Daily Archives

September 6, 2018

୯ ମାସ ପୂର୍ବରୁ ଭାଙ୍ଗିଲା ତେଲେଙ୍ଗାନା ସରକାର! ବିଧାନସଭାକୁ ଭଙ୍ଗ କରିବା ସହ ୧୦୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ…

କନକ ବ୍ୟୁରୋ : ଆଶ୍ଚର୍ଯ୍ୟଜନକ ଭାବେ ବିଧାନସଭାକୁ ଆଗୁଆ ଭଙ୍ଗ କରିଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ୯ ମାସ ପୂର୍ବରୁ ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୧୦୫ ଜଣ ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରିଛନ୍ତି । କେନ୍ଦ୍ରରେ ମୋଦି ସରକାର ଏକକ…

ଡେଙ୍ଗୁ-ମ୍ୟାଲେରିଆ ଯୋଗୁଁ ଆପଣଙ୍କ ଶରୀରରୁ ପ୍ଲେଟଲେଟ୍ସ କମିଯାଇଛି କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି…

ପରିବର୍ତ୍ତିତ ଋତୁରେ ଡେଙ୍ଗୁ, ମ୍ୟାଲେରିଆ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପେ । ବିଶେଷ କଥା ଏହା ଯେ, ଏହି ସାଂଘାତିକ ରୋଗରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା କଠିନ ହୋଇଥାଏ । ଡେଙ୍ଗୁ ସମୟରେ ଶରୀରର ବ୍ଳଡ୍ ପ୍ଲେଟଲେଟ୍ସ ଦ୍ରୁତ ଗତିରେ ହ୍ରାସ ପାଏ । ଯାହାକୁ ଭୋଜନରେ ଏହି ୪ଟି ଜିନିଷ ସାମିଲ କରି…

କଣ ଏହି SC/ST ଆଇନ? ଯାହାକୁ ନେଇ ସବର୍ଣ୍ଣ ସଙ୍ଗଠନ ଦେଇଥିଲେ ଭାରତ ବନ୍ଦର ଡାକରା, ଜାଣନ୍ତୁ ପୂରା ଘଟଣା

କେନ୍ଦ୍ର ସରକାରଙ୍କ ସଂଶୋଧିତ ଏସସି ଏସଟି ଆଟ୍ରୋସିଟିଜ୍ ଆଇନ ବିରୋଧରେ ଭାରତ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ସବର୍ଣ୍ଣ ସଂଗଠନ । ଏପରିକି ଭାରତ ବନ୍ଦକୁ ସଫଳ କରିବା ପାଇଁ କେଉଁଠି ରାସ୍ତାରୋକ କରାଯାଇଛି ତ ପୁଣି କେଉଁଠି ଦୋକାନ ବଜାର ବନ୍ଦ କରାଯାଇଛି । ଏସସି/ଏସଟି ଆଟ୍ରୋସିଟିଜ ଆକ୍ଟକୁ ନେଇ…

ରାଜ୍ୟ ବାହାରେ ବି କାମ କରିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ । ଜାଣନ୍ତୁ କେଉଁ ୨୦୮ଟି ପ୍ରାଇଭେଟ ହସ୍ପିଟାଲରେ…

କନକ ବ୍ୟୁରୋ : ରାଜ୍ୟରେ ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କ ସ୍ୱାଧୀନତା ଦେବାକୁ ଏହି ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଥଲେ ମୁଖ୍ୟମନ୍ତ୍ରୀ…

ଗାଡ଼ିରେ ସିଏନଜି ଭର୍ତ୍ତି ସମୟରେ କାହିଁକି ଓହ୍ଲାଇ ପଡନ୍ତି ଲୋକ ? ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ ଏହାର କାରଣ

ଦେଶର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୮ତମ ବାର୍ଷିକ ସିଆମ ସମ୍ମେଳନରେ ଘୋଷଣା କରୁଥିବା ସମୟରେ କହିଲେ କି ବର୍ଷ ୨୦୩୦ ପର୍ଯ୍ୟନ୍ତ ୧୦,୦୦୦ ସିଏନଜି ଷ୍ଟେସନ୍ ଖୋଲାଯିବ । ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ଭାରତରେ ମୋଟ୍ ୧,୪୨୪ ସିଏନଜି ଷ୍ଟେସନର ଗଣନା କରାଯାଇଛି ଓ…

ଆପଣ ଜାଣିଛନ୍ତି କି, ରାଜ୍ୟରେ କିଡ଼ନୀ ରୋଗୀଙ୍କ ସଂଖ୍ୟା କେତେ ? ତଥ୍ୟ ଜାଣିଲେ ବଢିଯିବ ଚିନ୍ତା

କନକ ବ୍ୟୁରୋ: ରାଜ୍ୟରେ ବୃଦ୍ଧି ପାଉଛି କିଡନୀ ରୋଗୀଙ୍କ ସଂଖ୍ୟା । ଏନେଇ ଲିଖିତ ଉତ୍ତରରେ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ସୂଚନା ମୁତାବକ ଦୀର୍ଘ ୪ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଏହି ରୋଗରେ ପିଡିତଙ୍କ ସଂଖ୍ୟା । ରିପୋର୍ଟ ମୁତାବକ ୨୦୧୪ ମସିହାରୁ ୨୦୧୭ ବର୍ଷ…