Daily Archives

April 28, 2019

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସାଂଘାତିକ ଅଭିଯୋଗ ! ନିର୍ବାଚନ ଜିତିବା ପାଇଁ ଟଙ୍କା, ଶାଢ଼ୀ ଓ ଜୋତା…

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ସରଗରମ ମାହୋଲ ଭିତରେ ଆରୋପ ପ୍ରତ୍ୟାରୋପର ପର୍ବ ଲଗାତାର ଜାରି ରହିଛି । ଜାତୀୟ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଆଉ ଏଥି ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକଙ୍କ ସହ…

ଅନ୍ତିମ ପର୍ଯ୍ୟାୟ ପାଇଁ ରାତି ପାହିଲେ ପଡିବ ଭୋଟ୍ । କିଭଳି ରହିଛି କାଲିର କୁରୁକ୍ଷେତ୍ର ପାଇଁ ପ୍ରସ୍ତୁତି, ସୂଚନା…

କନକ ବ୍ୟୁରୋ : ରାତିପାହିଲେ ୧୯ ଯୁଦ୍ଧର ଅନ୍ତିମ ଲଢେଇ । ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟଗ୍ରହଣ । ନିର୍ବାଚନର ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ୬ଟି ଲୋକସଭା ଏବଂ ୪୧ଟି…

ଅନୁଗୁଳର ବୁଢ଼ାପଙ୍ଗ ଛକ ନିକଟରେ ଟ୍ରକ ଧକ୍କାରେ ମହିଳା ମୃତ : ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍ଗ ଛକ ନିକଟରେ ଦୁର୍ଘଟଣା । ଆଜି ଅପରାହ୍ନରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ବଅଁରପାଳ ପୁଲିସ ଘଟଣାସ୍ଥଳକୁ ପହଁଚି ତଦନ୍ତ…

ବିଜେପି ପାଇଁ ନିର୍ବାଚନ ପ୍ରଚାର କରି ଫସିଲେ ଗ୍ରେଟ୍ ଖଲି ! ରେସଲରଙ୍କ ବିରୁଦ୍ଧରେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ପାଇଁ ପ୍ରଚାର କରି ଫସିଲେ ଗ୍ରେଟ୍ ଖଲି । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ପାଇଁ ରେସଲର ଦ ଗ୍ରେଟ୍ ଖଲିଙ୍କୁ ପ୍ରଚାର ପାଇଁ ଟିଏମସି ପ୍ରଶ୍ନ କରିଛି । ଗ୍ରେଟ୍ ଖଲିଙ୍କ ବିରୋଧରେ ଚିଠି ଲେଖି ଅଭିଯୋଗ କରିଛି ଟିଏମସି । ଭୋଟରଙ୍କୁ…

ସୁପର ସଣ୍ଡେର ସୁପର ଫାଇଟ୍ ! କୋଲକାତା ବନାମ ମୁମ୍ବାଇ ହାଇଭୋଲଟେଜ୍ ଲଢେଇ, କିଏ ମାରିବ ବାଜି ?

କନକ ବ୍ୟୁରୋ : ସୁପର ସଣ୍ଡେର ସୁପର ମୁକାବିଲା । ଆଇପିଏଲର ୪୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତାର ଐତିହାସିକ ଇଡେନ୍ ଗାଡେନ୍ ଠାରେ ରାତି ୮ଟାରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବ । ତେବେ ସବୁଠାରୁ ବଡ…

୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୪ଟି ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୬ଟା ୪୫ ମଧ୍ୟରେ ରାଜ୍ୟର ୪ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର…