Daily Archives

July 21, 2019

ଆତଙ୍କବାଦକୁ ନେଇ ସତ୍ୟପାଲଙ୍କ ସାଙ୍ଘାତିକ ବୟାନ: ପୋଲିସଙ୍କୁ ନମାରି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଆଗେ ଉଡାଅ…

କନକ ବ୍ୟୁରୋ: ଆତଙ୍କବାଦୀ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ନେଇ ସାଙ୍ଘାତିକ ଶବ୍ଦ ପ୍ରୟୋଗ କରିଛନ୍ତି ସତ୍ୟପାଲ ମଲ୍ଲିକ । ଭାଷଣ ଦେବାବେଳ ଭ୍ରଷ୍ଟ ରାଜନେତାଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ । ଆତଙ୍କବାଦୀମାନେ ପୋଲିସ, ଯବାନଙ୍କୁ ନମାରି ଦୁର୍ନୀତି ଖୋର ନେତାଙ୍କୁ…

ସହଜ ହେବ ଓଡ଼ିଶାରୁ ଆଇଆଇଟି । ସ୍ୱପ୍ନ ପୂରଣ ପାଇଁ ସଫଳତାର ସୂତ୍ର ଶିଖାଇବ ‘ସୁପର-୩୦’

କନକ ବ୍ୟୁରୋ: ଆଇଆଇଟି ଯିବା ସ୍ୱପ୍ନ ହେବ ସାକାର, ଆସନ୍ତା ବର୍ଷରୁ ଆନନ୍ଦ କୁମାରଙ୍କ ସୁପର-୩୦ରେ ଚୟନ ହେବେ ଓଡ଼ିଶାର ଛାତ୍ରଛାତ୍ରୀ । ଏଭଳି କିଛି ଖୁସି ଖବର ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ‘ସୁପର-୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର । ଆନନ୍ଦ କୁମାର କହିଛନ୍ତି ଆସନ୍ତା ବର୍ଷ ଠାରୁ…

ଲାଞ୍ଜିଗଡ଼ରେ ଲାଲତାଣ୍ଡବ: ଠିକାଦାରଙ୍କୁ ଗୁଳି କରି ହତ୍ୟା ପରେ କଳାହାଣ୍ଡିରେ କୋକୁଆ ଭୟ

କନକ ବ୍ୟୁରୋ: ଲାଞ୍ଜିଗଡରେ ଲାଲ୍ ଆତଙ୍କ । କଳାହାଣ୍ଡିରେ ମାଓବାଦୀଙ୍କ ବର୍ବରକାଣ୍ଡ । କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେଲା ଲାଲତାଣ୍ଡବ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ପାହାଡ ପଦର ବଜାର ଉପରେ ଠିକାଦାର ରାଜେନ୍ଦ୍ର…

ସୋନଭଦ୍ର ନରସଂହାରରେ ଲାଗିଲା ରାଜନୀତି ନିଆଁ । ଯୋଗୀ କହିଲେ, ଘଟଣା ପଛରେ ସଂପୃକ୍ତ ଅଛନ୍ତି ସପା-କଂଗ୍ରେସ ।

କନକ ବ୍ୟୁରୋ: ରାଜନୀତିକୁ ଡେଇଁଲା ସୋନଭଦ୍ର ନରସଂହାର ନିଆଁ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ-ସପାକୁ ଟାର୍ଗେଟ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କହିଲେ, ଘଟଣା ସହିତ ଜଡ଼ିତ ଅଭିଯୁକ୍ତ ମାନେ କୁମ୍ଭୀର କାନ୍ଦଣା କରୁଛନ୍ତି। ଏହି ଘଟଣା ଆର୍ଥିକ କାରବାରକୁ ଆଖି ଠାରୁଛି ।…

ଓଡିଶାକୁ ଘାରିଲା ମରୁଡି଼ ଭୟ? ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା, ବାଲେଶ୍ୱର ଓ ଗଜପତିରେ ସାଂଘାତିକ…

କନକ ବ୍ୟୁରୋ: ଶ୍ରାବଣ ଆସିଲାଣି, ହେଲେ ବର୍ଷାର ଦେଖା ନାହିଁ । ଜମି ଫାଟି ଆଁ କଲାଣି । ଆଉ ବୁଣା ପସଲ ଉଜୁଡି ଗଲାଣି । ଗଜା ମରୁଡିର ଭୟ ଚାଷୀର ଚିନ୍ତା ବଢାଇ ଦେଇଥିବା ବେଳେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବର୍ଷାର ପରିମାଣ କମ ରହିଥିବାରୁ ଫସଲ ହେବା କଷ୍ଟକର ବ୍ୟାପାର ହୋଇଯାଇଛି । ଋଣ କରି…