ହୀରାକୁଦରେ ଖୋଲିଲା ଆଉ ୨ ଗେଟ୍: ମୋଟ୍ ୩୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ

କନକ ବ୍ୟୁରୋ: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ମୋଟ୍ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦରେ ଖୋଲିଲା ଗେଟ୍ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭ ଦଶମିକ ୦୮ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରବେଶ କରୁଛି ୪ ଲକ୍ଷ ୪୯ହଜାର ୫୦୮…

ଏସିଆ କପ୍ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଝଟକା । ଭାରତ ବିପକ୍ଷରେ ମ୍ୟାଚ୍ ଖେଳିନପାରନ୍ତି ଷ୍ଟାର ବୋଲର ଶାହୀନ…

କନକ ବ୍ୟୁରୋ: କେ ଏଲ ରାହୁଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏବେ ଜିମ୍ବାୱେ ବିପକ୍ଷ ସିରିଜ୍ ଖେଳିବାକୁ ବାହାରି ସାରିଛି । ହେଲେ ଏବେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜରରେ ରହିଛି ଏସିଆ କପ୍ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ୍ ୨୮ ଅଗଷ୍ଟକୁ ଥିବାବେଳେ, ଏହିଦିନ ପାକିସ୍ତାନ ସହ…

ମୋବାଇଲ ନେଉଛି ପିଲାଙ୍କ ଜୀବନ ! କେବେ ଅନଲାଇନ୍ ଗେମ୍ ତ କେବେ ମୋବାଇଲ ନିଶା ନେଉଛି ପ୍ରାଣ ।

କନକ ବ୍ୟୁରୋ: ମୃତ୍ୟୁଦୂତ ହୋଇ ଆସୁଛି ମୋବାଇଲ । ଜୀବନ ପରେ ଜୀବନ ନେଉଛି ମୋବାଇଲ ନିଶା । ଦିନକୁ ଦିନ ଆଜିର ଯୁବପୀଢ଼ିଙ୍କୁ ମତୁଆଲା କରି ମୃତ୍ୟୁର କାରଣ ସାଜିଛି ସ୍ମାର୍ଟଫୋନ୍ । ଟିକିଏ ଆକଟ କଲେ ଦୁର୍ବଳ ମାନସିକ ଥିବା ପିଲା କରିଦେଉଛି ଆତ୍ମହତ୍ୟା । ପିଲାଙ୍କୁ କେମିତି ମୋବାଇଲ ନିଶାଠୁ…

ବିହାରରେ ଏନଡିଏକୁ ଲାଗିପାରେ ଆହୁରି ଏକ ଝଟକା । ନୀତିଶ-ତେଜସ୍ୱୀଙ୍କ ଶରଣ ନେଇପାରନ୍ତି ୩ ଏନଡିଏ ସାଂସଦ ।

କନକ ବ୍ୟୁରୋ: ବିହାରରେ ରାଜନୈତିକ ହଲଚଲ ଥମିବାର ନାଁ ନେଉନି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ଛାଡିବା ସହିତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଆଉ ଏହା ପରେ ପରେ ମହାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରି ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯାହାକି ବିଜେପି ପାଇଁ ଏକ ବଡ…

ସାଇବର ଠକଙ୍କ ଟାର୍ଗେଟରେ ଶ୍ରୀମୟୀ, ଫଟୋ ଲଗାଇ ମାଗୁଛନ୍ତି ଟଙ୍କା

କନକ ବ୍ୟୁରୋ: ବିଜେଡିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଫଟୋ ଲଗାଇ ଟଙ୍କା ମାଗୁଛନ୍ତି ଠକ । ସକାଳ ସମୟରୁ ପାଖାପାଖି ୩୦ରୁ ଅଧିକ ଲୋକଙ୍କୁ ଟଙ୍କା ମାଗିଥିବା ଶ୍ରୀମୟୀଙ୍କୁ ଖବର ଆସିଥିଲା । ତେବେ କେହିଜଣେ ଠକ ଏଭଳି କରିଥାଇପାରେ ବୋଲି ଜଣାପଡ଼ିଥିଲା । ଏନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି…

ଜାଗମରା ବିଦେଶୀ ମଦ ଦୋକାନକୁ ବନ୍ଦ କଲା ବିଏମସି । ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଜାଗମରା ବିଦେଶୀ ମଦ ଦୋକାନକୁ ବନ୍ଦ କଲା ବିଏମସି । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୁପକ୍ଷ ବନ୍ଦ କରିଦେଇଛନ୍ତି । ତେବେ ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗ ହେତୁ ବିଏମସି କମିଶନର ଏହି ମଦ ଦୋକାନକୁ…

ଆରବିଆଇ ଡେପୁଟି ଗଭର୍ଣ୍ଣରଙ୍କ ବଡ ବୟାନ: ୨୦୩୧ ସୁଦ୍ଧା ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବ ଭାରତ

କନକ ବ୍ୟୁରୋ: ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବାର କ୍ଷମତା ରଖିଛି ଭାରତ । ଏମିତିକି ୨୦୬୦ ସୁଦ୍ଧା ଚୀନକୁ ଟପି ବିଶ୍ୱର ସର୍ବବୃହତ ଅର୍ଥନୀତି ହୋଇପାରିବ ଭାରତ ବୋଲି କହିଛନ୍ତି ଆରବିଆଇ ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ଆଜି ଭାରତୀୟ ରିଜର୍ଭ…

ଖୋଲିଲା ହୀରାକୁଦର ୨୮ ଗେଟ, ବୁଡିଲା ସମ୍ବଲପୁରର ତଳିଆ ଅଞ୍ଚଳ

କନକ ବ୍ୟୁରୋ: ହୀରାକୁଦର ୨୮ ଗେଟ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ କଲୋନୀର ତଳିଆ ଅଞ୍ଚଳ, ଏସଆଇଟି କଲୋନୀର ତଳିଆ ଅଞ୍ଚଳରେ ପାଣି ପସିଯାଇଛି । ସେହଭଳି ପ୍ରଧାନପଡା ସହ ଜାତୀୟ ରାଜପଥରେ ମଧ୍ୟ ପାଣିଚାଲିଛି । ପାଣି ପସିବା ପରେ ଏହି ଅଞ୍ଚଳରେ ଥିବା ଘର…

ଯୁଦ୍ଧ ଭିତରେ ଭୁଶୁଡିଲା ଋଷର ଅର୍ଥନୀତି । ଗତବର୍ଷ ଏପ୍ରିଲରୁ ଜୁନ ତ୍ରୈମାସିକ ତୁଳନାରେ ଚଳିତ ବର୍ଷ ୪ ପ୍ରତିଶତ ହ୍ରାସ

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ବି ଜାରି ରହିଛି । ଲକ୍ଷ ଲକ୍ଷ ସୈନ୍ୟ ସହ କୋଟି କୋଟି ଟଙ୍କାର ଯୁଦ୍ଧାସ୍ତ୍ର ବିନିଯୋଗ କରି ଋଷ ୟୁକ୍ରେନକୁ ଦଖଲ କରିବାକୁ ଲାଗିପଡିଥିବା ବେଳେ ଏବେ ଚୀନର ଅର୍ଥନୀତି ଭୂଷୁଡି ପଡିଛି । ମସ୍କୋରୁ ପ୍ରକାଶିତ ଏକ ସରକାରୀ ଆକଳନ ମୁତାବକ…

ଜାତିଗତ ଜାଲିଆତି ମାମଲାରେ ସମୀର ୱାