Daily Archives

October 12, 2018

ତିତଲି ଗଲା ବନ୍ୟା ଆସିଲା । ବନ୍ୟା ଜଳରେ ବୁଡି ରହିଥିବା ଅଞ୍ଚଳର କିଛି ଚିତ୍ର, କେଉଁଠି ପୋଲକୁ ଭସାଇ ନେଇଛି ତ ପୁଣି…

କନକ ବ୍ୟୁରୋ : ବାତ୍ୟା , ଗଂଜାମରେ ବିଶେଷ କ୍ଷୟକ୍ଷତି କରିନାହିଁ । ହେଲେ ଏହାର ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ତିନି ଦିନର ପ୍ରବଳ ବର୍ଷାରେ ଫୁଲିଉଠିିଛି ଅଧିକାଂଶ ନଦୀ । ଆଉ ନଦୀର ବନ୍ୟାଜଳ ଆତଙ୍କ ସୃଷ୍ଟି କରିଛି ଓଡିଶାରେ । ଗଂଜାମ, ଗଜପତି,…

ଆନ୍ଧ୍ର ପାଇଁ ଭୟଙ୍କର ରୂପ ନେଇ ଆସିଥିଲା ତିତଲି । କେଉଁଠି ପବନର ବେଗ ଆଗରେ ରାସ୍ତା ଉପରେ ଅସହାୟ ଭାବେ ପଡି ରହିଥିଲା…

କନକ ବ୍ୟୁରୋ : ତିତଲିର ତାଣ୍ଡବ ପବନ ଆକାରରେ ଯେତେ ଭୟଙ୍କର ହୋଇନଥିଲା, ତାହା ଠାରୁ ଅଧିକ ବର୍ଷା ଆକାରରେ ସାମ୍ନାକୁ ଆସିଛି । ବାତ୍ୟା ସିନା ଚାଲିଗଲା, ହେଲେ ସାଥିରେ ନେଇ ଆସିଥିବା ବର୍ଷା ଏବେ ଏକ ବଡ ବିପଦ ହୋଇ ଉଭା ହୋଇଛି । ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମରୁ କନକ ନ୍ୟୁଜ୍ କଏଦ କରିଛି ଏମିତି…

ଶେଷ ମୁହୂର୍ତ୍ତରେ ଗତିପଥ ବଦଳାଇଲା ତିତଲି! ରେଡ ୱାର୍ଣ୍ଣିଂ ଜାରି ହୋଇନଥିବା ଜିଲ୍ଲାରେ ତାଣ୍ଡବ ରଚିଲା, ବଡ ଧରଣର…

କନକ ବ୍ୟୁରୋ : ପାଣିପାଗ ବିଭାଗ ଆକଳନ କରୁଥିଲା, ବାତ୍ୟା ତିତଲି- ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ । ହେଲେ ଶେଷ ମୁହୂର୍ତରେ ସମସ୍ତଙ୍କୁ ଚକମା ଦେଇଥିଲା ବାତ୍ୟା । ଗୋପାଳପୁର ଠାରୁ ୭୦ କିଲୋମିଟର ଦୂର ପଲାସା ଅଂଚଳରେ ହିଟ୍ କଲା ତିତଲି । ଏହାର…

ଭାରତ ସମେତ ପୂରା ବିଶ୍ୱକୁ ଧମକ ଦେଲେ ଟ୍ରମ୍ପ । କହିଲେ, ଦମ ଅଛି ତ ୪ ନଭେମ୍ବର ପରେ ଇରାନ ଠାରୁ ତୈଳ କିଣକି ଦେଖାଅ,…

ଭାରତ ସମେତ ପୂରା ବିଶ୍ୱକୁ ଧମକ ଦେଲା ଆମେରିକା । ନଭେମ୍ବର ୪ ତାରିଖ ପରେ ଇରାନ ଠାରୁ କୌଣସି ଦେଶ ତୈଳ କିଣିଲେ ସେହି ଦେଶ ବିରୋଧରେ କଡା ପଦକ୍ଷେପ ନେବାକୁ ଆମେରିକା ପ୍ରସ୍ତୁତ ରହିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ପୂର୍ବରୁ ଆମେରିକାର ଚେତାବନୀ ସତ୍ତେ୍ୱ ମଧ୍ୟ ଋଷ ଠାରୁ ଭାରତ…

ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ । ‘ତିତଲି’ ପ୍ରଭାବିତଙ୍କୁ ସହାୟତା ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଲେ…

କନକ ବ୍ୟୁରୋ: ତିତିଲି ପରବର୍ତି ଲଗାଣବର୍ଷାରେ ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା । ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ବଜାୟ ରଖିବାକୁ ନିର୍ଦ୍ଦେଶ । ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସତର୍କ…

#ମି-ଠୁ ବିଚାର ପାଇଁ କେନ୍ଦ୍ର ଗଠନ କରିବ କମିଟି । ଅଭିଯୋଗର ସତ୍ୟତା ନେଇ ହେବ ଅନୁଧ୍ୟାନ ।

କନକ ବ୍ୟୁରୋ: ମି-ଠୁ ଅଭିଯୋଗର ହେବ ଜନଶୁଣାଣି । ୪ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠନ ହେବ ଏକ ପ୍ୟାନେଲ । ଏନେଇ ସୁଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ  । ମେନକା କରିଛନ୍ତି ଯେ ‘ମି ଠୁ’ ଅଭିଯାନ ଜରିଆରେ ମହିଳା ଆଣୁଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ…