Daily Archives

May 18, 2019

ଜଳ ଯନ୍ତ୍ରଣାର ବିକଳ ଚିତ୍ର । ନଈ କୂଳରେ ଶୋଷିଲା ଗାଁ । ନଇପଠାରେ ମହିଳାଙ୍କ ମାର୍ଚ୍ଚ ।

କନକ ବ୍ୟୁରୋ: ଜଳ ଯନ୍ତ୍ରଣାର ବିକଳ ଚିତ୍ର । ନଈ କୂଳରେ ଶୋଷିଲା ଗାଁ । ନଇପଠାରେ ମହିଳାଙ୍କ ମାର୍ଚ୍ଚ । ପରିବାର ତୃଷ୍ଣା ମେଂଟାଇବା ପାଇଁ କଂସା କଂସା କରି ଗରା ଭରି ପାଣି ବୋହୁଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଦନ୍ତୀ ନଦୀ କୁଳରେ ଥିବା ଗାଁର ମହିଳା । ଗାଁରେ ନଳକୂଅର ଅଭାବ…

ପୁଣି ଚାଷୀକୁ ପ୍ରକୃତିର ପ୍ରହାର: ବାତ୍ୟା ଉଜାଡି ଦେଲା ପାଚିଲା ଧାନ ଫସଲ, କେମିତି ସୁଝିବେ ଋଣ? ଚିନ୍ତାରେ ଅନ୍ନଦାତା

କନକ ବ୍ୟୁରୋ: ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ବାତ୍ୟା ଫୋନି । ସାମୁଦ୍ରିକ ଝଡ ମାଡରେ ଉଜୁଡି ଯାଇଛି ଚାଷବାସ । ପୁରୀ ଜିଲ୍ଲା କଣାସ ବ୍ଲକର ହେକ୍ଟର ହେକ୍ଟର ଜମିରେ ଆଜି ବି ଜମି ରହିଛି ବର୍ଷା ପାଣି । ଫଳରେ ଗଜା ହୋଇ ଯାଇଛି ଅମଳକ୍ଷମ ପାଚିଲା ଧାନ । ଚାଷୀ ମୁଣ୍ଡରେ ଫୋନି ଚଡକ ।…

ସନ୍ଧ୍ୟା ସୁଦ୍ଧା ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୧୨ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୭ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ଲାଲଗଡରେ ଲାଲବାହିନୀର ଲଙ୍କାକାଣ୍ଡ । ଭାଙ୍ଗିଦେଲେ ପଂଚାୟତ କାର୍ଯ୍ୟାଳୟ । ପୋଡି ଦେଲେ ଅଫିସ କାଗଜପତ୍ର

କନକ ବ୍ୟୁରୋ: ନିର୍ବାଚନ ସରୁ ସରୁ ପୁଣି ମାତିଲେଣି ମାଓବାଦୀ । ମାଲକାନଗିରିରେ ଲାଲବାହିନୀର ତାଣ୍ଡବ । ପଂଚାୟତ କାର୍ଯ୍ୟାଳୟ ଉଡାଇଲେ ମାଓବାଦୀ । ମାଥିଲି ଥାନା ଟେମୁରପାଲି ପଂଚାୟତ କାର୍ଯ୍ୟାଳୟକୁ ମାଓବାଦୀମାନେ ଉଡାଇ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୩୦ରୁ ଅଧିକ ମାଓବାଦୀ ଏକାଠି…

ଚୋରୀ ହେଉଛି ବାତ୍ୟା ବିପନ୍ନଙ୍କ ରିଲିଫ ଚାଉଳ: କଟକ ବାଙ୍କିରେ ରିଲିଫ ଚାଉଳ ବୋଝେଇ ଡାଲା ଅଟୋକୁ ଜବତ କଲେ ଗ୍ରାମବାସୀ

କନକ ବ୍ୟୁରୋ: ରିଲିଫ ବଂଟନରେ ଅବହେଳା ନେଇ ଅନେକ ଅଭିଯୋଗ ଆସିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ହଡପ ହେଉଛି ବାତ୍ୟା ବିପନ୍ନଙ୍କ ପାଇଁ ସରକାର ଦେଉଥିବା ରିଲଫ ଚାଉଳ । ଚାଉଳ ଅଟୋରେ ଯାଉଥିବା ବେଳେ କଟକ ଜିଲ୍ଲା ବାଙ୍କି ବିଲିପଡାରୁ ହଡପ କରାଯାଉଥିବା…

୨୩ ପୂର୍ବରୁ ପ୍ରଧାନମନ୍ତ୍ରୀ ସିଟକୁ ନେଇ ବୟାନବାଜି ! କାଲି ସୂର୍ଯ୍ୟ ବାଢିଥିଲେ ଦମ୍ଭୋକ୍ତି, ଆଜି ସୁରଙ୍କ ବୟାନ ଆଣିଲା…

କନକ ବ୍ୟୁରୋ: ୨୩ ପରୀକ୍ଷା ଫଳ ପୂର୍ବରୁ ଟେନସନ୍ ଦେଉଛି ପ୍ରଧାନମନ୍ତ୍ରୀ ସିଟ୍ । ପୁଣି ପାଞ୍ଚ ବର୍ଷ ପାଇଁ ଏହି ଆସନରେ କିଏ ବସିବ? ଆଉ କାହା ହାତରେ ଜନତା ଜନାର୍ଦ୍ଦାନ ପୁଣି ୧ ହଜାର ୮୨୫ ଦିନ ପାଇଁ ଦେଶର କ୍ଷମତା ଡ଼ୋରୀ ଦେବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ଏତିକି ବେଳେ…