Daily Archives

April 27, 2019

ନିର୍ବାଚନୀ ହଟଚମଟର ସାକ୍ଷୀ ‘ମାହାଙ୍ଗା’: ମତଲୁବ ଓ ସଂଖ୍ୟାଲଘୁଙ୍କ ଉପରେ ନଜର

କନକ ବ୍ୟୁରୋ: ସବୁବେଳେ ରାଜନୈତିକ ହଟଚମଟ ସୃଷ୍ଟି କରି ଆସିଥିବା କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ବି ନିର୍ବାଚନୀ ବାତାବରଣ ସରଗରମ। ମାହାଙ୍ଗା ମତଲୁବ ଅଲ୍ଲୀ ଓ ଶରତ କରଙ୍କ ଲଢେଇ ଏବଂ ପାଳିପାଳି ବିଜୟର ସାକ୍ଷୀ ରହିଛି। ଅନେକ ରାଜନେତାଙ୍କ ଉତ୍ଥାନ ପତ୍ତନର କାରଣ…

ଡବଲ ଇଞ୍ଜିନ ନା ସିଙ୍ଗିଲ୍ ଇଞ୍ଜିନ୍, କାହା ଫର୍ମୁଲା ହିଟ୍ ! ଭୋଟର ଏବେ ଭାଗ୍ୟବିଧାତା, ମେ ୨୩ରେ ଉତ୍ତର ଦେବେ ମତଦାତା…

କନକ ବ୍ୟୁରୋ : ରାଜନୀତିରେ ଡବଲ ଇଞ୍ଜିନ୍ ଫର୍ମୁଲା । ରାଜ୍ୟରେ ନିର୍ବାଚନୀ ମାହୋଲ ତଥା ଘଡ଼ିସନ୍ଧି ମୁହୂର୍ତ୍ତ ରେ ଡବଲ ଇଞ୍ଜିନ ଫର୍ମୁଲାକୁ ନେଇ ରାଜନୀତି ଜୋର । କେନ୍ଦ୍ରୀୟ ନେତାମାନେ ଭୋଟରଙ୍କୁ ଡବଲ ଇଞ୍ଜିନ ସରକାରର ମହତ୍ୱ ତଥା ଗୁରୁତ୍ୱ ବୁଝାଇବାରେ ବ୍ୟସ୍ତ । ଅନ୍ୟପଟେ ସିଙ୍ଗିଲ ଇଞ୍ଜିନ,…

କେନ୍ଦ୍ରାପଡ଼ାରେ ବୈଜୟନ୍ତ ବାଂଟୁଛନ୍ତି ଟଙ୍କା ! ୪ ଜଣ ସହଯୋଗୀଙ୍କ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ସିଇଓଙ୍କ…

କନକ ବ୍ୟୁରୋ : ବିଜେପି ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ିର ପ୍ରତିନିଧି ଦଳ । ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ତଥା ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ନେଇ ସିଇଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି । ଆଉ ମାତ୍ର ୨ ଦିନ ପରେ ନିର୍ବାଚନ ଥିବାବେଳେ…

ଜନସନ୍ ଆଣ୍ଡ୍ ଜନସନ୍ ସାମ୍ପୁ ବିକ୍ରି ରୋକିବାକୁ ଏନସିପିସିଆର ନୋଟିସ୍ ! ପୁଣି ସନ୍ଦେହ ଘେରକୁ ଆସିଲା ବେବି ପାଉଡର ।

ଆମେରିକାର ବେବି ପ୍ରଡକ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନୀ ବିବାଦ ଘେରକୁ ବାହାରିବାକୁ ଚେଷ୍ଟା କଲେ ମଧ୍ୟ ବାହାରିପାରୁନାହିଁ । ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଜ (ଏନସିପିସିଆର) ବାଳ ଅଧିକାର ସହ ଜଡିତ ଥିବା ଶୀର୍ଷ ସଂଗଠନରେ ଅଧିକାରୀଙ୍କୁ ଜନସନ୍ ଆଣ୍ଡ୍…

କିଏ ଜିତିବ ଜଗତସିଂହପୁରବାସୀଙ୍କ ଭରସା ? ଶୀର୍ଷ ନେତାଙ୍କ ହାୱା ନୁହେଁ, ପ୍ରାର୍ଥୀଙ୍କ ଗୋଟିଚାଳନା ଉପରେ ନିର୍ଭର…

କନକ ବ୍ୟୁରୋ: ବିଜେଡି ପ୍ରାର୍ଥୀ ଭରସା କରିଛନ୍ତି ନବୀନ ହାୱା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ। ବିଜେପି ପ୍ରାର୍ଥୀ ଭରସା କରିଛନ୍ତି ମୋଦୀ ହାୱା, କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ କିଛି ଯୋଜନାକୁ। ସାରା ରାଜ୍ୟରେ ଉଣା ଅଧିକେ ଏମିତି ଭାବେ ଲଢ଼େଇ ଚାଲିଛି। କେଉଁଠି…

ପଟ୍ଟାମୁଣ୍ଡାଇରୁ ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ ? କହିଲେ, ଭୋଟ୍ ପାଇଁ ଗୋଟିଏ ମାସରେ ୧୦ ଥର ଆସିଲ, ପ୍ରାକୃତିକ ବିପତ୍ତି…

କନକ ବ୍ୟୁରୋ: ଶେଷ ପ୍ରଚାରେ ବିଜେପି ଉପରେ ପ୍ରବଳ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପ୍ରଚାର ମୈଦାନରୁ ମୋଦିଙ୍କୁ ନିଶାନା କରି ନବୀନ କହିଛନ୍ତି କି, ଓଡ଼ିଶାବାସୀ ନୁହନ୍ତି, ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ । ତେଣୁ ଭୋଟ୍ ପାଇଁ…