Daily Archives

May 8, 2019

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଚଳରେ ୪ଟା ବଦଳରେ ସନ୍ଧ୍ୟା ୬ଟା ଯାଏଁ ମିଳିବ…

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଗତ ୩ ତାରିଖ ଠାରୁ ବ୍ୟାଙ୍କିଂ ସେବା ଗୁଡିକ ବନ୍ଦ ରହିଛି । ବାତ୍ୟା ଫୋନିର ଭୀଷଣ ତାଣ୍ଡବ ଯୋଗୁଁ ବ୍ୟାଙ୍କିଂ ସେବା ଗୁଡିକ ବିଶେଷଭାବେ ପ୍ରଭାବିତ ହୋଇଥିଲା । ତେବେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି ।…

ବାସ ସହ ଚାଷ ଉଜାଡି ଦେଇଛି ଫୋନି ! ପ୍ରବଳ ପବନରେ ଉଜୁଡିଗଲା ଚାଷ

କନକ ବ୍ୟୁରୋ : ବାତ୍ୟା ଯେ କେବଳ ବାସ ଉଜାଡିଛି ତା ନୁହେଁ, ଚାଷ ବି ଉଜାଡି ଦେଇଛି ଫୋନି । ବର୍ଷା ପବନ ମାଡରେ ବିଲରେ ହିଁ ନଷ୍ଟ ହୋଇଛି ରବି ଫସଲ । ଅମଳ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ମୁଗ ଫସଲ ନଷ୍ଟ କରିଦେଇଛି । ପବନ ମାଡରେ ମୁଗ ଛୁଇଁ ଫାଟି ମଂଜି ଜମିରେ ହିଁ ପଡିଯାଇଛି । ମୁଗ ଭଳି…

ବାତ୍ୟା ଫୋନି ଚାଲିଯିବାର ୫ ଦିନ ପରେ କେମିତି ଅଛନ୍ତି ପୁରୀ ବାସିନ୍ଦା । ଐତିହ ଗ୍ରାମ ରଘୁରାଜପୁରରେ ନଷ୍ଟ ହେଲା…

କନକ ବ୍ୟୁରୋ : ରାହା ଖୋଜୁଛି ରଘୁରାଜପୁର । ପୁରୀ ଜିଲ୍ଲା ରୁଘରାଜପୁରର ପଟ୍ଟଚିତ୍ର ବିଶ୍ୱ ପ୍ରସିଦ୍ଧ । ଏହି କଳାକୃତି ଗାଁ ୧୪୦ ପରିବାରଙ୍କୁ ସାରା ବିଶ୍ୱରେ ପରିଚୟ ଦେଇଛି । ହେଲେ ଗତ ୩ ତାରିଖରେ ଆସିଥିବା ବାତ୍ୟା ଫୋନି ଯେମିତି ଏମାନଙ୍କ ପରିଚୟ ଛଡାଇ ନେଇଛି । କେହି ଘଂଟାର ବାତ୍ୟା ପବନରେ…

ଶ୍ରୀକ୍ଷେତ୍ରରୁ ସ୍ମାର୍ଟ ସିଟି । କିଭଳି ଥିଲା , ଆଉ ‘ଫୋନି’ ପରେ କେମିତି ବଦଳିଗଲା ଦୃଶ୍ୟ ଦେଖନ୍ତୁ…

କନକ ବ୍ୟୁରୋ: ଫଅଁ ଫଅଁ ଗର୍ଜନ କରି ଆସିଲା ଆଉ ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥାନରେ ତାଣ୍ଡବ ରଚି ଫେରିଗଲା ବାତ୍ୟା ‘ଫୋନି’ । ହେଲେ ପ୍ରକୃତିର କରାଳ କାୟାରେ ଛାଡ଼ି ଯାଇଥିବା ଅଭୁଲା ଚିହ୍ନକୁ ସହଜରେ ଭୁଲିପାରିବେନି ରାଜ୍ୟବାସୀ । ବିଶେଷ କରି ପୁରୀ, ଭୁବନେଶ୍ୱର ଓ କଟକ ଭଳି ଓଡ଼ିଶାର ହାର୍ଟ…

ଭାରତୀୟ ଯୋଗଗୁରୁ ସ୍ୱାମୀ ଆନନ୍ଦ ଗିରିଙ୍କୁ ଅଷ୍ଟ୍ରେଲିଆରୁ ଗିରଫ କଲା ପୋଲିସ୍ ! ଯୋଗଶିକ୍ଷା ଆଳରେ ଦୁଇ ଯୁବତୀଙ୍କୁ ଯୌନ…

ଆତ୍ମଘୋଷିତ ଯୋଗଗୁରୁ ସ୍ୱାମୀ ଆନନ୍ଦ ଗିରିଙ୍କୁ ଦୁଇ ଜଣ ବିଦେଶୀ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଅଷ୍ଟ୍ରେଲିଆର ସିଡନିରେ ଗିରଫ କରାଯାଇଛି। ଯୋଗଶିକ୍ଷା ପ୍ରଦାନ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଗିରିଙ୍କୁ ଗତ ୫ ତାରିଖରେ ସେଠାକାର ପୁଲିସ ଦୁଇ ମହିଳାଙ୍କ ଅଭିଯୋଗ ଆଧାରରେ ଗିରଫ…

ମାଟି ତଳେ କୁଡିଆ । କୋଣାର୍କ ଚନ୍ଦ୍ରଭାଗାରେ ବାତ୍ୟାର ଭୟାବହ ଚିତ୍ର, ବାଲି ତଳେ ପୋତି ହେଲା ଡଙ୍ଗା, ଜାଲ ଓ ଚାଳ ଛପର…

କନକ ବ୍ୟୁରୋ  : ମାଟି ତଳେ ପୋତିହୋଇଗଲା କୁଡିଆ  । ଚନ୍ଦ୍ରଭାଗାରେ ବାତ୍ୟା ଫୋନିର ଭୟାବହତା ଏତେ ଥିଲା ଯେ ଛୋଟ କୁଡିଆ, ଡଙ୍ଗା ଓ ଜାଲ ଉପରେ ଚରିିଯାଇଛି ବାଲି । କୋଣାର୍କ ଚନ୍ଦ୍ରଭାଗାର ତଳିଆ ଅଂଚଳରୁ ଆଗୁଆ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ପ୍ରଶାସନ ।  ଫଳରେ ଜୀବନ ସିନା ବଂଚିଗଲା ହେଲେ…