Daily Archives

May 1, 2019

୩ ତାରିଖରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ‘ଫୋନି’ ! ରାଡ଼ାରକୁ ଆସିଲେ ପ୍ରତି ୧୦ ମିନିଟରେ ଜାଣିହେବ ଏହାର ଗିତିବିଧି ।

କନକ ବ୍ୟୁରୋ: ଆସନ୍ତା ୩ ତାରିଖ ଶୁକ୍ରମାବର ସନ୍ଧ୍ୟାରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରକି ଝଡ଼ ‘ଫୋନି’ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୩ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ ସୁଦ୍ଧା ପୁରୀ ପାଖରେ…

‘ଫୋନି’ ମୁକାବିଲା ପାଇଁ ‘ହାତ’ ବଢ଼ାଇଲା ହାତ । ଆସନ୍ତାକାଲିଠୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବ ପ୍ରଦେଶ କଂଗ୍ରେସ ।

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ‘ଫୋନି’କୁ ନେଇ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସାମୁଦ୍ରିକ ବାତ୍ୟା ଫୋନି ଓଡିଶାକୁ ଛୁଇଁ ପଶ୍ଚିମବଂଗ ଆଡକୁ ଗତି କରିବ । ତେବେ ଏନେଇ ରାଜ୍ୟ ସରକାର ସହ ପ୍ରଦେଶ କଂଗ୍ରେସ ମଧ୍ୟ ସହାୟତା ପାଇଁ ହାତ ବଢ଼ାଇଛି । ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ…

ପାଖେଇ ଆସୁଛି ବାତ୍ୟା ଫୋନି । ବାତିଲ ହେଲା ୭୪ଟି ଟ୍ରେନ୍, ଆସନ୍ତାକାଲି ସନ୍ଧ୍ୟାରୁ ଭୁବନେଶ୍ୱର ଓ ପୁରୀକୁ ଆସିବନି…

କନକ ବ୍ୟୁରୋ : କାୟା ମେଲାଉଛି ବାତ୍ୟା ଫୋନି । ଓଡିଶା ଆଡକୁ ଫୋନି ଯେତିକି ପାଖଉଛି, ଲୋକଙ୍କ ମନରେ ଭୟ ସେତିକି ବଢୁଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇ ଭୟଙ୍କର ବାତ୍ୟାରେ ପରିଣତ ହୋଇଥିବା ଫୋନି ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର…

ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ବିଏସଏଫରୁ ବରଖାସ୍ତ ଯବାନ ତେଜ୍ ବାହାଦୂର…

ଲୋକସଭା ନିର୍ବାଚନ ୨୦୧୯ ର ଘମାଘୋଟ ଲଢେଇ ଏକ ନୂଆ ମୋଡ ନେଇଛି । ବୁଧବାର ନିର୍ବାଚନ କମିଶନ୍ ବିଏସଏଫ୍ ରୁ ବରଖାସ୍ତ ହୋଇଥିବା ଯବାନ ତେଜ୍ ବାହାଦୁର ଯାଦବଙ୍କ ନାମାଙ୍କନ ପତ୍ରକୁ ରଦ୍ଦ କରିଦେଇଛନ୍ତି । ତେଜ ବାହାଦୁର ସମାଜବାଦୀ ପାର୍ଟି (ସପା) ଏବଂ ବସପାର ଗଠବନ୍ଧନରେ ବାରାଣାସୀ ଲୋକସଭା ସିଟ୍…

ଆସୁଛି ଭୟଙ୍କର ବାତ୍ୟା ‘ଫୋନି’ । ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଡରାଉଛି ଫୋନି,ଥରୁଛି ଓଡ଼ିଶା । ଆସୁଛି ଭୟଙ୍କର ବାତ୍ୟା ‘ଫୋନି’ । ଏନେଇ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ତେବେ ଏହି ସମ୍ଭାବ୍ୟ ବାତ୍ୟା ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପନ୍ନଙ୍କୁ ଯୁଦ୍ଧକାଳୀନ…

ପାଖଉଛି ‘ଫୋନି’, ଥରୁଛି ଓଡ଼ିଶା ! ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ବାତ୍ୟା ପରିଚାଳନା ଦାୟିତ୍ୱ ।

କନକ ବ୍ୟୁରୋ: ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’ । ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ ‘ଫୋନି’କୁ କଡ଼ା ମୁକାବିଲା ଦ୍ୱାରା ପ୍ରଭାବିତ ହେବାକୁଥିବା ସମ୍ଭାବନାରେ ୧୧ ଜିଲ୍ଲାର ସୁରକ୍ଷା ଦାୟିତ୍ୱରେ ୧୧ଜଣ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଏହି…