Daily Archives

December 10, 2018

ଆଶ୍ଚର୍ଯ୍ୟ ହେଲେ ବି ସତ: ପିଲାଟି ଦିନରୁ ‘ଖଇ’ ଖାଇ ବଞ୍ଚୁଛି ୧୩ ବର୍ଷୀୟା ଝିଅ ।

କନକ ବ୍ୟୁରୋ: ଖଇ ମୁଢି ଖାଇ ବଂଚିଛି ଜୀବନ । କଥା ଟା ଶୁଣି ଆଶ୍ଚାର୍ଯ୍ୟ ଲାଗୁ ଥିଲେ ହେଁ ଘଟଣା ଟି କିନ୍ତୁ ସତ । ବର୍ଷେ ନୁହଁ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୨ ବର୍ଷ ଧରି ଖଇ ଖାଇ ଜୀବନ ଯାପନ କରୁଛି ଜଣେ ଆଦିବାସୀ ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚମ୍ପାପାଣି…

କମୁଛି ଜନସଂଖ୍ୟା ! ଜନତାଙ୍କୁ ସରକାରଙ୍କ ଅପିଲ, ‘ଡେରି ନକରି ଶୀଘ୍ର ପିଲା ଜନ୍ମ କର’

ଆମ ଦେଶ ଭାରତରେ ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାର ଲୋକଙ୍କୁ ସଚେତନ କରିବା ସହ ଅନେକ ନିୟମ ମଧ୍ୟ ପ୍ରଣୟନ କରିଛନ୍ତି । ତଥାପି ଲୋକେ ସଚେତନ ହେଉନାହାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ଦେଶ ଅଛି, ଯେଉଁଠି ଜନସଂଖ୍ୟା ବଢ଼ୁନଥିବା ଯୋଗୁଁ ସରକାର…

ସଚିବାଳୟରେ ପାକ୍ ହାଇକମିଶନର: ନବୀନଙ୍କୁ ଭେଟିଲେ, ବିଶ୍ୱକପ ଆୟୋଜନ ପାଇଁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ: ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପାକିସ୍ତାନ ହାଇକମିଶନର ସୋହେଲ ମହମ୍ମଦ । ବିଶ୍ୱକପ ହକି ଦେଖିବା ଲାଗି ସୋହେଲ ମହମ୍ମଦ ଭୁବନେଶ୍ୱର ଆସିଥିଲେ । ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଶ୍ୱକପ ଆୟୋଜନ ପାଇଁ ଧନ୍ୟବାଦ ଦେଇଛନ୍ତି । କ୍ରୀଡା କ୍ଷେତ୍ରରେ…

ଅଗ୍ନି-୫ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ । ରାଡାରରେ ପୂରା ପାକିସ୍ତାନ ସହ ରହିବ ଚୀନର ଅଧିକାଂଶ ଅଞ୍ଚଳ, ୨୦…

କନକ ବ୍ୟୁରୋ : ଚାନ୍ଦିପୁର ଏପିଜେ ଅବଦୁଲ କଲାମ ଦ୍ୱିପରୁ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଅପରାହ୍ନ ୧ଟା ୨୮ମିନିଟରେ କଲାମ ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ମାଣ କରିଥିବା ଅଗ୍ନି-୫…

କୋଣାର୍କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ । ସୂର୍ଯ୍ୟ ମନ୍ଦିର କୀର୍ତ୍ତିରାଜିର ସୁରକ୍ଷା ଉପରେ କେନ୍ଦ୍ରମନ୍ତ୍ରୀ ମହେଶ…

କନକ ବ୍ୟୁରୋ: କୋଣାର୍କ ସୁରକ୍ଷା ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ । ରାଜ୍ୟ ଅତିଥି ଭବନରେ ଚାଲିଥିବା ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ ଓ ଏଏସଆଇ ମହାନିର୍ଦ୍ଦେଶକ । ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଅଶୋକ…

କମାଲ କଲେ ଓଡିଆ ସ୍କୁଲ ଛାତ୍ର । ନିର୍ମାଣ କଲେ ସ୍ମାର୍ଟ ଧାନକଟା ଯନ୍ତ୍ର, ଧାନ କାଟିବା ସହ ରହିଛି ଏଫଏମ,…

କନକ ବ୍ୟୁରୋ : ଛାତ୍ର ନିର୍ମାଣ କଲେ ସ୍ମାର୍ଟ ଧାନକଟା ଯନ୍ତ୍ର । ଗଂଜାମ ଜିଲ୍ଲା ସଦର ମହକୁମା ଠାରୁ ଶହେ କିମିରୁ ଉଦ୍ଧ୍ୱର୍ ଦୂରରେ ଜଣେ ଛାତ୍ର ବିଜ୍ଞାନ ମେଳାରେ ଏକ ସ୍ମାର୍ଟ ଧାନକଟା ଯନ୍ତ୍ର ତିଆରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥିରେ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ…