Daily Archives

April 27, 2019

କେନ୍ଦ୍ରାପଡା କୁରୁକ୍ଷେତ୍ରରୁ ବୈଜୟନ୍ତଙ୍କୁ ସିଧା ନିଶାନା କଲେ ନବୀନ । ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରାପଡାବାସୀଙ୍କ…

କନକ ବ୍ୟୁରୋ : କେନ୍ଦ୍ରାପଡା କୁରୁକ୍ଷେତ୍ରରୁ ବୈଜୟନ୍ତଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୯ ତାରିଖରେ ହେବାକୁ ଥିବା ଶେଷ ଲଢେଇ ପାଇଁ ବିଜେଡି ସୁପ୍ରିମୋ ଆଜି କେନ୍ଦ୍ରାପଡାରେ ମେଗା ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବୈଜୟନ୍ତଙ୍କୁ…

ପ୍ରକାଶ ବେହେରାଙ୍କ ପରିବାର ନାଁରେ ଥିବା ପେଟ୍ରୋଲ ପମ୍ପରୁ ଜବତ ହେଲା ୭ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା । କୁଆଡୁ ଆସିଲା ଏତେ…

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଜବତ । କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟ ପେଟ୍ରୋଲ ପମ୍ପରେ ଚଢାଉ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ଏହି ଚଢାଉ ବେଳେ ୭ରୁ ୮ ଲକ୍ଷ ଟଙ୍କା ଜବତ ହୋଇଥିବା କଟକ ଡିସିପି ସୂଚନା ଦେଇଛନ୍ତି । ତେବେ ଏହି ଟଙ୍କା ତେଲ ବିକ୍ରି ଟଙ୍କା ବୋଲି…

ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ, ଫ୍ଲାଇଂ…

କନକ ବ୍ୟୁରୋ : ମହାରଥୀଙ୍କୁ ମିଳିଲା ଜାମିନ୍ । ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ମଞ୍ଜୁର । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ । ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ପ୍ରଦାନ…

କୋରେଇ ରାଜନୈତିକ ପାଣିପାଗ ଉଷ୍ମ । ନୂଆ ମୁହଁ ଭରସାରେ ତିନି ଦଳ । କାହା ମୁଣ୍ଡରେ ସୁନା କଳସ ଢାଳିବେ ଜନତା ଜନାର୍ଦ୍ଦନ

କନକ ବ୍ୟୁରୋ: ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରେ ଉଷ୍ମ ହୋଇଛି ରାଜନୈତିକ ପାଣିପାଗ । ଏଠାରେ ଆସନ୍ତା ଏପ୍ରିଲ ୨୯ ରେ ନିର୍ବାଚନ ହେବାକୁ ଥିବା ବେଳେ ଜୋରଦାର ହୋଇଛି ପ୍ରଚାର । ତିନୋଟି ଯାକ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ନେଇ ଓହ୍ଲାଇଛନ୍ତି ପ୍ରଚାର ମୈଦାନକୁ । ରାଜ୍ୟ…

ଶେଷ ଲଢ଼େଇ ପାଇଁ ଗୋଟି ଚଳାଇଲେ ବିଜେପି ଚାଣକ୍ୟ ! ପ୍ରତିଘରୁ ଜଣକୁ ଚାକିରୀ ଓ କୃଷକଙ୍କୁ ପେନସନ୍ ମିଳିବ ପ୍ରତିଶ୍ରୁତି…

କନକ ବ୍ୟୁରୋ: ଶେଷ ଲଢ଼େଇ ପାଇଁ ଶେଷ ବାଜି ଖେଳିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମୟୁରଭଞ୍ଜ ମୋରଡ଼ା ପ୍ରଚାର ମୈଦାନରେ ପ୍ରତିଶ୍ରୁତି ବର୍ଷା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେପି ସରକାର ଶ୍ରମିକ ଏବଂ କୃଷକଙ୍କୁ ପେନସନ ଦେବ । ୧ହଜାର କୋଟି ମହାନଦୀ ପାଇଁ…

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଆଜି ସରୁଛି ପ୍ରଚାର। ଯାଜପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ…

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଯାଜପୁର ଜିଲ୍ଲାରେ ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପୁଛି ଗାଁ ଠୁ ସହର । ଏହି ପ୍ରରିପେକ୍ଷୀରେ ଯାଜପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଗୌତମ ରାୟଙ୍କ ପ୍ରଚାରର ମଂଗ ଧରିଛନ୍ତି ବିଜେପିର…