ପାଖଉଛି ‘ଫୋନି’, ଥରୁଛି ଓଡ଼ିଶା ! ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ବାତ୍ୟା ପରିଚାଳନା ଦାୟିତ୍ୱ ।

445

କନକ ବ୍ୟୁରୋ: ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’ । ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ ‘ଫୋନି’କୁ କଡ଼ା ମୁକାବିଲା ଦ୍ୱାରା ପ୍ରଭାବିତ ହେବାକୁଥିବା ସମ୍ଭାବନାରେ ୧୧ ଜିଲ୍ଲାର ସୁରକ୍ଷା ଦାୟିତ୍ୱରେ ୧୧ଜଣ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଏହି ୧୧ ଟି ଜିଲ୍ଲାରେ କିଭଳି ‘ଫୋନି’ ପାଇଁ ପ୍ରସ୍ତୁତ ରହି ବାତ୍ୟା ପରିଚାଳନା ଦାୟିତ୍ୱ ଦିଆଯାଇଛି ।

• ଏସ.କେ ଉପାଧ୍ୟାୟ-ଯାଜପୁର
• ପ୍ରାଣବିନ୍ଦୁ ଆଚାର୍ଯ୍ୟ- ଜଗତସିଂହପୁର
• ବିନୟାତୋଷ ମିଶ୍ର- ଭଦ୍ରକ
• ଆର.ପି କୋଚେ- ଖୋର୍ଦ୍ଧା
• ଏସ.କେ ପ୍ରିୟଦର୍ଶୀ- ପୁରୀ
• ଅରୁଣ ବୋଥ୍ରା-କେନ୍ଦ୍ରାପଡ଼ା
• ଅମିତାଭ ଠାକୁର- ଗଞ୍ଜାମ
• ଘନଶ୍ୟାମ ଉପାଧ୍ୟାୟ- ନୟାଗଡ଼
• ଅମିତେନ୍ଦ୍ର ନାଥ ସିହ୍ନା- ବାଲେଶ୍ୱର
• ନିଖିଲ କୁମାର କାନୋଡ଼ିଆ- କଟକ
• ଶଫିନ୍ ଅହମଦ୍ କେ- ମୟୁରଭଞ୍ଜ