Daily Archives

July 29, 2019

କୃଷକ ସାଜିଲେ କଲେକ୍ଟର: ବିଲକୁ ଗଲେ, ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

କନକ ବ୍ୟୁରୋ: କୃଷକ ସାଜିଲେ କଲେକ୍ଟର । ବିଲକୁ ଗଲେ ଧାନ ରୋଇଲେ । ପାଣି କାଦୁଅ ଭରା ଜମିରେ ଧାନ ତଳି ରୋଇଲେ ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଧାନ ତଳି ରୋପଣ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି ବିଜୟ । ତେବେ…

ଖୁବଶୀଘ୍ର ପ୍ରାୟ ୩ ଲକ୍ଷ କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ଦେଇପାରେ ରେଳ ବିଭାଗ । ଜାଣନ୍ତୁ କେଉଁ କର୍ମଚାରୀଙ୍କ…

କାମ ଠକୁଥିବା କର୍ମଚାରୀଙ୍କୁ ଲାଗିବ ବଡ ଝଟକା । ଏଭଳି କର୍ମଚାରୀଙ୍କୁ ଛଟେଇ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରେଲୱେ ବିଭାଗ । ଏନେଇ ସମସ୍ତ ଜୋନାଲ ଅଫିସକୁ କାମ ଠକ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛି ରେଳୱେ ବିଭାଗ । ରେଲ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ…

‘ନିଛାଟିଆ ନିର୍ଯାତନା’କୁ ୧୦ ଦିନ: କାହିଁକି ଶୋଇଛି ପୋଲିସ ? ବିଧାନସଭାରେ ଉଠୁ ‘କୁଚିଣ୍ଡା କାହାଣୀ’ ???

କନକ ବ୍ୟୁରୋ: ସବୁ ଶୋଇଛନ୍ତି । ନିଛାଟିଆ ନିର୍ଯାତନା ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ନିଘୋଡ ନିଦରେ ସମସ୍ତେ ଶୋଇଛନ୍ତି । ପୋଲିସ ଶୋଇଛି, ସରକାର ଶୋଇଛନ୍ତି ଆଉ ବିରୋଧୀ ବି ପାଟିରେ ହାତ ଦେଇ ଚୁପ ବସିିଛନ୍ତି । ସୋସିଆଲ ମିଡିଆରେ ୨ ଛାତ୍ରୀଙ୍କୁ ୮ରୁ ୧୦ ଜଣ ଯୁବକ ନିର୍ଯାତନା ଦେଉଥିବାର…

ପାନ ଖିଆଙ୍କୁ ବଡଦେଉଳ ମନା । ଧରାପଡିଲେ ଦେବେ ଜରିମାନା, ଆସନ୍ତା ୧ ତାରିଖରୁ ଲାଗୁ ହେବ ନୂଆ ନିୟମ ।

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା ବୈଠକରେ ବଡ ନିଷ୍ପତି । ଆସନ୍ତା ପହିଲାରୁ ଶ୍ରୀମନ୍ଦିରକୁ ପାନ ଓ ଗୁଟଖା ପ୍ରବେଶ ନିଷିଦ୍ଧ କରାଯାଇଛି । କୌଣସି ସେବାୟତ କିମ୍ବା ଭକ୍ତ ମନ୍ଦିର ମଧ୍ୟକୁ ପାନ ଓ ଗୁଟଖା ନେଇ ପାରିବେ ନାହିଁ । ଏନେଇ ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି । ପାନ ଓ ଗୁଟଖା…

ଓଡ଼ିଶାରେ ନିଶା ନିବାରଣ ବିଲ୍ ଆଣିବାକୁ ଜୋର ଧରିଲା ଦାବି । ବିଧାନସଭାରେ ସରଗରମ ଚର୍ଚ୍ଚା, ମହାରଥୀ କହିଲେ, କିଏ…

କନକ ବ୍ୟୁରୋ : ମଦ ନିବାରଣ ନେଇ ବିଲ ଆଣିବା ପାଇଁ ବିଧାନସଭାରେ ଦାବି ହୋଇଛି । ସେପଟେ ଗାନ୍ଧିଙ୍କୁ ନେଇ ଆଜି ବିଧାନସଭାରେ ଚାଲିଥିଲା ସରଗରମ ଆଲୋଚନା । ଆଉ ସେତିକିବେଳେ ଉପସ୍ଥିତ ସଦସ୍ୟଙ୍କ ପ୍ରତି ତେରଛାବାଣ ମାରିଛନ୍ତି ପ୍ରଦୀପ ମହାରଥୀ । ବିଜେପି ନେତାଙ୍କୁ ମହାରଥୀ ପ୍ରଶ୍ନ କରିଛନ୍ତି,…