Daily Archives

July 22, 2019

ଏମିତି ବି ହୁଏ ପ୍ଲାଷ୍ଟିକର ବ୍ୟବହାର । ପାଣି ଟାଙ୍କି ପାଲଟିଲା ପାର୍କିଂ ସ୍ଥଳ, ତାଜୁବ ହୋଇଗଲେ ଶିଳ୍ପପତି ଆନନ୍ଦ…

ଧୀରେ ଧୀରେ ପ୍ଲାଷ୍ଟିକ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ଏହାକୁ ବର୍ଜନ କରିବାକୁ ଜୋରଦାର ପ୍ରୟାସ କରାଯାଉଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । କାରଣ ପ୍ଲାଷ୍ଟିକ ପୁର୍ନବାର ବ୍ୟବହାର ହୋଇପାରୁନଥିବା ବେଳେ ପୂରା…

୨୦୨୦ରେ ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ, ଜାଣନ୍ତୁ କଣ ରହିଛି ଏହି ମିଶନ ପଛର ଉଦ୍ଦେଶ୍ୟ?

ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ ଏବେ ଇସ୍ରୋର ନଜର ସୂର୍ଯ୍ୟଙ୍କ ଉପରେ । ମଙ୍ଗଳ ଓ ଚନ୍ଦ୍ରକୁ ସଫଳ ଯାତ୍ରା ପରେ ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ ଇସ୍ରୋ । ପୂର୍ବରୁ ଏହି ଅଭିଯାନର ନାମ ଆଦିତ୍ୟ-୧ ଥିବାବେଳେ ଏବେ ଏହାର ନାମ ଆଦିତ୍ୟ ଏଲ-୧ ମିଶନ ବୋଲି ନାମିତ…

୭ ଦିନ ଘରକୁ ଯାଇନଥିଲେ ବୈଜ୍ଞାନିକ । ଚନ୍ଦ୍ରାୟନ – ୨ ସଫଳତା ପଛର ଅକୁହା ଦିଗ ।

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଇତିହାସ ରଚିଛି ଭାରତ । ଅପରାହ୍ନ ୨ଟା ୪୩ମିନିଟ୍‌ରେ ଚନ୍ଦ୍ରଯାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି । ପ୍ରଥମେ ଏହାର ଉତ୍‌କ୍ଷେପଣ ସମୟରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଦ୍ୱିତୀୟ ଥରରେ ଏହା…

ସୁନ୍ଦରଗଡରୁ ଆସିଲା ପୂରା ରାଜ୍ୟକୁ ଲଜ୍ଜିତ କଲା ଭଳି ଖବର । ନିଖୋଜ ଥିବା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି…

କନକ ବ୍ୟୁରୋ : ଜଙ୍ଗଲରେ ଜଘନ୍ୟକାଣ୍ଡ । ପୂରା ରାଜ୍ୟକୁ ଲଜ୍ଜିତ କରିବା ଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ସୁନ୍ଦରଗଡ ଗୋପାଳପୁର ଜଙ୍ଗଲରୁ ନାବାଳିକାଙ୍କୁ ଅଦ୍ଧନଗ୍ନ ମୃତଦେହ ମିଳିବା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା…

ଛୋଟ ସହରବାସୀଙ୍କୁ ସରକାରଙ୍କ ବଡ ଭେଟି ।  ଖୁବଶୀଘ୍ର ଛୋଟ ସହରରେ ଗଡିବ ୩ ବଗି ବିଶିଷ୍ଟ ମେଟ୍ରୋ ଟ୍ରେନ୍ ।

କନକ ବ୍ୟୁରୋ : ଏବେ କେବଳ ବଡ ସହର ନୁହେଁ ଛୋଟ ସହରରେ ମଧ୍ୟ ଗଡିବ ମେଟ୍ରୋ ଟ୍ରେନ୍ । ଛୋଟ ସହରବାସୀଙ୍କୁ ବଡ ଭେଟି ଦେଇଛନ୍ତି ସରକାର । ଏଣିକି ଛୋଟ ସହର ପାଇଁ ମେଟ୍ରୋଲାଇଟ୍ ସିଷ୍ଟମ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ସରକାର । ମେଟ୍ରୋଲାଇଟ୍ ଟ୍ରେନରେ ମାତ୍ର ୩ଟି ବଗି ରଖିବାକୁ ପ୍ଲାନ…