Daily Archives

July 5, 2019

ବଜେଟ୍‌ରେ ନାରୀ ତୁ ନାରାୟଣୀ : ଜନଧନ ଖାତାଧାରୀଙ୍କ ପାଇଁ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା, ଏକ ଲକ୍ଷ ଟଙ୍କାର…

କନକ ବ୍ୟୁରୋ : ମହିଳାଙ୍କ ବିକାଶରେ ଦେଶର ବିକାଶ ସମ୍ଭବ କଥା ଅଙ୍ଗେ ନିଭାଇଛନ୍ତି ସରକାର । ମହିଳାଙ୍କୁ ଦୃଷ୍ଟିରେ ରଖି ବଜେଟରେ ତଥା ନାରୀ ତୁ ନାରାୟଣୀ କହି ଉପସ୍ଥାପନ  ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ମହିଳାଙ୍କୁ ଜନଧନ ଖାତାରେ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରାଯିବ । ଜନଧାନ…

ଆସିଲା ବଜେଟ୍ ୨୦୧୯ : ଗରିବଙ୍କୁ ବଡ ଉପହାର ଦେଲେ ମୋଦି ସରକାର ! ୧୧୪ ଦିନରେ ୧.୯୫ କୋଟି ଘର ତିଆରି କରି ଗରିବଙ୍କୁ…

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ ଗରିବଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଅର୍ଥମନ୍ତ୍ରୀ ଗରିବଙ୍କୁ ୧.୯୫ କୋଟି ଘର ତିଆରି କରି ଦେବାକୁ ଘୋଷଣା କରିଛନ୍ତି । ସେ…

ବଜେଟ ପେଡିରେ ପାଣି ! ଜଳ ସଙ୍କଟ ଦୂର ପାଇଁ ‘ହର୍ ଘର୍ ଜଲ୍’ ଯୋଜନା

କନକ ବ୍ୟୁରୋ: ଲୋକସଭାରେ ବଜେଟ ଉପସ୍ଥାପନ ବେଳେ ବଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜଳ ସମସ୍ୟା ନେଇ ବଜେଟରେ ବଡ ଘୋଷଣା କଲେ । ପ୍ରତି ଘରେ ପାଣି ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରତି ଘରେ ନଳ, ପ୍ରତି ଘରେ ଜଳ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ…

ନିର୍ମଳାଙ୍କ ବଜେଟ ପେଡ଼ିରେ ଶିକ୍ଷାକୁ ଗୁରୁତ୍ୱ : ଆସିବ ନୂଆ ଶିକ୍ଷାନୀତି, ଦେଶରେ ଖୋଲିବ ଗବେଷଣା ପ୍ରତିଷ୍ଠାନ

କନକ ବ୍ୟୁରୋ : ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ସାରା ଦେଶରେ ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଜରୁରୀ । ଚଳିତ ବଜେଟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜୋର ଦେଇଛନ୍ତି ସରକାର । ଭାରତକୁ ଉଚ୍ଚଶିକ୍ଷାର ହବରେ ପରିଣତ କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି…

ଆସିଲା ବଜେଟ୍ ୨୦୧୯ ! ବଜେଟ୍ ଉପସ୍ଥାପନାରେ ରେଲୱେ ଚର୍ଚ୍ଚା , ରେଳବାଇ ବିକାଶ ପାଇଁ ଲାଗୁ ହେବ ପିପିପି ମଡେଲ୍

ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିଜ ଭାଷଣରେ ରିଫର୍ମ,ଟ୍ରାନ୍ସଫର୍ମ ଏବଂ ପରଫର୍ମର କଥା କହିଛନ୍ତି । ସରକାରଙ୍କ ଲକ୍ଷକୁ ଉପସ୍ଥାପନ କରି ସେ କହିଥିଲେ ସରକାରଙ୍କ ଆଗାମୀ ବଡ ଲକ୍ଷ ହେଉଛି ଜଳରାସ୍ତାକୁ ଆଗକୁ ନେବା । ଏହା ସହ ୱାନ୍…

ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ । ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ସୁବିଧା ମିଳିବି

କନକ ବ୍ୟୁରୋ: ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଲୋକସଭାରେ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଛୋଟ ଉଠା ଦୋକାନୀଙ୍କ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ । ଦେଶର ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ…