ସ୍କୁଟିରେ ଆସି କାନ୍ଥ ତାଡି ଚୋରି କରୁଥିଲେ ମୋବାଇଲ: ୫ ଅନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଛି କପ୍ତିପଦା ପୁଲିସ

କନକ ବ୍ୟୁରୋ: କାନ୍ଥ କଣା କରି ଚୋରି । ସ୍କୁଟିରେ ଆସି ଦୋକାନ କାନ୍ଥ କଣା କରି ଭିତରେ ପଶୁଥିଲେ । ଦୋକାନ ଭିତରୁ ମୋବାଇଲ ନେଇ ଫେରାର ହୋଇଯାଉଥିଲେ । ଅନେକ ସମୟରେ ଦୋକାନରେ ଲାଗିଥିବା ସିସିଟିଭିକୁ ବି ନେଇ ଯାଉଥିଲେ । ସେମିତି ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କପ୍ତିପଦା ପୁଲିସ । ୫…

ସବୁ ବର୍ଗ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସମରେନ୍ଦ୍ରଙ୍କ ସମରସଜା । ବରିଷ୍ଠଙ୍କ ପାଇଁ ଆଶୀର୍ବାଦ ସଭା ଠାରୁ ଯୁବବର୍ଗ…

କନକ ବ୍ୟୁରୋ : ପ୍ରାର୍ଥୀପତ୍ର ଦାଖଲ ସରିଛି, ଏବେ ନିଜ ନିଜ ସପକ୍ଷରେ ମତ ଯୋଗାଡ କରିବାର ସମୟ । ବଲାଙ୍ଗୀରବାସୀଙ୍କୁ ମନେଇବା ଉଦେଶ୍ୟରେ କଂଗ୍ରେସ-ବିଜେଡି ଓ ବିଜେପିର ଜୋରଦାର ଉଦ୍ୟମ । ବିଜେଡି ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଓ ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ…

ନାମାଙ୍କନ ବେଳେ ନାକେଦମ୍ ହେଲା ପୁଲିସ । ଆଠଗଡରେ ବାଉଁଶ ବ୍ୟାରିକେଡ ଭାଙ୍ଗି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ…

କନକ ବ୍ୟୁରୋ : ନାମାଙ୍କନ ବେଳେ ନାକେଦମ୍ ହେଲା ପୁଲିସ । ଭିଡ ନିୟନ୍ତ୍ରଣ କରିବା ବେଳେ ବିଜେପି କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସର ଆଗରେ ପ୍ରବଳ ଭିଡ ହୋଇଥିଲା । ବିଜେପି ପାର୍ଥୀ ଅଭୟ ବାରିକ ନିଜ କର୍ମୀଙ୍କ ସହ ନାମାଙ୍କନ ପତ୍ର ଦାଖଲ ପାଇଁ…

ଟିକେଟ ଆଶାରେ ଦଳ ବଦଳ କରିଥିବା ନେତା ନିରାଶ । ଦଳ ଛାଡ଼ି ଥିଲେ ହେଭିୱେଟ୍ ନେତା କିନ୍ତୁ ମିଳିଲାନି ଟିକେଟ୍, ପଢ଼ନ୍ତୁ…

କନକ ବ୍ୟୁରୋ: ଯେଉଁମାନେ ଟିକେଟ୍ ଆଶାରେ ଦଳ ଛାଡ଼ିଥିଲେ ସେମାନେ ଏବେ ଟିକେଟ୍ ନପାଇ ନିରାଶ ହୋଇଛନ୍ତି । ଆଉ ଏମିତି କି କିଛି ନେତା ସ୍ୱାଧୀନ ଭାବେ ଏଥର ନିର୍ବାଚନ ଲଢ଼ିବାକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । କିନ୍ତୁ କିଛି ନେତାଙ୍କୁ ମନେଇବା ପାଇଁ ଦଳ ୨୦୨୪ ଯୁଦ୍ଧରେ କିଛି…

କରୋନା ବେଳେ ରଥଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିଲା କିଏ? ନବୀନ ବାବୁ ନିଜେ ଆସି ରଖନ୍ତୁ ପ୍ରତିକ୍ରିୟା-…

