Daily Archives

March 9, 2019

ପୁଲିସ ଧରାଇଲା ନେତାଙ୍କୁ ସିଲଟ: ଗିରଫ ହେଲେ ସହିଦନଗର ଥାନା ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ

କନକ ବ୍ୟୁରୋ: ସିଲଟ ଧରିଲେ ସହିଦନଗର ଥାନା ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ । ଆତ୍ମସମର୍ପଣ ପରେ ପ୍ରକାଶକୁ ପୁଲିସ ଗିରଫ କରିଛି । ପ୍ରକାଶକୁ ମିଶାଇ ଗିରଫଦାରୀ ସଂଖ୍ୟା ୬ରେ ପହଚିଂଛି । ଗତ ୩ ତାରିଖ ରାତିରେ ସହିଦନଗର ଥାନାରେ ପଶି ରାତିଅଧିଆ ଲଙ୍କାକାଣ୍ଡ ଲଙ୍କାକାଣ୍ଡ…

ମାତ୍ର ୪୮ ଘଂଟାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ….ଘରେ ବସି ଏଭଳି କରନ୍ତୁ ଆବେଦନ

ବିନା ଡ୍ରାଇଭିଂ ଲାଇସେନ୍ସରେ ଆପଣ କୌଣସି ବି ଗାଡି ଚଲାଇପାରିବେ ନାହିଁ ଆଉ ଯଦି ବି ଆପଣ ଏଭଳି କିଛି କରନ୍ତି ତେବେ ଏହା ଆଇନକୁ ଉଲ୍ଲଂଘନ କରିଥାଏ । ସେହିଭଳି ଲାଇସେନ୍ସ ବନାଇବା ପାଇଁ ସରକାର ନିୟମକୁ ଲଗାତର ଭାବରେ କୋହଳ ଏବଂ ସହଜ କରିବାରେ ଲାଗିଛନ୍ତି । ଯଦି ଆପଣ ଡିଏଲ କରିବାକୁ…

ସୁପର ସଣ୍ଡେର ସୁପର ଫାଇଟ୍ ! କାଲି ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ, ସିରିଜ କବଜା ଲକ୍ଷ୍ୟରେ ବିରାଟ…

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ଫାଇଟ୍ ! ଆସନ୍ତାକାଲି ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ । ଦିନ ୧.୩୦ ମିନିଟ୍ ସମୟରେ ମୋହାଲି ଷ୍ଟାଡିୟମଠାରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ତେଣୁ…

ଯୁବକଙ୍କ ପାଇଁ ପ୍ରେରଣା ନିଆଳିର ଯୁବଚାଷୀ କୃଷ୍ଣଚନ୍ଦ୍ର: ୫ ଏକର ଜମିରେ ପନିପରିବା ଚାଷ କରି ସ୍ୱାବଲମ୍ବୀ ହେବା ସହ ୩୦…

କନକ ବ୍ୟୁରୋ: ପରିଶ୍ରମ ଓ ବୁଦ୍ଧି ବଳରେ ନିଜ ଗୋଡରେ ଠିଆ ହେବା ସହ ୩୦ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ନିଆଳିର କୃଷ୍ଣଚନ୍ଦ୍ର ଗିରି । ପିଲାଦିନୁ ଚାଷ ପ୍ରତି ଥିଲା ଅହେତୁକ ଦୁର୍ବଳତା । ତେଣୁ କଲେଜ ପାଠ ପରେ ଚାକିରି ପଛରେ ନଧାଇଁ ଚାଷ କାମ ଆରମ୍ଭ କରିଥିଲେ । ଉଭୟ ଜୈବିକ ଓ…

ଶୁଭ ଦେଇଥିଲେ ବିଜୁ ବାବୁ, ଉଦଘାଟନ୍ କଲେ ନବୀନ ! ଶିଳାନ୍ୟାସର ୨୬ ବର୍ଷ ପରେ ଲୋକାର୍ପିତ ହେଲା ଗେଙ୍ଗୁଟି ନଦୀ ଉପରେ…

କନକ ବ୍ୟୁରୋ : ଶୁଭ ଦେଇଥିଲେ ପ୍ରବାଦ ପୁରୁଷ ବିଜୁ ବାବୁ, ଶେଷ କଲେ ନବୀନ ପଟ୍ଟନାୟକ । ବଡଚଣା ଗେଙ୍ଗୁଟି ନଦୀ ଉପରେ ସେତୁ ସମ୍ପୂର୍ଣ୍ଣ ହେବା ପରେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଜମି ଅଧିଗ୍ରହଣରେ ବିଳମ୍ବ, ଠିକା ସଂସ୍ଥାମାନଙ୍କର ଅପାରଗତା ଯୋଗୁଁ ପୋଲ ନିର୍ମାଣରେ ବିଳମ୍ବ…

ନିର୍ବାଚନ ଲଢ଼ିବେନି ଶ୍ରୀକାନ୍ତ ଜେନା । ନିଷ୍ପତି ପଛର କାରଣ କ’ଣ ? ଭୟ ନା ରାଜନୈତିକ ବାଧ୍ୟବାଧକତା ।

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । କଂଗ୍ରେସରୁ ବହିଷ୍କୃତ ହେବା ପରେ ଶ୍ରାକାନ୍ତଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିଲା ଯେଉଁଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ଶ୍ରୀକାନ୍ତ । କେନ୍ଦ୍ରାପଡ଼ା ଗରାପୁର ଡାକ ବଙ୍ଗଳାଠାରେ ଏକ…