Daily Archives

May 17, 2019

ଖରାରେ ସିଜୁଛି ସାରା ଓଡିଶା । ଆଗାମୀ କିଛି ଦିନ ଯାଏଁ ତାତିରୁ ନାହିଁ ତ୍ରାହି । ଆଭ୍ୟନ୍ତରୀଣ ଓଡିଶାରେ ଆହୁରୀ ବଢିବ…

କନକ ବ୍ୟୁରୋ: ଖରାରେ ସିଜୁଛି ସାରା ଓଡିଶା । ଆସନ୍ତା ୨୪ ଘଂଟା ମଧ୍ୟରେ ଓଡିଶାର କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବ । କିନ୍ତୁ ଦିନବେଳା ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ମଧ୍ୟ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ । ସେହିପରି ଆସନ୍ତା ୩ ରୁ…

ବିବାହ ଭୋଜି ଖାଇ ବର-କନ୍ୟା ସମେତ ୧୬୦ରୁ ଅଧିକ ଲୋକ ଅସୁସ୍ଥ : ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି, ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ବିବାହ ଭୋଜି ଖାଇ ଅସୁସ୍ଥ ବର-କନ୍ୟା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ବିବାହ ଭୋଜି ଖାଜି ୧୬୦ରୁ ଅଧିକ ଲୋକ ଝାଡ଼ା ବାନ୍ତିରେ ଆକ୍ରନ୍ତ ହୋଇଛନ୍ତି । ଏପରିକି ଝାଡ଼ା-ବାନ୍ତିରେ ବର କନ୍ୟା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ…

ମେ’୨୩ କଂଗ୍ରେସ ଓ କିଛି ବିରୋଧୀ ଦଳ ପାଇଁ ହେବ କଳାଦିବସ ! ପରାଜୟ ପାଇଁ ବିରୋଧୀ କେଉଁଠାରେ ଶୋକ କରିବେ ତାହା ନିର୍ଣ୍ଣୟ…

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ ନିର୍ବାଚନ ମାହୋଲ । ନିଜ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ନେତାମାନେ ମଧ୍ୟ ବ୍ୟସ୍ତ । କେବଳ ଏତିକି ନୁହେଁ ବରଂ ଆଗାମୀ ୨୩ରେ ଫଳ କାହା ସପକ୍ଷରେ ଯିବ ତାହାକୁ ନେଇ ମଧ୍ୟ ଚାଲିଛି ଅଙ୍କକଷା । କିଏ ବିଜୟୀ ହେବ ? କାହାକୁ ବହୁମତ ମିଳିବ…

ନିଜ ଦଳର ସାଂସଦ ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞାଙ୍କ ଉପରେ ବିରକ୍ତ ହେଲେ ମୋଦି । କହିଲେ, ସ୍ୱାଧୀଙ୍କୁ କେବେ ମନରୁ କ୍ଷମା…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ବିବାଦ ସୃଷ୍ଟି କରିଥିବା ବିଜେପି ସାଂସଦ ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞାଙ୍କ ଉପରେ ବିରକ୍ତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ କହିଛନ୍ତି, ସ୍ୱାଧୀଙ୍କୁ କେବେ ମନରୁ କ୍ଷମା ଦେଇପାରିବିନି । ବିଜେପି…

ପ୍ରଧାନମନ୍ତ୍ରୀ ସିଟ୍ ପାଇଁ କିଏ ଫିଟ୍ ? ବିଜେଡି ନେତା ସୂର୍ଯ୍ୟ ପାତ୍ର ଛାଡ଼ିଲେ ଗୁଗୁଲୀ, ରାଜ୍ୟରୁ କେନ୍ଦ୍ର ସବୁଠି…

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଆସିବ ୧୯ ମହାଯୁଦ୍ଧର ଫଳାଫଳ । କିଏ କେଉଁଠି ନିଜର ପତିଆରା ବିସ୍ତାର କରିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଆଉ କେନ୍ଦ୍ରରେ କିଏ କ୍ଷମତାକୁ ଆସି ପ୍ରଧାନମନ୍ତ୍ରୀ ପଦରେ ବସିବ ତାହାର ଚିତ୍ର ସାମ୍ନାକୁ ଆସିବ । ହେଲେ ଗଣତନ୍ତ୍ର ମହାପରୀକ୍ଷାର ଫଳାଫଳ ପୂର୍ବରୁ…

ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରଶିକ୍ଷଣ । ମେ’ ୨୩ରେ ଆସିବ ୨୦୧୯ ନିର୍ବାଚନରେ ଲଢୁଥିବା ନେତାଙ୍କ ପରୀକ୍ଷା ଫଳ

କନକ ବ୍ୟୁରୋ: ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ତାଲିମ ଶିବିର । ଆସନ୍ତା ୨୩ ତାରିଖରେ ଆସିବ ୨୦୧୯ ନିର୍ବାଚନରେ ଲଢୁଥିବା ନେତାଙ୍କ ପରୀକ୍ଷା ଫଳ । ସେହି ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ଶିବିର କରାଯାଇଛି । ସୁନ୍ଦରଗଡ ସ୍ଥାନୀୟ ପ୍ରଗତି ମଣ୍ଡପ ପରିସରରେ ଏକ ତାଲିମ…