Daily Archives

October 12, 2018

ଭାରତୀୟ ଡାକ୍ତର କଲେ କମାଲ । ଅପରେସନ କରି ମହିଳାଙ୍କ ପେଟରୁ ବାହାର କଲେ ୩୩ କିଲୋଗ୍ରାମର ଟ୍ୟୁମର

ତାମିଲନାଡୁର କୋଏମ୍ବାଟୁର ସହରରେ ଏକ ବିରଳ ଅପରେସନ କରାଯାଇଛି । ଜଣେ ମହିଳାଙ୍କ ପେଟ ଅପରେସନ କରାଯାଇ ୩୩.୫ କିଲୋଗ୍ରାମର ଟ୍ୟୁମର ବାହାର କରାଯାଇଛି । ଅପରେସନ ମାଧ୍ୟମରେ ଯେଉଁ ଟ୍ୟୁମର ବାହାର କରାଯାଇଛି ତାହା ଦୁନିଆର ସବୁଠୁ ବଡ ଟ୍ୟୁମର ବୋଲି କୁହାଯାଉଛି । ଉଟିରେ କାମ କରୁଥିବା ଏହି ମହିଳା…

ବ୍ୟାଙ୍କ୍ ସର୍ଭର ହ୍ୟାକ୍ କରି ୧୪୩ କୋଟି ଟଙ୍କା ଉଡାଇ ନେଲେ ହ୍ୟାର୍କସ ! ଏଯାଏଁ ପୋଲିସ ହାତ ଖାଲି

ଯେଉଁଭଳି ଭାବେ ଅନଲାଇନ କାରବାର ବଢି ଚାଲିଛି ସେହି ଅନୁପାତରେ ସାଇବର ଠକେଇ ମଧ୍ୟ ବଢି ଚାଲିଛି । ମୁମ୍ବାଇରେ ଏକ ବଡ଼ ଧରଣର ସାଇବର୍ ଜାଲିଆତି ହୋଇଥିବା ଖବର ରହିଛି। ହ୍ୟାକର୍ସମାନେ ୧୪୩ କୋଟି ଟଙ୍କାର ବ୍ୟାଙ୍କ୍ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ମରିସସର…

ବୈଜୟନ୍ତଙ୍କୁ ବିଜେଡିର ଟାର୍ଗେଟ । ‘ତିତଲି’ ପାଇଁ ଲଢୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀର ଏସି ରୁମରେ ବସି ସମାଲୋଚନା…

କନକ ବ୍ୟୁରୋ: ବୈଜୟନ୍ତଙ୍କୁ ବିଜେଡ଼ିର କଡ଼ା ଜବାବ । ଗତ ବୁଧବାର ଦିନ ସନ୍ଧ୍ୟାରେ ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ନବୀନଙ୍କୁ ସମାଲୋଚନା କରିଥିଲେ ବୈଜୟନ୍ତ । ଯାହାର ପ୍ରତି ଜବାବ ରଖିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ରଙ୍କ କହିବା ମୁତାବକ ପ୍ରତିଟି…

‘ତିତଲି’ ପାଇଁ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ! ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର…

କନକ ବ୍ୟୁରୋ : ତିତଲିର ସ୍ଥିତି ସମୀକ୍ଷା କରିବେ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଜଳସମ୍ପଦ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଂଜନ ପୁôଜାରୀ ଓ ସୁଶାନ୍ତ ସିଂ…

ବିଜେଡ଼ିର ୧୪ ଜଣିଆ ନୂଆ ମୁଖପାତ୍ର ତାଲିକା । ନିଯୁକ୍ତ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, କିଏ ଆସିଲେ କିଏ ପଡ଼ିଲେ…

କନକ ବ୍ୟୁରୋ: ବିଜେଡ଼ିର ୧୪ ଜଣିଆ ନୂଆ ମୁଖପାତ୍ରଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଆଗରୁ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ସେହିଭଳି ଅମର ପଟ୍ଟନାୟକ ମଧ୍ୟ ଦଳର ମୁଖପାତ୍ର…

ବନ୍ୟାସ୍ଥିତି ନେଇ ଜଳସଂପଦ ସଚିବଙ୍କ ପ୍ରେସମିଟ୍ : ଜି.ଉଦୟଗିରିରେ ସର୍ବାଧିକ ୩୫୧ ମିମି ବର୍ଷା ରେକର୍ଡ

କନକ ବ୍ୟୁରୋ : ତିତଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏବେ ହୁଏତ ବର୍ଷା କମି ଯାଇଛି, ହେଲେ ଜମି ରହିଥିବା ପାଣି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ତେବେ ବାତ୍ୟା ତିତଲି ଯିବା ପରେ ବର୍ଷା ଯୋଗୁ ଗଂଜାମ ଜିଲ୍ଲାର ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।…