Daily Archives

June 9, 2019

ନିତିଶଙ୍କ ବଡ ନିଷ୍ପତି: ବିହାର ବ୍ୟତୀତ ଏନଡିଏ ସହ ଜେଡିୟୁର ରହିବନି କୌଣସି ସଂପର୍କ, ଏକାକୀ ଲଢିବ ନିର୍ବାଚନ

କନକ ବ୍ୟୁରୋ: ବିହାର ରାଜଧାନୀ ପାଟନାରେ ହୋଇଥିବା ଏକ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ବିହାର ଛଡ଼ା ଏନ୍‌ଡିଏ ସହିତ ଜନତା ଦଳ(ୟୁ)ର କୌଣସି ସଂପର୍କ ନାହିଁ। ଦିଲ୍ଲୀ, ହରିଆଣା, ଝାଡଖଣ୍ଡ ଓ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ଆସନ୍ତା…

ବିଶ୍ୱକପ୍ ୨୦୧୯ । ଭାରତକୁ ପ୍ରଥମ ଝଟକା, ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ପ୍ୟାଭିଲିଅନକୁ ଫେରିଲେ ରୋହିତ,…

କନକ ବ୍ୟୁରୋ: ଓଭାଲରେ ଭାରତକୁ ପ୍ରଥମ ଝଟକା । ୫୭ ରନ କରି ପ୍ୟାଭିଲନକୁ ଫେରିଛନ୍ତି ରୋହିତ । ତେବେ ଆରମ୍ଭରୁ ଭାରତୀୟ ଓପନିଂ ଯୋଡ଼ି ରୋହିତ୍ ଶର୍ମା ଓ ଶିଖର ଧୱନ ବିଶ୍ୱକପର ୧୪ ତମ ମ୍ୟାଚରେ ଉଭୟ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଧାଓ୍ଵନ ୫୩ଟି ବଲ ଖେଳି ଏହା…

ଜେଇଙ୍କୁ ପାଟଣାଗଡ ବିଧାୟକ ଉଠବସ କରିବା ମାମଲା: ବଲାଙ୍ଗୀର ଜିଲ୍ଲାପାଳ କହିଲେ, ଘଟଣାରେ ରହିଛି ସତ୍ୟତା;ସମସ୍ତ…

କନକ ବ୍ୟୁରୋ: ଜୁନିଅର ଇଞ୍ଜିନିୟରଙ୍କୁ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ କାନଧରି ଉଠବସ୍‌ କରିବା ଘଟଣାର ସତ୍ୟତା ଅଛି ବୋଲି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଥିଲା। ଘଟଣା…

ବ୍ରଜରାଜନଗରରେ ବିଜେପି ବିବାଦ! ରାଧାରାଣୀ କହିଲେ, ଦଳ ଭିତରୁ ଅନ୍ତର୍ଘାତୀ କାର୍ଯ୍ୟ ହିଁ ପରାଜୟର କାରଣ ।

କନକ ବ୍ୟୁରୋ: ଓଡ଼ିଶାକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ସ୍ୱପ୍ନ ଦେଖିଥିବା ବିଜେପିର ଆଶା ସବୁ ଭାଙ୍ଗି ଚୁରମାର ହୋଇଯାଇଛି । କାହିଁକି ମିଶନ ୧୨୦ ପୂରଣ ହେଲା ନାହିଁ ସେନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ପରାଜୟର ପୋଷ୍ଟମର୍ଟମ । ଆଉ ଏହି ସମୀକ୍ଷା ପରେ ବ୍ରଜରାଜନଗରରେ କାହିଁକି…

କେରଳରେ ନର୍ସ ରାଜାମ୍ମାଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ଜନ୍ମ ସମୟରେ ମେଡିକାଲରେ ଥିଲେ ଉପସ୍ଥିତ

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ସବୁବେଳେ ବିଜେପି ପ୍ରଶ୍ନ ଉଠାଇ ଆସୁଥିବା ବେଳେ ଆଜି କେରଳରୁ ଆସିଛି ଏକ ଚିତ୍ର ଯାହା, ହୁଏତ ଏହି ସମସ୍ତ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇଦେବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା କେରଳ…

ପିଏମ୍ କିଷାନ ଯୋଜନା: କାହାକୁ ମିଳିବ, କାହାକୁ ନୁହେଁ? ଜାଣନ୍ତୁ କେଉଁଠି ଓ କିଭଳି କରିବେ ରେଜିଷ୍ଟ୍ରେସନ

ସାରା ଦେଶରେ ଆରମ୍ଭ ହୋଇସାରିଛି ପିଏମ କିଷାନ ସମ୍ମାନ ନିଧି ଯୋଜନା । ତେବେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ଏହି କୃଷି ଯୋଜନାରେ କେଉଁ କେଉଁ ଚାଷୀଙ୍କୁ ଫାଇଦା ମିଳିବ ଏବଂ କିଭଳି ଭାବରେ ଏହି ଟଙ୍କା ଚାଷୀଙ୍କୁ ଦିଆଯିବ .. ଚାଷୀଙ୍କୁ ଏହି ଟଙ୍କା କିସ୍ତି ଆକାରରେ ଦିଆଯିବ । ଯାହାର ପ୍ରଥମ…