Daily Archives

September 22, 2018

ଆଉ ପାଖରେ ରଖିବାକୁ ପଡିବନି ନଗଦ ଟଙ୍କା ! ଏହି ଗୋଟିଏ କାର୍ଡ ଦେଖାଇ ଆପଣ କରିପାରିବେ ଟ୍ରେନ, ବସ୍ ଏବଂ ଅଟୋରେ ଯାତ୍ରା

ଖୁବ୍ ଶୀଘ୍ର ଦେଶବାସୀଙ୍କୁ ଗୋଟିଏ ସହରରୁ ଅନ୍ୟ ଏକ ସହର ତଥା ସହର ଭିତରେ ଯାତ୍ରା କରିବା ସମୟରେ ବିଭିନ୍ନ ପ୍ରକାରର କାର୍ଡ କିମ୍ବା କ୍ୟାସ ରଖିବା ଭଳି ସମସ୍ୟାରୁ ମୁକ୍ତି ମିଳିବ । କାହିଁକି ନା ଜନତାଙ୍କ ସୁବିଧା ପାଇଁ ମୋଦି ସରକାର ଖୁବ୍ ଶୀଘ୍ର ସାରା ଦେଶରେ ଲାଗୁ କରିବାକଯାଉଛନ୍ତି ଏକ କମନ…

ମୋଦିଙ୍କ ଅଭିଯୋଗର କଡ଼ାଗଣ୍ଡା କରି ଜବାବ ଦେଲେ ନବୀନ । ସମୟ ସହ ତାଳ ଦେଇ ବଦଳିଲା ଆଭିମୁଖ୍ୟ ।

କନକ ବ୍ୟୁରୋ: ଆଗାମୀ ୨୦୧୯ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ ଦେଖିବାକୁ ମିଳିପାରେ ମହାସଂଗ୍ରାମ ! କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଆରୋପ ଓ ପ୍ରତ୍ୟାରୋପରୁ ହିଁ ଏହାର ଝଲକ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ଥିଲା…

ଲଂଚ ହେଲା ଭାରତର ପ୍ରଥମ ‘ଦେସୀ GPS’ ! ଏଣିକି ଅତି ସହଜରେ ହୋଇପାରିବ ଲୋକେସନ୍ ଟ୍ରାକ୍ ।

ସ୍ମାର୍ଟଫୋନ ଏବଂ ଅନ୍ୟ କମ୍ପ୍ୟୁଟର ଡିଭାଇସରେ ଏଣିକି ଅତି ସହଜରେ ହୋଇପାରିବ ଲୋକେସନ୍ ଟ୍ରାକ୍ । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ଫ୍ରେଞ୍ଚ-ଇଟାଲିଆନ୍ ସେମି କଣ୍ଡକ୍ଟର ମାନୁଫ୍ୟାକଚରିଙ୍ଗ ଏସଟି ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ଭାରତର ପ୍ରଥମ ଦେଶୀ ଜିପିଏସ୍ ମଡ୍ୟୁଲ୍ ଲଞ୍ଚ କରିଛି…

ସାବଧାନ ! କ୍ୟାନସର କରାଉଛି ବିଜୁଳି ଆଲୁଅ, ନିଦ୍ରାହିନତା ସହ ହରମୋନ ସ୍ତରରେ ପକାଇଥାଏ ଖରାପ ପ୍ରଭାବ

ଦିନକୁ ଦିନ କର୍କଟର ସମସ୍ୟା ଦୁନିଆରେ ବଢ଼ିବାରେ ଲାଗିଛି। ଲକ୍ଷାଧିକ ଲୋକଙ୍କର କର୍କଟ ଯୋଗୁଁ ଜୀବନ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାର ଅନେକ କାରଣ ରହିଛି। ଯେପରିକି, ଅବହେଳିତ ଖାଦ୍ୟପେୟ, ଧୂମପାନ ଓ ମଦ୍ୟପାନ ଇତ୍ୟାଦି । ତେବେ ଆପଣ ଜାଣିଛନ୍ତି କି ସାଧାରଣତଃ ସମସ୍ତ ସ୍ଥାନରେ…

ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ ! ବିପଦ ସଙ୍କେତ ଉପରେ ବୈତରଣୀ, ଗାଁରେ ପଶିଲା ପାଣି ।

କନକ ବ୍ୟୁରୋ : ବୈତରଣୀ ନଦୀରେ ପୁଣି ବନ୍ୟା ଆସିଛି । ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଚଳିତ ବର୍ଷ ବୈତରଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି । ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ନଦୀର ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ନଦୀ ଆଖୁଆପଦା ଠାରେ…

ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ, ଭୁଲିଗଲେକି ଉଜ୍ଜଳା ଓ ସ୍କିଲ ଇଣ୍ଡିଆ ସ୍କାମ୍ ?

କନକ ବ୍ୟୁରୋ : ଝାରସୁଗୁଡାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦ ଲକ୍ଷ ପରିବାରକୁ ଯୋଡା ଯାଇଛି । ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ରାଶି…