Daily Archives

July 30, 2019

ସାଇକୋ କିଲର ସତ କଣ ? କିଏ କହୁଛି ସତ ? ପୋଲିସ କହୁଛି ନାରାୟଣ ମାରିଛି, ଗାଁ ଲୋକେ କହୁଛନ୍ତି ସେ ହାତ ଉଠାଏନି…

କନକ ବ୍ୟୁରୋ: ଧରାପଡିଛି ସିଲଭର ସିଟିର ସାଇକୋ କିଲର । ବହୁ ତନାଘନା ପରେ ଶେଷରେ ସାଇକୋ କିଲରକୁ ସାମ୍ନାକୁ ଆଣିଛି ପୋଲିସ । କଟକରେ କୋକୁଆ ଭୟ ଖେଳାଇଥିବା ସିରିଏଲ କିଲରକୁ ପୋଲିସ ଧରିବା ପରେ ଏବେ ତାକୁ ନେଇ ଚାରିଆଡେ ଚର୍ଚ୍ଚା । ଧରାପଡିଥିବା ନାରାୟଣ ସାହୁ କେମିତି ବନିଲା ସାଇକୋ କିଲର ତାକୁ…

ଦେଢ଼ମାସରେ କିଏ କରିଛି କେତେ ପ୍ରଶ୍ନ ? ସଂସଦ କାନରେ ପଡ଼ିଛି କେଉଁ ସାଂସଦର ଶାଣିତ ସ୍ୱର?

କନକ ବ୍ୟୁରୋ: ଚଳିତ ସଂସଦୀୟ ଅଧିବେଶନର ଦେଢ଼ମାସ ବିତିଗଲାଣି । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ୩୦ରୁ ଉଦ୍ଧ୍ୱର୍ ବିଲ୍ ଉପସ୍ଥାପନ ହୋଇସାରିଲାଣି । ତେବେ କେଉଁ ଦଳର ସାଂସଦ ପାର୍ଲାମେଣ୍ଟରେ କେତେ ପ୍ରଶ୍ନ କରିଛନ୍ତି ସେନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ସାମ୍ନାକୁ…

ଆସିଲାନି ଆମ୍ବୁଲାନ୍ସ: ୬ କିମି ଚାଲିଲେ, ପାହାଡି ରାସ୍ତାରେ ପ୍ରସବ କଲେ । ଜଙ୍ଗଲୀ ରାସ୍ତାରେ ପ୍ରସବ କରାଇଲେ ଆଶା ଦିଦି

କନକ ବ୍ୟୁରୋ: ପୁଣି ଚାଲିଲେ ଗର୍ଭବତୀ । ରାସ୍ତା ନଥିବାରୁ ୬ କିଲୋମିଟର ଚାଲିଲେ ଗର୍ଭବତୀ । ଆମ୍ବୁଲାନ୍ସ ଆସିବାକୁ ମନା କରିବାରୁ ପାହାଡି ରାସ୍ତାରେ ୬ କିଲୋମିଟର ଚାଲି ଚାଲି ମେଡିକାଲ ଗଲେ ଗର୍ଭବତୀ । ଏଭଳି ଅଭିଯୋଗ ଆସିଛି ରୟଗଡା କୋଡିଗୁମା ଅଞ୍ଚଳରୁ । ତେବେ ସୂଚନା ମୁତାବକ…

ପଡ଼ିଆକୁ ଓହ୍ଲାଇ ପାରିବେନି ପୃଥ୍ୱୀ ! ଡୋପ୍ ଟେଷ୍ଟରେ ଫସିଗଲେ, ନଭେମ୍ବର ୧୫ ପର୍ଯ୍ୟନ୍ତ ନିଲମ୍ବିତ କଲା ବିସିସିଆଇ ।

କନକ ବ୍ୟୁରୋ: ଭାରତୀୟ ଯୁବ ବିସ୍ମୟ କ୍ରିକେଟର ପୃଥ୍ୱୀ ସ’ଙ୍କୁ ଝଟକା । ଡୋପିଂ ଟେଷ୍ଟରେ ଫସିଗଲେ ଏହି ଯୁବ କ୍ରିକେଟର । ସାଢ଼େ ତିନିମାସ ଆର୍ଥାତ୍ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପଡ଼ିଆକୁ କୌଣସି ଶ୍ରେଣୀର କ୍ରିକେଟ ଖେଳିପାରିବେନି ପୃଥ୍ୱୀ । ଏଭଳି ପ୍ରତିବନ୍ଧକ ଲଗାଇଛି ବିସିସିଆଇ ।…

ବଲାଙ୍ଗିରରୁ ବଲିଉଡ୍ ଯାତ୍ରା ! ହିନ୍ଦୀ ଫିଲ୍ମ ‘ଜଜମେଂଟାଲ ହୈ କ୍ୟା’ରେ ହନୁମାନ ଚରିତ୍ରରେ ନଜର ଆସିଲେ ଓଡ଼ିଆ ପୁଅ…

କନକ ବ୍ୟୁରୋ: ବଲିଉଡରେ ଓଡିଆ ପୁଅର କମାଲ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ଚମକ୍ରାର ଅଭିନୟ କରି ଏବେ ଚର୍ଚ୍ଚାରେ ଓଡିଆ ପୁଅ ଦେବଦୋଶ ଦର୍ଜୀ । ପିଲାଟି ଦିନରୁ ଅଭିନୟରେ ରୁଚି ରଖିଥିବା ଦେବଦୋଶ ଏହି ସିନେମାରେ ଦୁଇଟି ଚରିତ୍ରରେ ନଜର ଆସିଛନ୍ତି । ଏବଂ ନିଜ…