Daily Archives

February 9, 2019

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ପରେ ବିଜେପିର ପ୍ରତିଶ୍ରୁତି ପତ୍ର ! ଗରିବଙ୍କୁ ଜମିପଟ୍ଟା, ପକ୍କାଘର, ବେକାରିଙ୍କୁ…

କନକ ବ୍ୟୁରୋ : କଂଗ୍ରେସର ଗ୍ୟାରେଂଟି କାର୍ଡ ବନାମ ବିଜେପିର ପ୍ରତିଶ୍ରୁତି ପତ୍ର । କଂଗ୍ରେସ ଢାଂଚାରେ ବିଜେପି ଆରମ୍ଭ କରିଛି ବିଜେପି ପ୍ରତିଶ୍ରୁତି ପତ୍ର । ଜମି ପଟ୍ଟା ଓ ପକ୍କା ଘର ସହ ବେରୋଜଗାରୀଙ୍କୁ ରୋଜଗାର ଦେବାପାଇଁ ବିଜେପି ଦେବ ପ୍ରତିଶ୍ରୁତି । ବିଜେପି କର୍ମୀ ଘର ଘର ବୁଲି…

ପୋଲିସ ହେବ ତ ଏମିତି !ଆଇଆଇସିଙ୍କ ବଦଳି ଅର୍ଡର ଆସିବା ପରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଲୋକ, କହିଲେ ଆଇଆଇସିଙ୍କୁ…

କନକ ବ୍ୟୁରୋ : ପୋଲିସ ହେବ ତ ଏମିତି । ସାଧାରଣତଃ ପୋଲିସ ଟ୍ରେନିଂ ସମୟରେ ସାଧାରଣ ଲୋକଙ୍କ ସେବା କରିବା ପାଇଁ ତାଲିମ ଦିଆଯାଇଥାଏ ।ସାଧାରଣ ଲୋକଙ୍କ ରକ୍ଷକ ଭାବେ କାର‌୍ୟ୍ୟ କରିବାକୁ ଦିଆଯାଇଥାଏ ତାଲିମ ।  କିନ୍ତୁ ଦେହରେ ବର୍ଦ୍ଦି ପିନ୍ଧିବା ପରେ ଏହି କଥାକୁ ଅଧିକାଂଶ କର୍ମଚାରୀ ଭୁଲି…

ରାଜ୍ୟରେ IAS ସ୍ତରରେ ଅଦଳବଦଳ ! ଜାଣନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଜିଲ୍ଲାପାଳ ଏବଂ କାହାକୁ ମିଳିଲା କେଉଁ ଦାୟିତ୍ୱ ?

କନକ ବ୍ୟୁରୋ: ରାଜ୍ୟରେ ଆଇଏଏସ ସ୍ତରରେ ଅଦଳ ବଦଳ ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ୍ ଅନୁସାରେ ସମର୍ଥ ବର୍ମାଙ୍କୁ ବିଏମସି କମିଶନର ଦାୟିତ୍ୱ ଦିଆଯାଇଛି । ସେହିଭଳି ବିମଏସି କମିଶନର ପଦବୀରେ ଥିବା ଶୁଭମ ସକସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳଭାବେ…

ରାହୁଲ ଗାନ୍ଧିଙ୍କ ଜୀବନୀ ନେଇ ଆସୁଛି ଚଳଚ୍ଚିତ୍ର ! ରିଲିଜ୍ ହେଲା ଫିଲ୍ମର ପ୍ରଥମ ଟିଜର ।

କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ରାଜନୈତିକ ପ୍ରଚାର ପ୍ରସାର କରିବା କିଛି ନୂଆ କଥା ନୁହେଁ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଶୀର୍ଷ ନେତାମାନଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ମଧ୍ୟ ଜନସାଧାରଣଙ୍କ ସାମ୍ନାକୁ ଆସିଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ‘ଦି…

ଚଳିତମାସ ଶେଷ ସୁଦ୍ଧା ଚୁଡାନ୍ତ ହେବ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ! ତିନିଥର ହାରିଥିବା ପ୍ରାର୍ଥୀଙ୍କୁ ମିଳିବନି…

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ କସରତ । ସବୁ ରାଜ୍ୟର ପିସିସି ସଭାପତି ଏବଂ ବିଧାୟକ ଦଳ ନେତାଙ୍କୁ ନେଇ ଦିଲ୍ଲୀ କଂଗ୍ରେସ ଭବନରେ ବସିଥିବା ବୈଠକରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  । ମିଶନ୍ ମୋଡରେ କାର୍ଯ୍ୟ କରିବା…

ରାଜ୍ୟ ସରକାରଙ୍କୁ ତାରାଙ୍କ ତୀର ! କୋରାପୁଟ ପିଲାଙ୍କୁ ମିଳୁ ନିଯୁକ୍ତି, ନଚେତ୍ ନକ୍ସଲ ସଂଗଠନରେ ମିଶିବି ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତିଙ୍କ ଖୋଲା ଚେତାବନୀ । ଖୁବଶୀଘ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ନଦେଲେ ୧୦ ହଜାର ପିଲାଙ୍କୁ ଧରି ନକ୍ସଲରେ ମିଶିବେ ତାରା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେତାବନୀ ଦେଇ…