କରୁଥିବା ବନ୍ୟା ପୀଡିତଙ୍କ ନିକଟରେ ପହଞ୍ଚାଇଲେ ରନ୍ଧାଖାଦ୍ୟ, ମାଗଣାରେ…

କନକ ବ୍ୟୁରୋ : ଲଗାତାର ବର୍ଷା ଲାଗି ରହିଥିବାରୁ ଆସାମର ବନ୍ୟା ପରିସ୍ଥିତିରେ ଏ ପର୍ଯ୍ୟନ୍ତ କୌଣସି ସୁଧାର ଆସି ନାହିଁ । ଏବେ ବି ଲକ୍ଷ ଲକ୍ଷ ଲୋକ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଖାଇବାକୁ ଖାଦ୍ୟ ନଥିବା ସହ ରହିବାକୁ ଘର ନାହିଁ । ଏ ମଧ୍ୟରେ ସରକାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ…

ଶୁଆଇ ଦେଉନି ସାଇକୋ କିଲର୍ ! ଘୁରି ବୁଲୁଛି ହତ୍ୟାକାରୀ, ହେଲେ ପୋଲିସର ହାତ ଖାଲି । କମିଶନର କହିଲେ, ସୁରାଗ୍ ମିଳିଛି,…

କନକ ବ୍ୟୁରୋ : ପୋଲିସର ନିଦ ହଜାଇ ଦେଇଛି କଟକର ସାଇକୋ କିଲର୍ । ହତ୍ୟାକାରୀକୁ ଧରିବାକୁ ପୋଲିସ ଖୋଜୁଛି, ଆଉ ପୋଲିସକୁ ଚକମା ଦେଇ ହତ୍ୟାକାରୀ ବୁଲୁଛି । ୩-୩ଟି ହତ୍ୟା କରି ହତ୍ୟାକାରୀ ଘୁରି ବୁଲୁଛି, ହେଲେ ଏଯାଏଁ ପୋଲିସର ହାତ ଖାଲି । ଘଟଣାକୁ ଗୋଟିଏ ସପ୍ତାହ ହୋଇଗଲାଣି, କିଏ କରିଛି ମର୍ଡର…