କନକ ବ୍ୟୁରୋ: ପ୍ରେସମିଟରେ ପୁଣି ନବୀନଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଓଡ଼ିଶାକୁ ନେତୃତ୍ୱ ଦେବ କିଏ? ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ନବୀନ ବାବୁଙ୍କୁ କ’ଣ କେହି ମିଳିଲେନି ଦଳକୁ ନେତୃତ୍ୱ ଦେବାପାଇଁ? ବିଜେଡିରେ କେହି ସାଂସଦ କି ବିଧାୟକଙ୍କ ଭିତରେ କ’ଣ…

ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି । ଏଥର ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି ।

କନକ ବ୍ୟୁରୋ: ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି, ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । କାରଣ ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ମୋଦି ସବୁଠୁ ଲୋକପ୍ରିୟ ନେତା ହୋଇଗଲେଣି । ବୟସ୍କ, ମହିଳା, ଯୁବବର୍ଗଠୁ ଆରମ୍ଭ କରି ସଭିଏଁ ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ତାଙ୍କ ପତ୍ନୀ ଧନୀ: ନିର୍ବାଚନ ସତ୍ୟପାଠରେ ଉଲ୍ଲେଖ, ୧ କୋଟି ୩୯ ଲକ୍ଷ ୫୩ ହଜାର ଟଙ୍କାର…

କନକ ବ୍ୟୁରୋ: ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ନିର୍ବାଚନ ସତ୍ୟପାଠରେ ନେତାଙ୍କ ସମ୍ପତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆସିଛି । ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ତାଙ୍କ ପତ୍ନୀ ଧନୀ । ୧ କୋଟି ୩୯ ଲକ୍ଷ ୫୩ ହଜାର ଟଂକାର ଅସ୍ଥାବର ସଂପତିର ମାଲିକ…

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା । ୪ ଜଣ ଆହାତ

କନକ ବ୍ୟୁରୋ : ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆହାତ ହୋଇଥିବା ସମସ୍ତ ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି ଅଟୋ, କାର ଓ ସ୍କୁଟିକୁ ଧକ୍କା ଦେଇଛି ଏକ କାର । ଦୁର୍ଘଟଣା ଘଟାଇଥିବା କାର ଚାଳକ ମଦ୍ୟପାନ କରିଥିବା ଜଣାପଡିଛି । ନିଶାରେ ଥାଇ ଏଭଳି…

ନିର୍ବାଚନୀ ମାହୋଲରେ କଳାଟଙ୍କା ଉପରେ ରୋକ୍ ଲଗାଇବା ପାଇଁ କମିଶନରେଟ ପୁଲିସର ଅଭିଯାନ: ନାକା ଲଗାଇ ଜୋରଦାର ହୋଇଛି ଗାଡ଼ି…

କନକ ବ୍ୟୁରୋ: ନିର୍ବାଚନକୁ ନେଇ ଟ୍ୱିନ୍ ସିଟିରେ କଳାଟଙ୍କା ଉପରେ ରୋକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ରାତି ସମୟରେ ନାକା ଲଗାଇ ଗାଡ଼ି ଚେକିଂ କରୁଛି ପୁଲିସ । ଗତକାଲି ଚେକିଂ ବେଳେ ନନ୍ଦନକାନନ ଥାନା ପୁଲିସ ଏକ କିଆ ଗାଡ଼ିରୁ ୨ଲକ୍ଷ ୫ହଜାର ଟଙ୍କା ଜବତ କରିଛି । ଜବତ ଟଙ୍କାକୁ…

ଆଜିର ଦିନରେ ରଚିଥିଲା ତାଣ୍ଡବ । ପୁରୀରୁ ଭୁବନେଶ୍ୱର ସବୁକିଛି କରିଥିଲା ଛାରଖାର ।

କନକ ବ୍ୟୁରୋ: ବାତ୍ୟା ଫନିକୁ ୫ ବର୍ଷ ପୂରିଛି । ପୁରୀରେ ଫଣା ଟେକି ଓଡ଼ିଶାର ସବୁଜିମା ସୌନ୍ଦର୍ଯ୍ୟକୁ ଛାରଖାର କରିଦେଇଥିଲା ଅତି ପ୍ରଳୟଙ୍କାରୀ ବାତ୍ୟା ଫନି । ୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ଭୟଙ୍କର ସାମୁଦ୍ରିକ ଝଡ଼ ଭାବେ ରାଜ୍ୟରେ ରଚିଥିଲା ତାଣ୍ଡବ । ଦେଖୁ ଦେଖୁ କେଇ ଘଣ୍ଟା ମଧ୍ୟରେ…