Daily Archives

September 22, 2018

ପୁଣି ବର୍ଷିବ ! ଆସନ୍ତା ୨୪ ଘଂଟା ଭିତରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ…

କନକ ବ୍ୟୁରୋ: ଗତକାଲି ବିଦର୍ଭ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିଛି। ଏହି ଅବପାତ ଗତି ପ୍ରଭାବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବ କିଛି ମାତ୍ରାରେ ଓଡ଼ିଶାକୁ ପ୍ରଭାବିତ କରିଛି। ଏହାର ପ୍ରଭାବ ହେତୁ…

କେଉଁଠି ଏବଂ କେତେବେଳେ ଉଠାଇଥିଲେ ଫଟୋ ଜାଣିବାକୁ ଚାହୁଁଛନ୍ତି କି ? ଆପଣଙ୍କ ମୋବାଇଲରେ ଏଭଳି କରନ୍ତୁ ସେଟିଂ ।

ସ୍ମାର୍ଟଫୋନ ଏବେ ସମସ୍ତେ ବ୍ୟବହାର କରୁଛନ୍ତି । ପ୍ରତ୍ୟକଟି ବ୍ୟକ୍ତିଙ୍କ ହାତରେ ସ୍ମାର୍ଟ ଫୋନ ଦେଖିବାକୁ ମିଳିଯାଇଥାଏ । ମୋବାଇଲରେ ଅନେକ ସୁବିଧା ଉପଲବ୍ଧ ଥିବାରୁ ୟୁଜର୍ସମାନେ ଅନେକ କାମ ମୋବାଇଲ ଦ୍ୱାରା ଘରେ ବସି ପୁରା କରିଥାନ୍ତି । କିନ୍ତୁ ମୋବାଇଲରେ କିଛି ଏପରି ଅପସନ ରହିଛି ଯାହା…

ଆପଣଙ୍କ ପାଖରେ ରହିଛି କି ଏଭଳି ଆଧାର କାର୍ଡ ? ତେବେ ୟୁଆଇଡିଏଆଇ କରିବ ରଦ୍ଦ । ଜାଣନ୍ତୁ କାହିଁକି

ବର୍ତ୍ତମାନ ପରିସ୍ଥିତି ଉଭୟ ସରକାରୀ ଏବଂ ବେସରକାରୀ ସେବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ । କେନ୍ଦ୍ର ସରକାରଙ୍କର ଏହି ଘୋଷଣା ପରେ ପରେ ଏବେ ସମସ୍ତ ସେବା ଓ ଯୋଜନା ପାଇଁ ଆଧାର ଅତି ଜରୁରୀ ହୋଇପଡିଛି । ସେହିପରି ଆଧାରକାର୍ଡର ସୁରକ୍ଷା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା…

ବିଭିନ୍ନ ସରକାରୀ ବ୍ୟାଙ୍କରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ମାସିକ ଦରମା ୨୦ ହଜାରରୁ ବି ଅଧିକ,ଜାଣନ୍ତୁ…

ନ୍ୟାସନାଲାଇଜଡ ବ୍ୟାଙ୍କମାନଙ୍କରେ ୭୨୭୫ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉତ୍ତରପ୍ରଦେଶରେ ସର୍ବାଧିକ ୯୪୪ଟି ପଦବୀେରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ତାମିଲନାଡୁରେ ୭୯୨ଟି ଏବଂ ମହାରଷ୍ଟ୍ରରେ ୭୭୨ଟି, ବିହାରରେ ୧୭୮ଟି ଏବଂ…

ତାଳଚେର ପରେ ଝାରସୁଗୁଡ଼ାରେ ନବୀନଙ୍କୁ ନିଶାନା କଲେ ମୋଦି । କହିଲେ ପିସି କାରବାର ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ।

କନକ ବ୍ୟୁାରୋ: ତାଳଚେର ପରେ ଝାରସୁଗୁଡ଼ାରେ ରାଜ୍ୟସରକାରଙ୍କୁ ସିଧା ନିଶାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ ପରେ ଝାରସୁଗୁଡ଼ାର ଅମଲିପାଲିରେ ସାଧାରଣ ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି । ଓଡ଼ିଶା ଭଳି ରାଜ୍ୟରେ ପିସି କାରବାର ଏକ ପରିଚିତ ନାଁ…

ଜଗନ୍ନାଥ ମନ୍ଦିରରେ ରହିବନି ଦାନ ଥାଳି ! ପରିଚାଳନା ବୈଠକରେ ନିଆଗଲା ବଡ ନିଷ୍ପତି, ଭକ୍ତଙ୍କ ପାଇଁ ହେବ ବିଶ୍ରାମାଗାର

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତି । ଏଣିକି ମନ୍ଦିର ଭିତରେ ଦାନ ଓ ଦକ୍ଷିଣା ନେଇ ପାରିବେନି ସେବାୟତ । ସବୁଠୁ ବଡ କଥା ହେଲା, ମନ୍ଦିର ମଧ୍ୟରେ ଥାଳି ଓ ଦାନ ପାତ୍ର ରହିବ ନାହିଁ ।ଶ୍ରୀମନ୍ଦିର ମଧ୍ୟରେ ଥିବା ପାଶ୍ୱର୍ ଦେବାଦେବୀଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ…