Daily Archives

June 9, 2019

ଧରାପଡିଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡର ଖଳନାୟକ । ମାମୁନ୍ ରାଉତରାୟକୁ ଗିରଫ କଲା ପୋଲିସ, ପାରିବାରିକ…

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ସାନଭାଇକୁ ହତ୍ୟା କରିଛି ବଡ ଭାଇ । ଗତକାଲି ଭାଇରାଲ୍ ହୋଇଥିବା ମୋବାଇଲ୍ ଭିଡିଓରେ କଟୁରୀ ଧରି ରାସ୍ତା ଉପରେ ବୁଲୁଥିବା ଯୁବକ ହିଁ ହତ୍ୟାକାରୀ ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ…

ପଡ଼ିଆ ମଝିରେ ପଳାତକ । ବିଶ୍ୱକପର କ୍ରିକେଟ୍ ମ୍ୟାଚର ମଜା ନେଉଛନ୍ତି ମଦ ସମ୍ରାଟ ବିଜୟ ମାଲ୍ୟା ।

କନକ ବ୍ୟୁରୋ: ମ୍ୟାଚର ମଜା ନେଉଛନ୍ତି ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ନେଇ ଲଣ୍ଡନ ପଳାଇଥିବା ମାଲ୍ୟାଙ୍କୁ…

ଓଭାଲରେ ଛକା ଚୌକାର ବର୍ଷା କଲା ବିରାଟ ବାହିନୀ । ଅଷ୍ଟ୍ରେଲିଆ ଆଗରେ ରନର ପାହଡ ଛିଡା କଲା ଟିମ୍ ଇଣ୍ଡିଆ । 

କନକ ବ୍ୟୁରୋ : ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଆଗରେ ରନର ପାହାଡ ଛିଡା କରିଛି ବିରାଟ ବାହିନୀ । ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୫୨ ରନ୍ ସଂଗ୍ରହ କରିଛି ଦଳ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଦମଦାର ଶତକ ଏବଂ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ…

କମାଲ କଲେ କୋହଲି ! ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କଲେ ଅର୍ଦ୍ଧଶତକ, ବିଶାଳ ସ୍କୋର ଅଭିମୁଖେ ଭାରତ ।

କନକ ବ୍ୟୁରୋ : ବିଶ୍ୱକପରେ ନିଜ ଦ୍ୱିତୀୟ ମ୍ୟାଚରେ ଦମଦାର ବ୍ୟାଟିଂ ଜାରି ରଖିଛି ବିରାଟ ବାହିନୀ । ଆଉ ଏହାରି ଭିତରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି । ୫୫ଟି ବଲରୁ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ରିପୋର୍ଟ ଲେଖା ସୁଦ୍ଧା କୋହଲି ୬୦ଟି ବଲରୁ ୪ଟି ଚୌକା ବଳରେ ୫୭…

ଓଭାଲରେ ଇତିହାସ ରଚିଲେ ରୋହିତ୍ । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ଓ ଭିଭିଆନ ରିଚାର୍ଡ୍ସଙ୍କୁ ପଛରେ ପକାଇ କଲେ ନୂଆ…

କନକ ବ୍ୟୁରୋ: ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ୱେଷ୍ଟଇଣ୍ଡିଜର ସାର୍ଭି ଭିଆନ୍ ରିଚାର୍ଡ୍ସଙ୍କୁ ପଛରେ ପକାଇଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ନିର୍ଦ୍ଦିଷ୍ଟ ଦଳ ତଥା ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ହଜାର ରନ୍ କରିବାରେ ଏହି ତୁଇ କିମ୍ବଦନ୍ତୀ…

ଓଭାଲରେ ଗର୍ଜିଲେ ଗବର ! ବିଶ୍ୱକପରେ ଧମାଲ କଲେ ଧୱନ, ଶିଖରଙ୍କ ୧୭ତମ ଶତକ ସହ ଦୃଢ ସ୍ଥିତିରେ ଭାରତ ।

କନକ ବ୍ୟୁରୋ : ୨୦୧୯ କ୍ରିକେଟ ବିଶ୍ୱକପର ନିଜ ଦ୍ୱିତୀୟ ମ୍ୟାଚରେ ଆଜି ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ଭେଟୁଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି । ଆଉ ପ୍ରଥମରୁ ହିଁ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ ।…