Daily Archives

July 15, 2019

ଶାହା କେବଳ ଜଣେ ଗୃହମନ୍ତ୍ରୀ, କୌଣସି ଭଗବାନ ନୁହଁନ୍ତି । ଜାଣନ୍ତୁ ଲୋକସଭାରେ ଅମିତ ଶାହାଙ୍କୁ କାହିଁକି ଏମିତି କହିଲେ…

NIAକୁ ଅଧିକ ସ୍ୱାଧୀନତା ଦେବା ପାଇଁ ଲୋକସଭାରେ ସଂଶୋଧିତ ବିଲ୍ ଆଗତ ହେବା ପରେ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି । ଏଆଇଏମଆଇଏମ ପ୍ରମୁଖ ଅସଦଉଦ୍ଦିନ ୱବେସି ଏହି ବିଲକୁ ବିରୋଧ କରିବା ସହ ବିଜେପି ସାଂସଦଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ତେବେ ୱବେସିଙ୍କୁ ମଧ୍ୟ…

ନୀଳ କନ୍ଦରକୁ ଫେରିଲେ ମହାପ୍ରଭୁ । ମାନବୀୟ ଲୀଳାଖେଳା ପରେ ରତ୍ନବେଦୀକୁ ବାହୁଡିଲେ ଶ୍ରୀଜିଉ, ରସଗୋଲା ଖୁଆଇ…

କନକ ବ୍ୟୁରୋ : ନୀଳକନ୍ଦରକୁ ଫେରିଲେ ମହାପ୍ରଭୁ । ୧୨ ଦିନ ପରେ ଚତୁର୍ଦ୍ଧାମୂର୍ତି ଆଜି ରତ୍ନବେଦୀକୁ ଫେରିଛନ୍ତି । ସଅଳ ସରିଛି ଶ୍ରୀଜିଉଙ୍କ ନୀତି । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଫେରିଛନ୍ତି ଜଗତର ନାଥ ଜଗନ୍ନାଥ । ରଥ ଉପରେ ଠାକୁରମାନଙ୍କ ସଂଧ୍ୟା ଧୂପ ସରିବା ପରେ…

୬ ବର୍ଷ ହେଲାଣି ଝୁଲୁଛି ଚିଟଫଣ୍ଡ ଜମାକାରୀଙ୍କ ଭାଗ୍ୟ । ଜମାକାରୀଙ୍କ ଚିହ୍ନଟ ସରୁନି, କିନ୍ତୁ କମିଶନ ତଦନ୍ତରେ ଖର୍ଚ୍ଚ…

କନକ ବ୍ୟୁରୋ : ଚିହ୍ନଟ ହୋଇପାରୁନାହାନ୍ତି ଚିଟଫଣ୍ଡ ଜମାକାରୀ, କିନ୍ତୁ କମିଶନ ପାଇଁ ଖର୍ଚ୍ଚ ହୋଇ ସାରିଲାଣି କୋଟି କୋଟି ଟଙ୍କା । ଗୋଟିଏ ପଟେ ଚିଟଫଣ୍ଡ ଜମାକାରୀ ନିଜର ଟଙ୍କା ଫେରି ପାଇବାକୁ ଅପେକ୍ଷା କରି ରହିଥିବା ବେଳେ ତଦନ୍ତ କମିଶନ ନାଁରେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି…

ମୁଁ ରଥ ଟାଣିବି… । ରଥ ଟାଣିବା ପାଇଁ ବଡଦାଣ୍ଡରେ କଇଁ କଇଁ ହୋଇ କାନ୍ଦିଲେ ଶ୍ରଦ୍ଧାଳୁ, ନେହୁରା ହେବା ପରେ ପୂରା…

କନକ ବ୍ୟୁରୋ : ଭଗବାନଙ୍କ ଝଲକ୍ ଟିକେ ପାଇଁ ଭକ୍ତ, ଦୂର ଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଧାଇଁଆସେ । ଆଉ ରଥଯାତ୍ରାରେ ସମୟରେ ଭକ୍ତର ଗୋଟିଏ ଆଶା ଥାଏ ଯେ, କେମିତି ରଥ ଦଉଡି ଟିକେ ଟାଣନ୍ତା । ଠିକ୍ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା ବାହୁଡ଼ା ଯାତ୍ରା ସମୟରେ । ଯେତେବେଳେ ଜଣେ ଶ୍ରଦ୍ଧାଳୁ ରଥ…

ରାଜ୍ୟରେ ବଢୁଛି ହତ୍ୟା, ଦୁଷ୍କର୍ମ: ଗତ ପାଞ୍ଚ ମାସରେ ପଶୁ ପାଲଟିଛି ମଣିଷ ? ମନ୍ତ୍ରୀ ଦେଲେ ଛାତି ଥରାଇ ଦେଲା ଭଳି…

କନକ ବ୍ୟୁରୋ: ଅପରାଧ କବଳରେ ରହିଛି ଓଡିଶା । ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ରାହାଜାନି, ଚୋରି, ଡକାୟତି ଭଳି ଅପରାଧର ମାତ୍ରା ବଢି ଚାଲିଥିବା ବେଳେ ସାମ୍ନାକୁ ଆସିଛି ଦଶ ବର୍ଷର ସତ । ଗୋଟିଏ ଦଶନ୍ଧିରେ ଓଡିଶାରେ କେତେ ଅପରାଧ ହୋଇଛି ତାର ଏକ ରିପୋର୍ଟ…