Daily Archives

July 2, 2019

ରାଜ୍ୟର ଶିଳ୍ପସଂସ୍ଥା ଗୁଡିକରେ କେତେ ଓଡ଼ିଆ ନିଯୁକ୍ତି ପାଇଛନ୍ତି ? କ’ଣ ଉତ୍ତର ରଖିଲେ ଶ୍ରମମନ୍ତ୍ରୀ, ପଢ଼ନ୍ତୁ…

କନକ ବ୍ୟୁରୋ: ରାଜ୍ୟର ଶିଳ୍ପସଂସ୍ଥା ଗୁଡ଼ିକରେ କେତେ ସ୍ଥାନୀୟ ଓଡ଼ିଆ ଯୁବକ-ଯୁବତୀ ନିଯୁକ୍ତି ପାଇଛନ୍ତି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ବିଜେପି ବିଧାୟକ ମୋହନ ମାଝୀଙ୍କ ତାରକା ପ୍ରଶ୍ନର ଉତ୍ତର ରଖି ସୁଶାନ୍ତ ସିଂ କହିଛନ୍ତି କି, ରାଜ୍ୟରେ ଥିବା ବିଭିନ୍ନ…

ଅନ୍ୟ ବିଗ୍ରହଙ୍କ ପହଣ୍ଡିଠାରୁ କେନ୍ଦୁଝରର ପହଣ୍ଡି ପୂରା ଭିନ୍ନା । ବିନା ସେନାପଟାରେ କରାଯାଏ ପହଣ୍ଡି

କନକ ବ୍ୟୁରୋ : ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ......ଧ୍ୱନିରେ ଗୁରୁବାର କମ୍ପିବ ବଡଦାଣ୍ଡ । ପଡୁଥିବ ହୁଳହୁଳି, ବାଜୁଥିବା ବିଜେ କାହାଳୀ । ଡାକ ପଡୁଥିବ ମଣିମା ମଣିମା । ଅଁଳା ପତ୍ରରେ ଦିଆଯାଉଥିବ ପୁଷ୍ପାଞ୍ଜଳି, ସେବକ ଭିଡୁଥିବେ ବିଡିଆ ପାନ, ପଡୁଥିବା ଚାମର ବିଂଚାଯାଉଥିବ ଆଲଟ ।…

ଆସୁଛି ଘୋଷ ଯାତ୍ରା, ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀଜିଉଙ୍କ ରଥ ପାଇଁ ସୋଲଫୁଲ ତିଆରିରେ ବ୍ୟସ୍ତ କାରିଗର ।

କନକ ବ୍ୟୁରୋ: ଆସୁଛି ଘୋଷ ଯାତ୍ରା । ଚଳଚଂଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ରଥ ତିଆରି କାର୍ଯ୍ୟ ସରିବାକୁ ଥିବା ବେଳେ ରଥରେ ତିଆରି ସୋଲ ଫୁଲ ତିଆରି ମଧ୍ୟ କାରିଗର ବ୍ୟସ୍ତଥିବା ଦେଖିବାକୁ ମିଳିଛି । ଆଜିକୁ ୧୫ ବର୍ଷ ଧରି କାଳିଆର ଘୋଷଯାତ୍ରାରେ ୩ ରଥ ପାଇଁ ସୋଲଫୁଲ ଯୋଗାଇ ଦେଇ ଆସୁଛନ୍ତି…

ରୋହିତଙ୍କ ବିଶ୍ୱରେକର୍ଡ ! ସାଙ୍ଗାକାରାଙ୍କ ସମକକ୍ଷ ହେଲେ ହିଟ୍ ମ୍ୟାନ୍, ଗୋଟିଏ ବିଶ୍ୱକପରେ ୪ଟି ଶତକ ମାରି ରଚିଲେ ନୂଆ…

କନକ ବ୍ୟୁରୋ : କ୍ରିକେଟ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ହିଟ୍ ମ୍ୟାନ୍ । ବିଶ୍ୱରେକର୍ଡ ରଚିଲେ ରୋହିତ ଶର୍ମା । ବର୍ମିଂହାମରେ ଖେଳାଯାଉଥିବା ବିଶ୍ୱକପର ୪୦ତମ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ଚଳିତ…

ରାହୁଲ ଗାନ୍ଧୀଙ୍କ ନିଷ୍ପତି ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ କଂଗ୍ରେସ କର୍ମୀ । କହିଲେ, ନିଷ୍ପତି ବଦଳାଅ, ନଚେତ ଜୀବନ…

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ବିରୋଧ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କଂଗ୍ରେସ କର୍ମୀ । ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଯୁବକ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ପ୍ରଥମେ ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ…

ଦର୍ଶନ ମଧ୍ୟରୁ ସୁନାବେଶ ଅତି ମନୋରମ ବେଶ ! ଜାଣନ୍ତୁ ଏହି ବେଶ ସମ୍ପର୍କରେ କିଛି ଜାଣିବା କଥା…

କନକ ବ୍ୟୁରୋ : ଆଉ ମାତ୍ର ଗୋଟିଏ ଦିନ ପରେ ନୀଳକନ୍ଦରରୁ ବଡଦାଣ୍ଡକୁ ବାହାରି ଆସିବେ ଶ୍ରୀଜିଉ । ୧୫ ଦିନପରେ ଆଜି ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆସନ୍ତାକାଲି ଉଭା । ଆଉ କାଲି ରାତିରୁ ହିଁ ପ୍ରସ୍ତୁତ ହୋଇଯିବ ଯାତ୍ରା । ଦଇତାପତି ସେବକ ମାନେ ପାଟଡୋରି ଲାଗି କରିବା ପରେ ସେନାପଟା ଲାଗି କରିବେ…