Daily Archives

July 2, 2019

ମାଲକାନଗିରିରେ ୨ ପିଲାଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଘଟଣା। ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ତଦନ୍ତ କଲା…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଦୁଇ ଶିଶୁଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଘଟଣାକୁ ନେଇ ଏବେ କାଠଗଡାରେ ରାଜ୍ୟ ସରକାର । ଜନ୍ମଠାରୁ ମୃତ୍ୟୁ ଯାଏଁ ସରକାରଙ୍କ ବହୁ ଯୋଜନା ଥାଇ ମଧ୍ୟ କେମିତି ଦାରିଦ୍ର‌୍ୟ ଯନ୍ତ୍ରଣା ଯୋଗୁଁ ଜଣେ ଜନ୍ମଦାତ୍ରୀ ମାଆ ତାର ଦୁଇ ସନ୍ତାନଙ୍କୁ ବିଷ ଦେଇ…

ବର୍ମିଂହାମରେ ରୋହିତ-ରାହୁଲ କମାଲ୍ ! ହିଟ୍ ମ୍ୟାନଙ୍କ ପରେ ରାହୁଲଙ୍କ ରୋମାଞ୍ଚକର ଅର୍ଦ୍ଧଶତକ, ବାଂଲାଦେଶ ବିପକ୍ଷରେ…

କନକ ବ୍ୟୁରୋ : ବର୍ମିଂହାମରେ ବାଂଲାଦେଶ ବିପକ୍ଷରେ ଦମଦାର ଶୁଭାରମ୍ଭ କରିଛି ଭାରତ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହ ଏକ ବିଶାଳ ସ୍କୋର ଅଭିମୁଖେ ଆଗକୁ ବଢୁଛି ଟିମ୍ ଇଣ୍ଡିଆ । ପ୍ରଥମେ ରୋହିତ ଶର୍ମା ୪୫ଟି ବଲରୁ ଅର୍ଦ୍ଧଶତକ ହାସଲ…

ପୁଣି ଦମ୍ ଦେଖାଇଲେ ‘ହିଟ୍ ମ୍ୟାନ୍’ । ରୋହିତଙ୍କ ଜବରଦସ୍ତ ଅର୍ଦ୍ଧଶତକ, ଭାରତର ଦମଦାର ବ୍ୟାଟିଂ ଜାରି ।

କନକ ବ୍ୟୁରୋ : ପୁଣି ଥରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା । ବର୍ମିଂହାମରେ ଖେଳାଯାଉଥିବା ବିଶ୍ୱକପର ୪୦ତମ ମ୍ୟାଚରେ ରୋମାଞ୍ଚକର ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ । ୪୫ଟି ବଲରୁ ୩ଟି ବିଶାଳ ଛକା ଏବଂ ୪ଟିଚୌକା ବଳରେ ଅର୍ଦ୍ଧଶତକ କରିଛନ୍ତି…

୮୦ବର୍ଷ ବୟସରେ ଜଗନ୍ନାଥ ଦର୍ଶନର ନିଶା । ପାଦରେ ଚାଲି କେନ୍ଦ୍ରାପଡ଼ାରୁ ପୁରୀ ଅଭିମୁଖେ ବାହାରିଲେ ୧୫ ଜଣ ଭକ୍ତ

କନକ ବ୍ୟୁରୋ: ୮୦ବର୍ଷ ବୟସରେ ଜଗନ୍ନାଥ ଦର୍ଶନର ନିଶା । ପାଦରେ ଚାଲି କେନ୍ଦ୍ରାପଡ଼ାରୁ ପୁରୀ ବାହାରିଛନ୍ତି ୧୫ ଜଣ ଭକ୍ତ । ଏମାନଙ୍କ ମଧ୍ୟରେ ଜଣେ ୮୦ ବର୍ଷ ବୟସର ଶ୍ରଦ୍ଧାଳୁ ମଧ୍ୟ ରହିଛନ୍ତି । କେନ୍ଦ୍ରାପଡ଼ାରୁ ପୁରୀ ପ୍ରାୟ ୨୩୦ କିଲୋମିଟର ବାଟ ପାଦରେ ଚାଲି ଚାଲି ଯିବାକୁ ସାହସ ରଖିଛନ୍ତି…

ସଜେଇ ହେଲାଣି ଶ୍ରୀମନ୍ଦିର ! ବଡଦେଉଳରେ ଆରମ୍ଭ ହେଲା ଫୁଲ ସଜ୍ଜା କାମ, ସାଜସଜ୍ଜା କରୁଛନ୍ତି ୨୦୦ କାରିଗର ।

କନକ ବ୍ୟୁରୋ : ସଜେଇ ହେଉଛି ଶ୍ରୀମନ୍ଦିର । ଜଗାର ମନ୍ଦିର ଅତି ସୁନ୍ଦର ଭାବେ ଫୁଲରେ ସଜାଇ ଏମିତି ଆକର୍ଷଣୀୟ କରାଯାଉଛି ଯେ ଆଖି ଦେଖିଲେ ଲାଖିଯିବ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୁହେଁ ଜଣେ ଭକ୍ତ ଏହି ମନ୍ଦିରକୁ ଫୁଲରେ ସୁସଜ୍ୱିତ କରୁଛନ୍ତି । ଆଉ ଏଥିପାଇଁ ଳାଗିବ ୨୦ ଟ୍ରିପ ଫୁଲ ।…

ନବଯୌବନ ଦର୍ଶନ ସମୟ ବଢିଲା। ରାତି ସାଢେ ୧୧ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି…

କନକ ବ୍ୟରୋ: ବଢିଲା ନବଯୌବନ ଦର୍ଶନ ଅବଧି । ସାଢେ ୪ଟା ପରିବର୍ତ୍ତେ ରାତି ସାଢେ ୧୧ଟା ଯାଏଁ ଶ୍ରୀବିଗ୍ରହଙ୍କ ନବଯୌବନ ବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।  ପୂର୍ବରୁ ଦିନ ସାଢେ ୪ଟା ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା ତେବେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । …