Daily Archives

May 18, 2019

ପାରମ୍ପରିକ ପୋଷାକ, ପାହାଡି ଟୋପି, ଅଣ୍ଟାରେ ଗେରୁଆ ଗାମୁଛା । କେଦାରନାଥରେ ନିଆରା ଅନ୍ଦାଜରେ ନଜର ଆସିଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱପ୍ରସିଦ୍ଧ କେଦାରନାଥ ଧାମରେ ପହଞ୍ଚି ମହାଦେବଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ…

ବିଶ୍ୱକପର ୧୨ ଦିନ ପୂର୍ବରୁ ଭାରତ ପାଇଁ ଖୁସି ଖବର । ଫିଟ୍ ହେଲେ କେଦାର ଯାଦବ, ବିଦେଶରେ ଦେଖାଇବେ ଦମ୍ ।

କନକ ବ୍ୟୁରୋ : ଆଉ ୧୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ । ୨୦୧୯ କ୍ରିକେଟ୍ ବିଶ୍ୱକପ ପାଇଁ ବାଜି ସାରିଛି ବିଗୁଲ । ତେବେ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ଖୁସି ଖବର । ଚଳିତ ଆଇପିଏଲ ସିଜିନରେ ଆହତ ହୋଇଥିବା ଭାରତୀୟ ଅଲରାଉଣ୍ଡର କେଦାର ଯାଦବ ଏବେ ଫିଟ୍…

୩୧ ମେ’ ସୁଦ୍ଧା ବ୍ୟାଙ୍କ ଖାତାରେ ଜମା ନକଲେ ୩୪୨ ଟଙ୍କା । ତେବେ ଆପଣଙ୍କର ହୋଇପାରେ ୪ ଲକ୍ଷ ଟଙ୍କାର କ୍ଷତି

ଚଳିତ ମାସ ଶେଷ ସୁଦ୍ଧା ଅର୍ଥାତ୍ ୩୧ ମଇ ସୁଦ୍ଧା ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଖାତାରେ ୩୪୨ ଟଙ୍କା ଜମା କରିବାକୁ ହେବ । ଯଦି ଆପଣ ଏଭଳି ନକରନ୍ତି ତେବେ ଆପଣଙ୍କୁ ଏଥିପାଇଁ ବଡ କ୍ଷତି ସହିବାକୁ ପଡିପାରେ । ତେବେ ଏହି ଖବର ସେହି ବ୍ୟକ୍ତିବିଶେଷମାନଙ୍କ ପାଇଁ ଯେଉଁମାନେ କି ପ୍ରଧାନମନ୍ତ୍ରୀ…

‘ସ୍ମାଇଲିଂ ବୁଦ୍ଧ’ । ୪୫ ବର୍ଷ ପୂର୍ବେ ଏହି ଗୋଟିଏ ଶବ୍ଦ ବଦଳାଇ ଦେଇଥିଲା ଭାରତର ଭାଗ୍ୟ, ଚିହିଁକି ଉଠିଥିଲା ଆମେରିକା…

କନକ ବ୍ୟୁରୋ : ୧୮ ମେ’ ୧୯୭୪ । ବୁଦ୍ଧ ପୂର୍ଣ୍ଣିମା । ଆଜକୁ ଠିକ୍ ୪୫ ବର୍ଷ ପୂର୍ବେ ବିଶ୍ୱ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲେଖା ହୋଇଥିଲା ଭାରତର ନାଁ । ଗୋଟିଏ ପଟେ ଭାରତ ବିଶ୍ୱ ମହାଶକ୍ତିରେ ସାମିଲ ହୋଇଥିବା ବେଳେ ଅନ୍ୟପଟେ ଥରହର ହୋଇ ଉଠିଥିଲା ଶତ୍ରୁ ଶିବିର । ୪୫ ବର୍ଷ ପୂର୍ବ ଆଜିର…

ବାତ୍ୟା ପରେ କେମିତି ଅଛନ୍ତି ପଦ୍ମଶ୍ରୀ ପ୍ରକାଶ ରାଓ? ଘର ଛାତ ଉଡାଇ ନେଇଛି ସାମୁଦ୍ରିକ ଝଡ଼,୧୫ ଦିନ ପରେ ବି ପହଞ୍ଚିନି…

କନକ ବ୍ୟୁରୋ: ବାତ୍ୟା ଫନିରେ ଉଜୁଡିଯାଇଛି ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଘର । ସାମୂଦ୍ରିକ ଝଡ଼ ଫନି ପ୍ରକାଶ ରାଓଙ୍କ ଘରର ଛାତ ଉଡାଇନେଇଛି । ଗତ ୩ ତାରିଖରେ ବାତ୍ୟା ଫନି କଟକରେ ପ୍ରଳୟ କରିବା ସମୟରେ ବାହାରେ ଥିଲେ ପ୍ରକାଶ ରାଓ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରକାଶ ଆବୁଧାବି…

ନିଲମ୍ବିତ ହେଲେ ଡ଼ାକ୍ତର । କାର୍ଯ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାର ୪ଜଣ ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲାର ୪ ଜଣ ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ସେମାନେ ହେଲେ ଚିଲିକା-ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜାହାନା ପରବିନ୍ ଓ ଡାକ୍ତର ଜାକେଶ୍ ସାମନ୍ତରାୟ ,…