Daily Archives

July 13, 2019

ଅଶାନ୍ତ କେନ୍ଦ୍ରାପଡା । ପୁଣି ଫୁଟିଲା ଗୁଳି, ଦୃର୍ବୃତଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର ଆହତ । କଟକ-ଚାନ୍ଦବାଲି ରାସ୍ତା…

କନକ ବ୍ୟୁରୋ : ଆଗକୁ ପାଟକୁରା ବିଧାନସଭା ନିର୍ବାଚନ ଥିବା ବେଳେ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା । ଆଜି କେନ୍ଦ୍ରାପଡାରେ ପୁଣି ଫୁଟିଛି ଗୁଳି । ସ୍ଥାନୀୟ ତିନିମୁହାଣୀ ଅଂଚଳରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କରିଛନ୍ତି ଦୁର୍ବୃତ । ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ପେଟରେ ଗୁଳି ବାଜିଛି…

କଅଁଳ କଢିଙ୍କ କରୁଣ କାହାଣୀ: ଦେଶରେ ବଢୁଛି ନାବାଳିକା ବଳାତ୍କାର ? ୬ ମାସରେ ୨୪ ହଜାର ଶିଶୁଙ୍କୁ ବଳାତ୍କାର

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ଶିଶୁଙ୍କ ଉପରେ ଶାରୀରିକ ଅତ୍ୟାଚାର । କେବଳ ରାଜ୍ୟ ନୁହେଁ ସାରା ଦେଶରେ ନାବାଳିକାଙ୍କ ଉପରେ ହେଉଛି ଯୌନ ନିର୍ଯାତନା । ଜୀବନ କଣ ଜାଣିବା ଆଗରୁ, ଦୁନିଆ କଣ ଦେଖିବା ଆଗରୁ ସେମାନଙ୍କ ଉପରେ ହେଉଛି ଆଖିବୁଜା ଅତ୍ୟାଚାର । ଯୌନ ପିପାସୁ ରାକ୍ଷସମାନେ କଅଁଳ…

ଅନୁଭବଙ୍କ ତାତ୍ସଲ୍ୟଭରା ଟାର୍ଗେଟ । ବୈଜୟନ୍ତଙ୍କ ଘରେ ବୋଧହୁଏ ତାଜମହଲ ରହିଯାଇଛି, ଯାହାକୁ ଉଠାଇବା ପାଇଁ ୧୩ ମାସରୁ…

କନକ ବ୍ୟୁରୋ : ବୈଜୟନ୍ତଙ୍କ ଘରେ ବୋଧହୁଏ ତାଜମହଲ ରହିଯାଇଛି । ଯାହାକୁ ଉଠାଇବା ପାଇଁ ୧୩ ମାସରୁ ଅଧିକ ସମୟ ନେଲେଣି କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ସରକାରୀ ବଙ୍ଗଳାକୁ ନେଇ ବୈଜୟନ୍ତ ପଣ୍ଡାଙ୍କୁ ଏଭଳି ତାତ୍ସଲ୍ୟଭରା ଟାର୍ଗେଟ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ…

‘କାଳିଆ’କୁ କୋଳେଇ ନିଅ…! କେନ୍ଦ୍ର-ରାଜ୍ୟ ଯୋଡି ହେଉଥିଲେ, ଏବେ ଯୋଜନା ଯୋଡିବାକୁ ବିଜେଡିର ପ୍ରସ୍ତାବ ?

କନକ ବ୍ୟୁରୋ: ‘କାଳିଆ’ ପାଇଁ ନାହିଁ କି ଟଙ୍କା? ଅନ୍ଧାରକୁ ଠେଲି ହୋଇ ଯିବ କି ‘କାଳିଆ’ର ଭବିଷ୍ୟତ? ଚାଷୀଙ୍କୁ ସହାୟତା ଦେବାକୁ ରାଜ୍ୟ ସରକାର କରିଥିବା କାଳିଆ ଯୋଜନା ପାଇଁ କେତେ ଟଙ୍କା ରଖିଛନ୍ତି ? ଯଦି ଟଙ୍କା ରଖିଛନ୍ତି ତେବେ କେନ୍ଦ୍ର ପାଖରେ ହାତ ପାତୁଛନ୍ତି କଣ ପାଇଁ ? କାଳିଆକୁ…

ପ୍ରଳୟଙ୍କାରୀ ବନ୍ୟାରେ ବୁଡିଲା ମନ୍ଦିର, ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଉପରେ ଚାଲିଲା ବନ୍ୟା ପାଣି । ଦେଖନ୍ତୁ…

କନକ ବ୍ୟୁରୋ : ବନ୍ୟାରେ ଭାସିଲେ ବ୍ରହ୍ମାଣ୍ଡକର୍ତ୍ତା ବିଷ୍ଣୁ । ଏଭଳି ଦୃଶ୍ୟ ଆସାମରେ ଦେଖିବାକୁ ମିଳିଛି । ଆସାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ସାଧାରଣ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ ଭଗବାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଘରଦ୍ୱାର ଠାରୁ ଆରମ୍ଭ କରି…

ମଦ ବିକିଲେ ମିଳିବ ପୁରସ୍କାର । ନିଷ୍ପତିକୁ ମିଳିଲା ସବୁ ଦଳର ସବୁଜ ସଂକେତ, ବିଧାନସଭା ଗୃହ କମିଟିର ସୁପାରିଶକୁ ନେଇ…

କନକ ବ୍ୟୁରୋ : ବିଧାନସଭା ଅବକାରୀ ଗୃହ କମିଟିର ନିଷ୍ପତିକୁ ନେଇ ସୃଷ୍ଟି ହୋଇଛି ବଡ ଧରଣର ବିବାଦ । ମଦ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେବେ ଅର୍ଥାତ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବ । ଏହି ନିଷ୍ପତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ପଟେ ମଦ ବନ୍ଦ ନେଇ ସରକାର ଜୋର ଦେଉଥିବା…