Daily Archives

August 29, 2019

ବୀର ଯବାନଙ୍କ ବୀରାଙ୍ଗନା ପତ୍ନୀ । ସହିଦ ସ୍ୱାମୀଙ୍କ ଭଳି ବୀର ଯବାନ ସାଜି ରକ୍ତମୁଖା ଲାଲବାହିନୀ ସହ ଲଢିବାକୁ କଲେ ପଣ…

କନକ ବ୍ୟୁରୋ : ଦେଶ ପାଇଁ ନିଜକୁ ବଳି ଦେଇ ଦେଲେ ଆଦିବାସୀ ଯୁବକ । ସାଥୀଙ୍କ ଜୀବନ ବଂଚେଇବାକୁ ଯାଇ ଛାତିରେ ୫ ରାଉଣ୍ଡ ଗୁଳି ଖାଇ ଶତ୍ରୁକୁ ଦମନ କଲେ । ମାଲକାନଗିରି କଦମଗୁଡା ଏନକାଉଂଟରରେ ବୀର ଯବାନ ଜୟ୍ରାମ ସହିଦ ହେବା ପରେ ମାଲକାନଗିରି ଏବେ ମ୍ରିୟମାଣ । ପରିବାର ଭେଣ୍ଡିଆ ପୁଅକୁ ହରାଇ…

ଛଦ୍ମ ଯୁଦ୍ଧରେ ମାହିର ପାକିସ୍ତାନ ଦେଖାଇଲା ଅସଲ ଚରିତ୍ର । କାଶ୍ମୀର ହତାଶା ପରେ ବାରମ୍ବାର ଯୁଦ୍ଧ ଧମକ, ଆଉ ଏବେ…

କନକ ବ୍ୟୁରୋ : କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ, ଭାରତ ଉପରେ ବାରମ୍ବାର ଆକ୍ରମଣ ଧମକ ଦେଉଛି । ଏପରିକି ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ପାକିସ୍ତାନ ପଛାଇବ ନାହିଁ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହାରି ଭିତରେ ଗୁଜରାଟର କଚ୍ଛ…

ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ମଧ୍ୟାହ୍ନ ଭୋଜନ ମନା । ପୂଜା ଦିନ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ସମସ୍ତ ଡିଇଓଙ୍କୁ…

କନକ ବ୍ୟୁରୋ : ଆଗକୁ ଆସୁଛି ଗଣେଶ ପୂଜା । ରାଜ୍ୟର ବିଭିନ୍ନ ସ୍କୁଲରେ ବେଶ ଧୂମଧାମରେ ପାଳନ ହେବ ଗଣେଶ ପୂଜା । କିନ୍ତୁ ଚଳିତ ଥର ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମିଳବନି ମଧ୍ୟାହ୍ନ ଭୋଜନ । ଏନେଇ ମିଡ୍ ଡେ ମିଲ୍ ନୋଡାଲ ଅଫିସର ରାଜ୍ୟର ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି ।…

ମଧ୍ୟବିତଙ୍କ ଉପରେ ପଡିପାରେ ମହଙ୍ଗା ମାଡ । ଆୟକର ସୀମା ବୃଦ୍ଧି କରିପାରନ୍ତି ମୋଦି ସରକାର । ୫ଟି ସ୍ଲାବ ଓ ୩୫ ପ୍ରତିଶତ…

କନକ ବ୍ୟୁରୋ : ଆୟକର ସୀମାରେ ପରିବର୍ତନ ନେଇ ସରକାରଙ୍କୁ ପ୍ରସ୍ତାବ ଦେଇଛି ଡାଇରେକ୍ଟ ଟାକ୍ସ କୋଡ୍ ପାଇଁ ଗଠିତ ହୋଇଥିବା ଟାସ୍କ ଫୋର୍ସ । ଏଥିରେ ଆୟକର ଦାତାଙ୍କ ପାଇଁ ୫ଟି ନୂଆ ସ୍ଲାବ ପ୍ରସ୍ତାବ ରହିଛି । ବାର୍ଷିକ ଅଢେଇ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ ଟାକ୍ସ ବ୍ୟବସ୍ଥା…

କୃଷିଭିତିକ ଗଣପର୍ବ “ନୂଆଖାଇ”କୁ ନେଇ ଉତ୍ସବ ମୁଖର ସାରା ପଶ୍ଚିମ ଓଡ଼ିଶା । ଚାଲିଛି ଜୋରଦାର ପ୍ରସ୍ତୁତି, ନୂଆଖାଇ ଆଣିଛି…

କନକ ବ୍ୟୁରୋ : କୃଷିଭିତିକ ପର୍ବ ନୂଆଖାଇକୁ ନେଇ ଉତ୍ସବ ମୁଖର ସାରା ପଶ୍ଚିମ ଓଡ଼ିଶା । ଗାଁଠୁ ସହର ଚଳଚଂଚଳ । ନୂଆଖାଇ ପର୍ବକୁ ଧୁମ୍ଧାମରେ ପାଳନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବଜାରରେ ନୂଆଧାନ ବିକ୍ରି ହେବା ସହ ଅନ୍ୟାନ ଜିନିଷ କିଣିବାକୁ ଲାଗିଲାଣି ଭିଡ଼ । ନୂଆଖାଇ ପାଇଁ…

ଓଡ଼ିଶାର ଏମିତି ଏକ ଗାଁ । ଯେଉଁଠି ପୂରା ଗାଁକୁ ଜଗିଛି ସିସିଟିଭି ।

କନକ ବ୍ୟୁରୋ : ବଦଳୁଛି ଓଡ଼ିଶା, ବଦଳୁଛି ଗାଁ । ଦିନକୁ ଦିନ ହାଇଟେକ ହେଉଛି ଗାଁ । ସେହିଭଳି ଏକ ଗାଁ ହେଉଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ହଳଦୀ ଗାଁ । ରାଜ୍ୟର ସବୁଠୁ ସୁରକ୍ଷିତ ଗାଁ ଭାବେ ଏବେ ଚର୍ଚ୍ଚାକୁ ଆସିଛି ହଳଦୀ ଗାଁ । କାରଣ ସିସିଟିଭି ରାଡାରରେ ରହିଛି ପୂରା ଗାଁ ।…