Daily Archives

April 28, 2019

ତାତିରେ ଆଉଟୁପାଉଟୁ ହେଉଛି ଓଡ଼ିଶା । ଅସହ୍ୟ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ଗୁଳୁଗୁଳି ଓ ଝାଞ୍ଜିରେ ସିଝୁଛନ୍ତି ଲୋକେ…

କନକ ବ୍ୟୁରୋ : ଜଳୁଛି ପଶ୍ଚିମ ଓଡିଶା । ଗୁଳୁଗୁଳି ଓ ଝାଞ୍ଜିରେ ସିଝୁଛନ୍ତି ଲୋକେ । ଗତ ୨ ଦିନ ହେଲା ତତଲା କଢେଇ ବନିଛି ଆଭ୍ୟନ୍ତରୀଣ ଓଡିଶା । ଟିଟିଲାଗଡର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ଟାଇଁ ଟାଇଁ ଖରାରେ ଲୋକେ ଘରୁ ବାହାରିବା ମଧ୍ୟ ବନ୍ଦ କରିଦେଇଛନ୍ତି । ଫଳରେ ଶୁନଶାନ ହୋଇ ପଡୁଛି…

ରାଜ୍ୟ ଗରିବ, ହେଲେ ନେତାଙ୍କ ପକେଟ୍ ଗରମ । ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ବବି ମହାନ୍ତି, ଦ୍ୱିତୀୟରେ…

କନକ ବ୍ୟୁରୋ : କେଉଁ ପ୍ରାର୍ଥୀଙ୍କ କେତେ ସଂପତି ? କେଉଁ ଦଳର ପ୍ରାର୍ଥୀଙ୍କ ନାଁରେ ରହିଛି ସର୍ବାଧିକ ଅପରାଧିକ ମାମଲା ? ଏ ନେଇ ଆସିଛି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଏଡିଆର ରିପୋର୍ଟ । ରାଜ୍ୟର ସମସ୍ତ ୪ଟି ଯାକ ପର୍ଯ୍ୟାୟରେ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ଧନୀ ହେଉଛନ୍ତି ବଡମ୍ବା କଂଗ୍ରେସ…

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବଲିଉଡ଼ ଲୋକପ୍ରିୟ କଳାକାର ସନ୍ନି ଦେଓଲ ! ମୋଦି କହିଲେ, ହିନ୍ଦୁସ୍ତାନ ଜିନ୍ଦାବାଦ…

କନକ ବ୍ୟୁରୋ : ବଲିଉଡ଼ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ନିକଟରେ ବିଜେପିରେ ଯୋଗଦେଇଛନ୍ତି । ଆଉ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ କରିଛନ୍ତି । ସନି ଦେଓଲ ଜଣେ ବିନମ୍ର ତଥା ଦେଶପ୍ରେମୀ ମଣିଷ ବୋଲି…

କାଲି ୧୯ ଯୁଦ୍ଧର ଅନ୍ତିମ ଲଢ଼େଇ । ଦେଢ଼ମାସ ଧରି ଗାଁଠୁ ସହରରେ ବହୁଥିବା ରାଜନୀତି ହାୱା ହୋଇଯିବ ନିସ୍ତବ୍ଧ, ମେ’ ୨୩ର…

କନକ ବ୍ୟୁରୋ: ରାତିପାହିଲେ ୧୯ ମହାଯୁଦ୍ଧର ଅନ୍ତିମ ଅଧ୍ୟାୟ । ସିପାହୀଙ୍କୁ ସାଥିରେ ନେଇ ଦୀର୍ଘ ଦେଢ଼ମାସ ଧରି ରାଜନୀତି କୁରୁକ୍ଷେତ୍ରରେ ଯେଉଁଭଳି ସଂଘର୍ଷ କରୁଥିଲେ ଶୀର୍ଷ ନେତା ସେଥିରେ କାଲି ପଡ଼ିବ ପୂର୍ଣ୍ଣଛେଦ । ଆଉ ରାଜନୀତି ରଙ୍ଗ ମଞ୍ଚରୁ ବାହୁଡ଼ି ଆସିବେ ରାଜନେତା । ତେବେ ଆସନ୍ତାକାଲି…

ଶ୍ରେୟସ ଓ ଶିଖରଙ୍କ ଦମଦାର ଅର୍ଦ୍ଧଶତକ । ବିରାଟ ବାହିନୀକୁ ୧୮୮ ରନର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ ।

କନକ ବ୍ୟୁରୋ : ଆଇପିଏଲର ୪୬ ତମ ମ୍ୟାଚରେ ଦିଲ୍ଲୀର ଫିରୋଜ ସାହା କୋଟଲା ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଅଧିନାୟକ ଶ୍ରେୟସ…

ଏସବିଆଇ ଆରମ୍ଭ କଲା ଦେଶର ପ୍ରଥମ ଶସ୍ତା ଗ୍ରୀନ୍ ଲୋନ୍ : ଜାଣନ୍ତୁ ଗ୍ରୀନ ଲୋନ୍ କ’ଣ ?

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ‘ଗ୍ରୀନ କାର ଋଣ’ ର ଶୁଭାରମ୍ଭ କରିଛି । ବ୍ୟାଙ୍କ ଏହାର ଦର ସାମାନ୍ୟ ଅଟୋ ଋଣ ମୁକାବିଲାରେ ୦.୨୦% କମ୍ ନିର୍ଦ୍ଧାରିତ କରାଯାଇଛି । କିନ୍ତୁ ଗ୍ରୀନ କାର ଲୋନ ପାଇଁ କିଛି ସର୍ତ୍ତ ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଏହି ଲୋନ ପାଇଁ ସବୁଠାରୁ କମ୍…