Daily Archives

May 8, 2019

ଶ୍ରୀମନ୍ଦିର ପାଇଁ ଆଗେଇ ଆସିଲା ଇଣ୍ଡିଆନ ଅଏଲ । ଫୋନିରେ କ୍ଷତି ହୋଇଥିବା ବଡଦେଉଳର ପୁନରୁଦ୍ଧାର ପାଇଁ ଦେଲା ୫ କୋଟି…

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡରେ ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର । ଉଜୁଡି ଯାଇଛି ବଡଦେଉଳର କଳାକୃତି । ଭାଙ୍ଗିଯାଇଛି କଳ୍ପବଟ । ଗତ ୩ ତାରିଖରୁ ବାତ୍ୟା ଫୋନି ଛାଡିଦେଇଥିବା ଚିହ୍ନ କେବେ ଯେ ଲିଭିବ, ତାହା ଆକଳନ କରିବା ମୁସ୍କିଲ । ତେବେ ବଡଦେଉଳରେ ହୋଇଥିବା କ୍ଷୟକ୍ଷତିର ମରାମତି…

ପାଟକୁରା ପାଇଁ ମୁଖ୍ୟ ନିର୍ବାଚନ କମିଶନ ଓ ସିଇଓଙ୍କୁ ଭେଟିଲା ବିଜେପି ଟିମ୍ । ପାଟକୁରା ନିର୍ବାଚନ ଧାର୍ଯ୍ୟ ତାରିଖରେ…

କନକ ବ୍ୟୁରୋ: ପାଟକୁରା ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ । ନିର୍ବାଚନ ହାରିବା ଭୟରେ ପାଟକୁରା ବିଧାନସଭା ନିର୍ବାଚନ ଘୁଚାଂଇବାକୁ ଚେଷ୍ଟା କରୁଛି ବିଜେଡି ଏବଂ ରାଜ୍ୟ ସରକାର । ସାରା ଦେଶରେ ଠିକ୍…

ବାଙ୍କିରେ ବାତ୍ୟାର ବିଭୀଷିକା ଉଜାଡିଦେଇଛି ସବୁକିଛି । ଭାଙ୍ଗିଯାଇଛି ଘର, ଛାରଖାର ହୋଇଯାଇଛି ଗାଁ ।

କନକ ବ୍ୟୁରୋ : ବାତ୍ୟା ଫୋନି ପରେ ବାଙ୍କୀବାସୀଙ୍କ କଷ୍ଟ ଏବେ ନକହିବା ଭଲ । ଫୋନିର ଆଁରେ ଛାରଖାର ହୋଇଯାଇଛି ସବୁକିଛି । ମୁଣ୍ଡ ଗୁଂଜିବାକୁ ଯଉ ବି ଚାଳଘର ଥିଲା, ସେତକ ବି ଚାଲିଯାଇଛି । ଏ ଦୁଃଖ ହେଉଛି ବାଙ୍କି ବ୍ଲକ୍ ସୁବର୍ଣ୍ଣପୁର ପଂଚାୟତର ଘୋଡାବର ଗ୍ରାମବାସୀଙ୍କର । ଗ୍ରାମବାସୀଙ୍କ…

ପୁରୀରେ ‘ଫୋନି’ର କରାଳ ରୂପ । ବଦଳାଇ ଦେଇଛି ପୁରୀ ରାଜଭବନର ନକ୍ସା ।

କନକ ବ୍ୟୁରୋ: ବାତ୍ୟା 'ଫୋନି’ ବଦଳାଇ ଦେଇଛି ପୁରୀ ରାଜଭବନର ନକ୍ସା । ପ୍ରବଳ ଝଡ ତୋପାନରେ ଖଣ୍ଡିଆ ଖାବରା ହୋଇଯାଇଛି ରାଜଭବନ । ଆସବାବପତ୍ର ନଷ୍ଟ ହେବା ସହ ରାଜ୍ୟପାଳ ରହୁଥିବା ଘର ବାଲିଧୂଳିରେ ପୁରି ଯାଇଛି । ଏଥିସହ ବ୍ରିଟିଶ ଅମଳର ଏହି ରାଜଭବନର ବାହ୍ୟଦୃଶ୍ୟ ବୟାନ କରୁଛି କେତେ ଭୟଙ୍କର…

କେବେ ହଟିବ ଅନ୍ଧାର, କେବେ ଆସିବ ବିଜୁଳି ? ରାଜଧାନୀବାସୀଙ୍କ ଦ୍ୱନ୍ଦ୍ୱ ବଢାଉଛି ସେସୁ ଓ ସରକାରଙ୍କ ଭିନ୍ନ ଭିନ୍ନ ବୟାନ…

କନକ ବ୍ୟୁରୋ : ସମସ୍ତଙ୍କ ମୁହଁରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କେବେ ମିଳିବ ବିଦ୍ୟୁତ ସେବା । ୬ ଦିନ ଧରି ଅନ୍ଧାରରେ ରହିବା ପରେ ଲୋକଙ୍କ ରୋଷ ବଢ଼ୁଥିବା ବେଳେ ଅନ୍ୟପଟରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ । ଭୁବନେଶ୍ୱର ଚନ୍ଦକା ଅଂଚଳରେ ୩୩ କେଭି ଲାଇନ୍ ଟାୱାର ପାୱାର ଗ୍ରିଡର…

‘ଫୋନି’ ପରେ ସ୍ୱାସ୍ଥ୍ୟସେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା । ଡାକ୍ତରଖାନାରେ ସ୍ଥିତି ସ୍ୱାଭାବିକ ପାଇଁ…

କନକ ବ୍ୟୁରୋ : ପ୍ରଳୟଙ୍କରୀ ବାତ୍ୟା ଫୋନି ଓ ଏହାର  ପରବର୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା । ସମୀକ୍ଷା ସମୟରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ…