Daily Archives

March 9, 2019

କାହାକୁ ମିଳିବ ସମ୍ବଲପୁରର ଲୋକସଭା ଟିକେଟ୍? ନଳିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଚର୍ଚ୍ଚା ପରେ ଚିହିଁକି ଉଠିଲେ…

କନକ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନ ଛାଡିବାକୁ ନାରାଜ ନଗେନ୍ଦ୍ର ପ୍ରଧାନ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନଗେନ୍ଦ୍ର କହିଛନ୍ତି, ୨୦୧୯ରେ ସେ କେବଳ ଲୋକସଭା ଆସନରୁ ଲଢିବାକୁ ଚାହୁଁଛନ୍ତି । କାହାକୁ , କୌଣସି ମତେ ସେ ସମ୍ବଲପୁର ଲୋକସଭା ସିଟ୍ ଛାଡିବେ ନାହିଁ । ପ୍ରଶାସକରୁ ରାଜନେତା…

ରାଜନୀତି ଖଣ୍ଡାଧାରରେ ଖଲ୍ଲିକୋଟ । ‘ଶଙ୍ଖ’କୁ ସମସ୍ୟା ଗୋଷ୍ଠୀ କନ୍ଦଳ, ଫାଇଦା ନେବାକୁ ବିରୋଧୀ କଷୁଛନ୍ତି ବଳ ।

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରାତନ ତଥା ମର୍ଯ୍ୟାଦା ସମ୍ପନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଭାବେ ପରିଚିତ ଖଲ୍ଲିକୋଟ । ଏହି ନିର୍ବାଚନ ମଣ୍ଡଳୀ ଅଣ କଂଗ୍ରେସ ଦୁର୍ଗଭାବେ ରହି ଆସିଛି । ଆଉ ଏହାକୁ ନିଜ କବଳରେ ରଖିଛି ବିଜେଡି । କିନ୍ତୁ ଏହି ନିର୍ବାଚନମଣ୍ତଳୀରେ ବିଜେଡି ପାଇଁ…

ବିଜୁ ପକ୍କା ଘର ବିବାଦ ! ବିଜେପି କହିଲା ମିଛ କହୁଛନ୍ତି ସରକାର । ବିଜେଡିର ପ୍ରଶ୍ନ, ହିସାବ ପାଇବା ପରେ ବି କାହିଁକି…

କନକ ବ୍ୟୁରୋ : ରାଜ୍ୟରେ ବିଜୁ ପକ୍କାଘର ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ରାଜ୍ୟ ସରକାର ଓଡିଶାରେ ବର୍ତମାନ ସୁଦ୍ଧା ୨୦ ଲକ୍ଷ ବିଜୁ ପକ୍କା ଘର କରିଥିବା କହୁଥିବା ବେଳେ ଏହାକୁ କଡା ସମାଲୋଚନା କରିଛି ବିଜେପି । ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର, ବିଜେଡି ସରକାର…

ଲଣ୍ଡନରେ ଲୁଚିଛନ୍ତି ନିରବ ମୋଦି । ବଞ୍ଚୁଛନ୍ତି ବିନ୍ଦାସ, ବୁଲୁଛନ୍ତି ଖୁଲମଖୁଲ୍ଲା

କନକ ବ୍ୟୁରୋ: କ୍ୟାମେରାରେ କଏଦ ହେଲା ୧୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରିଥିବା ପଳାତକ ହୀରା ବ୍ୟବସାୟୀ । ଯେଉଁ ନୀରବ ମୋଦୀଙ୍କୁ ଖୋଜି ପାଉନିି ଭାରତୀୟ ଯାଂଚ ଏଜେନ୍ସି, ସେ ଏବେ ବେଶ ବଦଳାଇ ଲଣ୍ଡନରେ ବିନ୍ଦାସରେ ବୁଲୁଛି । କେବଳ ଲଣ୍ଡନରେ ବିନ୍ଦାସରେ ବୁଲୁନି, ସେଠାରେ ସେ ନିଜର…

କାହାର ହେବ ଖୋର୍ଦ୍ଧା ଗଡ଼ । ବିଜେପି ପାଇଁ ନୋ କନଫ୍ୟୁଜନ୍, ‘ହାତ’କୁ ବଳ ଦେବାକୁ କାହାକୁ ବାଛିବ ଦଳ ? ପ୍ରାର୍ଥୀ…

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ କେବଳ ନିର୍ବାଚନୀ ହାୱା ହିଁ ବହୁଥିବା ଦେଖିବାକୁ ମିଳୁଛି । ତେବେ ରାଜଧାନୀ ନିକଟବର୍ତ୍ତୀ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୧ ଠାରୁ ୨୦୧୪ ମଧ୍ୟରେ ଗୋଟିଏ ଉପନିର୍ବାଚନ ସହ ୧୬ଟି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ ୬ ଥର କଂଗ୍ରେସ ପ୍ରାର୍ଥୀ…

ହିନ୍ଦୁସ୍ତାନ ଜେଲରେ ବନ୍ଦୀ ଥିବା ମାସୁଦ୍ ଆଜହରକୁ ପାକିସ୍ତାନ ପଠାଇଲା କିଏ ? ବିଜେପିକୁ ଟାର୍ଗେଟ୍ କରି କିଛି ଏମିତି…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆତଙ୍କୀ…