Daily Archives

February 9, 2019

ବିଷାକ୍ତ ମଦ ସାଜିଲା କାଳ ! ଗଲାଣି ୯୨ ଜୀବନ, ଅନେକ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି ।

ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଷାକ୍ତ ମଦ କାରଣରୁ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ସହାରନପୁର, ରୁଡକୀ ଏବଂ କୁଶୀନଗରରେ ବିଷାକ୍ତ ମଦ ପିଇ ପାଖାପାଖି ୯୨ ଜଣ ଲୋକଙ୍କର ଜୀବନ ଗଲାଣି । ସହାରନପୁରରେ ୬୪, ରୁଡକୀରେ ୨୦ ଏବଂ କୁଶୀନଗରରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ଭୁବନେଶ୍ୱରରେ ମନ ମିଳିଲା, ସୁନ୍ଦରଗଡରେ ଫାଟ ବଢିଲା! ଯୋଗେଶଙ୍କ ରୋଡ ସୋ’ରେ ସାମିଲ ହେଲେନି କୁସୁମ । ବଢିଲା ସୁନ୍ଦରଗଡ…

କନକ ବ୍ୟୁରୋ : ଭୁବନେଶ୍ୱରରେ ମିଶିଲେ, ସୁନ୍ଦରଗଡରେ ଭୁଲିଗଲେ । ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ମିଶିବା ପୂର୍ବରୁ ଦଳରେ ଯେଉଁଭଳି ଅସନ୍ତୋଷ ଦେଖିବାକୁ ମିଳିଥିଲା ତାହା ଯୋଗେଶ ଦଳରେ ମିଶିବା ପରେ ଉଗ୍ର ରୂପ ଧାରଣ କରିଛି । ଯୋଗେଶ ବିଜେଡିରେ ମିଶିବା ପରେ ସୁନ୍ଦରଗଡରେ…

କପି ରୋକିବା ପାଇଁ ୟୁପି ବୋର୍ଡ଼ ପରୀକ୍ଷାରେ ଯାଞ୍ଚ କଡ଼ାକଡ଼ି : ପରୀକ୍ଷା ଦେଲେନି ୪୦,୦୦୦ରୁ ଅଧିକ ଛାତ୍ରୀ

କନକ ବ୍ୟୁରୋ : ୟୁପି ବୋର୍ଡ଼ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଯାଂଚ କଡ଼ାକଡ଼ି କରାଯାଇଥିଲା । ତେବେ ଯାଂଚ ହେବା ଯୋଗୁଁ ୪୦,୩୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଲେ ନାହିଁ । ସୂଚନାଯୋଗ୍ୟ ୭ ଫେବୃୟାରୀରେ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଥିଲା । ଆଉ ଦ୍ୱିତୀୟ ଦିନ ଏପରି ଘଟଣା ଘଟିଛି ।…

କାଲି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-ଟ୍ୱେଣ୍ଟି ! ନିର୍ଣ୍ଣାୟକ ଲଢେଇରେ କିଏ ମାରିବ ବାଜି ? ଇତିହାସ ରଚିବ କି ଟିମ୍…

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜ ଏବେ ୧-୧ରେ ବରାବର ରହିଛି । ଯେଉଁଥିପାଇଁ କାଲିର ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ପ୍ରଥମ ଟି-୨୦ ମ୍ୟାଚରେ…

ଅଲୋଡା ଶିଶୁଙ୍କ ପାଇଁ ନୂଆ ଯୋଜନା ! ମାଲକାନଗିରି ଜିଲ୍ଲାର ସବୁ ଡାକ୍ତରଖାନାରେ ସ୍ଥାପନ ହେଲା ଶିଶୁ ଝୁଲାଦୋଳି

କନକ ବ୍ୟୁରୋ : ଏଣିକି ଅଳିଆ ଗଦାରେ ଫିଙ୍ଗା ହେବେ ନାହିଁ ଅଲୋଡା ସନ୍ତାନ । କାରଣ ଅଲୋଡା ଓ ଅବାଂଛିତ ସନ୍ତାନଙ୍କ ପାଇଁ ଆରମ୍ଭ ହୋଇଛି ଶିଶୁ ଝୋଲା କାର୍ଯ୍ୟକ୍ରମ । ପ୍ରତିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଅଲୋଡା ନବଜାତଙ୍କ ପାଇଁ ଦୋଳିଟିଏ ସ୍ଥାପନ କରିଛି…

ଛତ୍ରପୁର କାଉନସିଲର ହତ୍ୟା ମାମଲା ! ହାଜର ହେଲେନି ଭୃଗୁ, ଗୋଲକଙ୍କ ଭଳି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମାଗିଲେ ଗୋଟିଏ…

କନକ ବ୍ୟୁରୋ: ହାଜର ହେଲେନି, ମହଲତ ମାଗିଲେ । ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଞ୍ଜାମ ପୋଲିସ ନିକଟରେ ହାଜର ହେଲେନି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । ଏପରିକି ଅସୁସ୍ଥ ଥିବାରୁ ତାଙ୍କୁ ୧ ମାସ ପର୍ଯ୍ୟନ୍ତ ମହଲତ ଦେବାକୁ ଭୃଗୁ ନିଜର ଓକିଲଙ୍କ…