Daily Archives

September 16, 2018

ସୁନ୍ଦରୀ ଭୟରେ ସ୍କୁଲ ଦ୍ୱାର ମାଡୁନାହାନ୍ତି ଶିକ୍ଷକ, ବାପା ମା’ଙ୍କ ସୁରକ୍ଷା ବଳୟ ମଧ୍ୟରେ ପାଠ ପଢୁଛନ୍ତି…

କନକ ବ୍ୟୁରୋ : ସାତକୋଶିଆରେ ମଣିଷ ଶିକାର କରିଛି ସୁନ୍ଦରୀ । କନକ ନ୍ୟୁଜ୍ କ୍ୟାମେରା ସମ୍ମୁଖରେ ଗ୍ରାମବାସୀ ବଖାଣିଲେ ସେଦିନର ପୁରା କାହାଣି । କହିଲେ ଆଖି ସାମନାରେ କେମିତି ମହିଳାଙ୍କୁ ଟାଣି ଟାଣି ନେଇଥିଲା ବାଘୁଣି ସୁନ୍ଦରୀ । ସେପଟେ ବାଘୁଣି ଭୟ ଏମିତି ଘାରିଛି ଯେ ସ୍କୁଲ ଖୋଲା ଅଛି…

ଲୋକଙ୍କ ଟଙ୍କାରେ ଦାନୀ କର୍ଣ୍ଣ ସାଜୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ! ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ…

କନକ ବ୍ୟୁରୋ : କ୍ରମାଗତ ଭାବରେ ବଢ଼ୁଥିବା ତେଲ ଦର ଏବେ ରାଜନୀତିରେ ନିଆଁ ଲଗାଇ ଦେଇଥିବା ବେଳେ ମଧ୍ୟବିତ ଏବଂ ଗରିବଙ୍କ ପକେଟ ଉପରେ ହେଉଛି ମହଙ୍ଗା ମାଡ଼ ।ଲୋକପ୍ରିୟ କଥାକାର ଚେତନ ଭଗତ ଏହାକୁ ରବିନ୍ ହୁଡ୍ ଶୈଳୀରେ ସରକାର ଟିକସ ନେଉଛନ୍ତି ବୋଲି କଟାକ୍ଷ କରିଛନ୍ତି । ରବିନ୍ ହୁଡର ଭୂମିକା…

ନକ୍ସଲଙ୍କ ମୁହଁରେ ଲାଲଗଡର କାହାଣୀ ! କହିଲେ ମାଓ ସଙ୍ଗଠନକୁ ଚାରିଆଡୁ ଘେରିଛନ୍ତି ସୁରକ୍ଷାକର୍ମୀ , କଠିନ ପରିସ୍ଥିତି…

କନକ ବ୍ୟୁରୋ : କଠିନ ପରିସ୍ଥିତି ଦେଇ ଗତି କରୁଛି ଲାଲବାହିନୀ । ଏହାକୁ କ୍ୟାମେରା ସାମନାରେ ସ୍ୱୀକାର କରିଛନ୍ତି ବାଂଶଧାର ଘୁମୁସର ନାଗାବଳୀ ଡିଭିଜନର ଟପ୍ ମାଓନେତା ଉମାକାନ୍ତ । ହେଲେ ଦେଖାଇଛନ୍ତି ଦମ୍ଭୋକ୍ତି । କହିଛନ୍ତି ସରକାରଙ୍କ ଫାଶିବାଦୀ ଦମନ ଯୋଗୁଁ କଠିନ ପରିସ୍ଥିତି ସୃଷ୍ଟି ହୋଇଛି…

ମୋଦି ଆସିବେ, କଣ କହିବେ ? ନବୀନଙ୍କ ଉପରେ ବର୍ଷିବେ ନା ସଙ୍କଟର ସାଥୀ ଭାବି ଚୁପ୍ ରହିବେ

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ମୋଦିଙ୍କ ଓଡିଶା ଗସ୍ତ ଉପରେ ଏବେ ସମସ୍ତଙ୍କ ନଜର । ଓଡିଶାରେ ରାଜନୈତିକ ଉଷ୍ମତା ବଢ଼ିଯାଇଥିବାବେଳେ ମୋଦି କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବେ ତାଉପରେ ନଜର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋଦି ଟାର୍ଗେଟ କରିବେ ନାଁ ନାହିଁ ତାହା ରାଜନୈତିକ…

ଏଣିକି ରାସ୍ତା କଡରେ ଅଳିଆ ଏବଂ ପ୍ଲାଷ୍ଟିକ ଗୋଟାଉଥିବା ପିଲାମାନଙ୍କୁ ମିଳିବ ଶିକ୍ଷାଗତ ଅଧିକାର ! ଏହି ଏନଜିଓ ବଢାଇଲା…

ବିଭିନ୍ନ ସହରର ରାସ୍ତା କଡ ଓ ଗଳି ମାନଙ୍କରୁ ପ୍ଲାଷ୍ଟିକ ଏବଂ ଅଳିଆ ଆବର୍ଜନା ଗୋଟାଉଥିବାର ଅନେକ ଲୋକ ଦେଖିବାକୁ ମିଳିଥାନ୍ତି । ଏଥି ମଧ୍ୟରୁ ଅଧିକାଶଂ ଛୋଟ ପିଲା ପ୍ଲାଷ୍ଟିକ ଗୋଟାଉଥିବାର ଦେଖିବାକୁ ମିଳିଛି । ରାସ୍ତାକଡରୁ ପ୍ଲାଷ୍ଟିକ ଗୋଟାଉଥିବା ଏହି ଛୋଟ ପିଲାମାନେ ସମାଜରେ ବଦନାମ ହେବା…

ଭାରତକୁ ପ୍ରଥମ ଥର ପାଇଁ ଆସିଲା ଅଟୋମେଟେଡ କନସେପ୍ଟ ଟ୍ରାକ୍ଟର ! ଏଣିକି ଚାଷ କ୍ଷେତ୍ରେରେ ହେବ ଆହୁରି ଉନ୍ନତ୍ତି ।

ଏସ୍କର୍ଟସ ଲିମିଟେଡ୍, ଏହାର ସ୍ୱତନ୍ତ୍ର ଅଟୋମେଟେଡ୍ ଫାର୍ମିଂ ସଲ୍ୟୁସନ୍ ସହିତ ଭାରତର ପ୍ରଥମ ଅଟୋନୋମସ୍ କନସେପ୍ଟ ଟ୍ରାକ୍ଟର ଲଞ୍ଚ ବିଷୟରେ ଘୋଷଣା କରିଛନ୍ତି, ଯାହାକି ଆଗାମୀ ପିଢିର ଡିଜିଟାଲ୍ ଭେହିକିଲ୍ ଟେକ୍ନୋଲୋଜିର ପାୱାର୍ ସହିତ ପ୍ରିସିସନ୍ ବା ସୁକ୍ଷ୍ମତାଭିତ୍ତିକ କୃଷିକାର୍ ଲକ୍ଷ୍ୟ…