Daily Archives

July 5, 2019

ବଜେଟରେ ବଡ଼ ବଡ଼ିଆଙ୍କୁ ଝଟକା । ବାର୍ଷିକ ୧ କୋଟିରୁ ଅଧିକ ନଗଦ ଉଠାଣ ଉପରେ ଦେବାକୁ ପଡ଼ିବ ୨% ଟିକସ ।

କନକ ବ୍ୟୁରୋ: ମୋଦି ସରକାରଙ୍କ ଦ୍ୱିତୀୟ ପାଳର ପୂର୍ଣ୍ଣାଙ୍ଗ ବଜେଟରେ ଧନୀଙ୍କୁ ଧକ୍କା । ଅପରିବର୍ତ୍ତିତ ରହିଲା ଆୟକର ଛାଡ଼ ସୀମା । ଏଣିକି ବର୍ଷକୁ ୧ କୋଟିରୁ ଅଧିକ ନଗଦ ଉଠାଣ ଉପରେ ୨% ଟିକସ ଦେବାକୁ ପଡ଼ିବ ବୋଲି ବଜେଟରେ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସେହିଭଳି ବର୍ଷକୁ ୨ରୁ ୫ କୋଟି…

ବଜେଟର ସବୁ ବଡ ଘୋଷଣା, ଗୋଟିଏ ଜାଗାରେ । ଜାଣନ୍ତୁ କଣ ହେଲା ମହଙ୍ଗା, ବଜେଟ କିଭଳି ଆପଣଙ୍କୁ କରିବ ପ୍ରଭାବିତ ।

- ସୁନା, ପେଟ୍ରୋଲ, ଡିଜେଲ ଓ ତମାଖୁ ଦ୍ରବ୍ୟ ହେଲା ମହଙ୍ଗା । ସୁନା ଉପରେ ଶୁଳ୍କ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବଢିଲା । ତମାଖୁ ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲାଗିବ । ପେଟ୍ରୋଲ ଓ ଡିଜେଲ ଉପରେ ୧ ଟଙ୍କା ଅତିରିକ୍ତ ସେସ୍ ଲାଗିବ । - ଆୟକର ସ୍ଲାବରେ କୈାଣସି ପରିବର୍ତ୍ତନ…

ଭଡାଟିଆଙ୍କୁ ଖୁସି କରିଦେଲେ ସରକାର ! ଘର ଭଡାରେ ଯଦି ରହୁଛନ୍ତି ତେବେ ଜାଣିରଖନ୍ତୁ ବଜେଟ୍ ର ନୂଆ ନିୟମ । 

ବଜେଟ୍ ୨୦୧୯ ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ ଭଡାରେ ରହୁଥିବା ଭଡାଟିଆଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଆଣିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରୁଥିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ କହିଛନ୍ତି ଖୁବଶୀଘ୍ର ଘର ମାଲିକ ଏବଂ ଭଡାଟିଆଙ୍କ…

ଆହୁରି ମହଙ୍ଗା ହେବ ସୁନା : ପେଟ୍ରୋଲ-ଡିଜେଲର ଦର ବଢ଼ିବ 

କନକ ବ୍ୟୁରୋ :ଦ୍ୱିତୀୟ ପାଳିରେ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାରଙ୍କ ଠାରୁ ସମସ୍ତେ ଅନେକ କିଛି ଛାଡ ପାଇବାର ଆଶା ରଖିଥିଲେ । ହେଲେ ଏହାରି ଭିତରେ ସାଧାରଣ ତଥା ମଧ୍ୟବିତ୍ତ ବର୍ଗ ପାଇଁ ବଜେଟରେ ସେଭଳି କିଛି ନୂତନତ୍ୱ ନଥିବା ବେଳେ ବରଂ ଆହୁରି ଅଧିକ ବୋଝ ପଡିଛି । କେନ୍ଦ୍ର…

ବଜାରକୁ ଆସୁଛି ନୂଆ କଏନ: ସହଜରେ ଚିହ୍ନିଟ କରିପାରିବେ ଦୃଷ୍ଟିହୀନ…ଜାଣନ୍ତୁ କେଉଁ କେଉଁ ନୂଆ କଏନ ଆସୁଛି

କନକ ବ୍ୟୁରୋ: ମାର୍କେଟକୁ ଆସିବ ନୂଆ କଏନ । ଖୁବଶୀଘ୍ର ବଜାରରେ ପ୍ରଚଳିତ ହେବ ନୂଆ କଏନ । ମାର୍କେଟକୁ ନୂଆ ଆସିବା ନେଇ ଆଜି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ୧ ଟଙ୍କିଆ, ୨ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୂଆ କଏନ ମାର୍କେଟକୁ ଆସୁଛି…

ବଜେଟରେ ‘ସ୍ୱଚ୍ଛ ଭାରତ’ । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ୱଚ୍ଛତା ଉପରେ ଫୋକସ, ଗାନ୍ଧୀ ଜୟନ୍ତୀରେ ‘ରାଷ୍ଟ୍ରୀୟ…

କନକ ବ୍ୟୁରୋ: ମୋଦି ସରକାରଙ୍କ ଦ୍ୱିତୀୟ ଇଂନିସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ସ୍ୱଚ୍ଛ ଭାରତକୁ ଗୁରୁତ୍ୱ । ଦେଶକୁ ସ୍ୱଚ୍ଛ ଓ ପରିସ୍କାର ରଖିବା ଦିଗରେ ମୋଦି ସରକାର ନିଜ ପ୍ରଥମ ପାଳିରେ ହିଁ ପ୍ରତିଶ୍ରୁତି ବଦ୍ଧତା ଦେଖାଇଛନ୍ତି । ଯାହାକୁ ବଜାୟ ରଖିବା ପାଇଁ ଆସନ୍ତା ଅକ୍ଟୋବର ୨ ତାରିଖରେ…