ରାୟବରେଲୀ ପହଂଚି ରାହୁଲଙ୍କ ପାଇଁ ଭୋଟ ଭିକ୍ଷା କଲେ ସୋନିଆ । ଭୋଟରଙ୍କୁ ଭାବୁକ ନିବେଦନ

କନକ ବ୍ୟୁରୋ : ସୋନିଆ ଗାନ୍ଧୀ ଆଜି ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ ଉତ୍ତରପ୍ରଦେଶର ରାଏବରେଲୀ ଆସନରେ ଭୋଟ ଭିକ୍ଷା କରିଛନ୍ତି । ତାଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏନେଇ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସୋନିଆ…

‘ଟୁରିଷ୍ଟ ନେତା’ କହି ବିଜେପିର କେନ୍ଦ୍ରୀୟ ନେତାଙ୍କୁ କଟାକ୍ଷ କଲେ ନବୀନ । ମୁଁ ଅପମାନଜନକ ଭାଷା ପ୍ରୟୋଗରେ ବିଶ୍ୱାସ…

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ବେଳେ ଓଡିଶାରେ ଚାଲିଛି ନେତା-ନେତା ଲଢେଇ ।ବୟାନବାଜିରେ ସରଗରମ ହେଉଛି ପ୍ରଚାର ମୈଦାନ ଏବଂ ରାଜ୍ୟ ରାଜନୀତି । କେନ୍ଦ୍ରୀୟ ନେତା- ରାଜ୍ୟ ନେତୃତ୍ୱଙ୍କୁ କଡା ଭାଷାରେ ସମାଲୋଚନା କରୁଥିବା ବେଳେ ଓଡିଶାର ନେତା ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି…

ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର, ଶାରଦା ପ୍ରଧାନ: ଦଳବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୟଙ୍କୁ ଦଳ ବହିଷ୍କାର କରିଛି । ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ । ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବହିଷ୍କୃତ…

ବ୍ରହ୍ମଗିରିର ଦେଖିବାକୁ ମିଳିବ ବିଗ ଫାଇଟ । କାହାକୁ ବାଛିବେ ଜନତା ତାହା ଉପରେ ସମସ୍ତଙ୍କ ନଜର ।

କନକବ୍ୟୁରୋ: ବ୍ରହ୍ଣଗିରିରେ କାହାକୁ ବାଛିବେ ଜନତା । ମଇଦାନରେ ଦେଖିବାକୁ ମିଳିବ କଡା ଟକ୍କର । ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ମହାଲଢେଇ । ବ୍ରହ୍ମଗିରିର ଦେଖିବାକୁ ମିଳିବ ବିଗ ଫାଇଟ । ଉପକୁଳ ବ୍ରହ୍ମଗିରିକୁ କବଜା କରିବା ଲକ୍ଷ୍ୟରେ ବିଜେପି ଥିବା ବେଳେ ବିଜେଡି ବି ଯୁଦ୍ଧ ମଇଦାନରେ…

ଓଜନ ବୃଦ୍ଧି ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ ।

କନକବ୍ୟୁରୋ: ଫିଟ ରହିବାକୁ କିଏ ନ ଚାହେଁ ଆଜିକାଲି ଦୁନିଆରେ ସମସ୍ତେ ଫିଟ ରହିବ ସହ ନିଜକୁ ସୁସ୍ଥ ରଖିବାକୁ ଚାହାନ୍ତି । ସେଥିପାଇଁ ସମସ୍ତେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ସହ ଉପଯୁକ୍ତ ପରିମାଣର ବ୍ୟାୟମ ,ଶାରିରୀକ ପରିଶ୍ରମ ,ଯୋଗ ଚାଲିବା ଇତ୍ୟାଦି କାମ କରିଥାଆନ୍ତି । କିନ୍ତୁ ଆଜିକାଲିର…

ଆମେଠୀରେ ସ୍ମୃତି ଇରାନୀଙ୍କ ଉପରେ ବର୍ଷିଲେ ଅଖିଳେଶ । କହିଲେ, ଏବେ ସିଲିଣ୍ଡର ବାଲା ସରେଣ୍ଡର କରୁଛନ୍ତି

କନକ ବ୍ୟୁରୋ : ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜି ଆମେଠୀ ଠାରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ୍ ଶର୍ମାଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଏହି କ୍ରମରେ ସେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ…

ବିଜେପି ନେତା ବସି ନିଷ୍ପତ୍ତି ନିଅନ୍ତୁ, କେଉଁ ରାଜ୍ୟକୁ କରିବେ ନମ୍ବର-୧?  କେନ୍ଦ୍ର ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ…

କନକ ବ୍ୟୁରୋ : ଅନୁଗୁଳରେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ । ଓଡ଼ିଶାକୁ ବାରମ୍ବାର ଆସି ପ୍ରଚାର କରୁଥିବା କେନ୍ଦ୍ରୀୟ ନେତାଙ୍କୁ ପ୍ରଶ୍ନବାଣ ମାରିଛନ୍ତି ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ବିଜେପିର ୩ ଜଣ ମୁଖ୍ୟମନ୍ତ୍ରୀ…

ରାଉରକେଲାରେ ଅମିତ ଶାହାଙ୍କ ଗର୍ଜନ: କହିଲେ, ବିଜେଡି ସରକାରକୁ ହଟାଇ ବିକାଶ ଯୁଗ ଆରମ୍ଭ କରିବାର ସମୟ

କନକ ବ୍ୟୁରୋ: ଆଜି ରାଉରକେଲାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଉରେକାଲରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ନରେନ୍ଦ୍ର ମୋଦୀଙ୍କ ବିକାଶର କଥା ଲୋକଙ୍କୁ କହିବା ସହ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି । ଶାହା…

ଆସିଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ । ଜାଣନ୍ତୁ, କେଉଁ ତାରିଖରେ ହେବ ପିଜି ପ୍ରବେଶିକା ପରୀକ୍ଷା?

କନକ ବ୍ୟୁରୋ: ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ୍ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଆସିଲା ପିିଜି ପ୍ରବେଶିକା ପରୀକ୍ଷାର ତାରିଖ । ଉଚ୍ଚଶିକ୍ଷା ବିଭାଗ ତରଫରୁ ପିଜି ଆଡମିଶନ କରିବା ପାଇଁ ପ୍ରବେଶିକା ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୮ ତାରିଖରୁ…

ରାଉରକେଲାରୁ ଦମ୍ଭୋକ୍ତି ଦେଖାଇଲେ ଶାହା । କହିିଲେ, ଓଡିଶାର ୧୫ ଲୋକସଭା, ୭୫ ବିଧାନସଭା ଆସନ ଜିତିବୁ । ଗେରୁଆ ରଙ୍ଗରେ…

କନକ ବ୍ୟୁରୋ: ରାଉରକେଲାରୁ ଦମ୍ଭୋକ୍ତି ଦେଖାଇଲେ ଶାହା । କହିଲେ ଓଡିଶାରେ ବିଜେପି ୧୫ ଲୋକସଭା ଆସନ ସହିତ ଜିତିବ ୭୫ ବିଧାନସଭା ଆସନ । ଏଥର ଓଡିଶାରେ ବିଜେପି ସରକାର ସହିତ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଗଢିବ ବୋଲି କହିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ରାଉରକେଲାରେ ଜନସଭାକୁ…