Daily Archives

August 29, 2019

ଏମାର ମଠରେ ଆଉ ଏକ ଗୁପ୍ତ ସୁଡଙ୍ଗ ଠାବ । ସୁଡଙ୍ଗ ଭିତରେ ବଡ ସିନ୍ଧୁକ ଥିବା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ।

କନକ ବ୍ୟୁରୋ : ଏମାର ମଠ ଉଚ୍ଛେଦ କାର୍ଯ୍ୟ ଯେତେ ଆଗେଇ ଚାଲିଛି ସେତିକି ରହସ୍ୟ ସାମ୍ନାକୁ ଆସୁଛି । ଆଜି ଉଚ୍ଚେଦ କାମ ଆରମ୍ଭରୁ ଗୁପ୍ତ ସୁଡଙ୍ଗ ଦେଖିବାକୁ ମିଳିଥିଲା । ଆଉ ଏବେ ଆଉ ଏକ ଗୁପ୍ତ ସୁଡଙ୍ଗ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ୧୦ ଫୁଟର ଏହି ସୁଡଙ୍ଗ ମଧ୍ୟରେ ଏକ ବଡ ସିନ୍ଧୁକ…

ନିର୍ବାଚନ ସରିଲା, ବିଜେପି ଓ ଦାମଙ୍କ ମଧ୍ୟରେ ଦୂରତା ବଢ଼ିଲା : ଦଳୀୟ ଅବହେଳାକୁ ହୃଦବୋଧ କରୁଛନ୍ତି ବରିଷ୍ଠ ନେତା

କନକ ବ୍ୟୁରୋ : ନିର୍ବାଚନ ସରିଲା । ବିଜେପି ଓ ଦାମଙ୍କ ମଧ୍ୟରେ ଦୂରତା ବଢ଼ିଲା । ବିଜେପି ଉପରେ ଅସନ୍ତୁଷ ଦାମ ରାଉତ୍ । ନିର୍ବାଚନର ଅନେକ ଦିନ ପରେ ବିଜେପି ବିରୋଧରେ ମୁହଁ ଖୋଲିଛି ବରିଷ୍ଠ ନେତା ଦାମୋଦର ରାଉତ । ମୁହଁର ଭାବରୁ ଜଣାପଡ଼ୁଛି ବିଜେପି ପାଇଁ ଏବେ ଅଲୋଡ଼ା ହୋଇଯାଇଛନ୍ତି ଦାମ ରାଉତ୍…

କାଶ୍ମୀରକୁ ନେଇ ହେଉଥିବା ହଟ୍ଟଗୋଳ ମଧ୍ୟରେ ପାକିସ୍ତାନ ଚଲାଇଲା ଚାଲ୍ ! ବାଲାଷ୍ଟିକ ମିସାଇଲ ‘ଗଜନବୀ’ର ସଫଳ ପରୀକ୍ଷଣ…

ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ମିଶାଇଲ ପରୀକ୍ଷଣ କଲା ପାକିସ୍ତାନ । କାଶ୍ମୀର ପ୍ରସଙ୍ଗକୁ ଚାରିଆଡୁ ନିରାଶ ହେବା ପରେ ମିସାଇଲ ପରୀକ୍ଷଣ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଦର୍ଶାଇ ପାକିସ୍ତାନ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ ଉଦ୍ୟମ କରୁଛି । କାଲି ମଧ୍ୟ ରାତିରେ…

ଆସନ୍ତା ୬ରେ ବାହୁଡିବେ ଜଗା ବଳିଆ । ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବ ଏସସିବି ମେଡିକାଲ, ସାଂଗରେ ଆସିବେ ୪ ଜଣିଆ…

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରୁ ଫେରିବେ ଜଗା ବଳିଆ । ଆସନ୍ତା ୬ ତାରିଖରେ ଦିଲ୍ଲୀ ଏମ୍ସରୁ କଟକ ବଡ ମେଡିକାଲକୁ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆସନ୍ତା ୬ ତାରିଖରେ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ବାହାରି ୭ ତାରିଖରେ କଟକରେ ପହଂଚିବେ । ତାଙ୍କ…

ଦୈନିକ ୩୦୦ ଟଙ୍କା ରୋଜଗାର କରୁଥିବା ଗରିବ ବାପାର ଝିଅ ପାସ୍ କଲା ନିଟ୍ ପରୀକ୍ଷା ! ଏବେ ଡାକ୍ତର ହୋଇ ରୋଗୀଙ୍କ କରିବ…

କୁହନ୍ତି ସଫଳତାର ନିଶା ଯାହାକୁ ଥରେ ଲାଗିବ ତା ଆଗରେ ଭୟ ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟ ନତଜାନୁ ହେବ । ବନ୍ଦ ଆଖିର ସ୍ୱପ୍ନ ସିନା ବିଛଣା ଛାଡିଲେ ମଳିନ ପଡିଯାଏ କିନ୍ତୁ ନିବୁଜ ଆଖିର ସ୍ୱପ୍ନ ଆଖିରୁ ନିଦ ହଜାଇଦିଏ । ଏଭଳି ପ୍ରତିକୂଳ ପରିସ୍ଥିତିର ସିଢି ଚଢି ନିଜ ଲକ୍ଷ୍ୟ ପଥରେ ଅଗ୍ରସର…

ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ : ମାଡ଼ ମାରି ନିଲମ୍ବିତ ହେଲେ ପୁଲିସ ବାବୁ

କନକ ବ୍ୟୁରୋ : ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ । ମାଡ଼ ମାରି ନିଲମ୍ବିତ ହେଲେ ପୁଲିସ କର୍ମଚାରୀ । ବୌଦ୍ଧରେ ସଂପୃକ୍ତ କନେଷ୍ଟବଳ ରଂଜନ ମହାପାତ୍ରଙ୍କୁ ସସପେଣ୍ଡ କରାଯାଇଛି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଳା ଏସପି ରଘୁନାଥ ରାଓ ତାଙ୍କୁ ନିଲମ୍ବିତ…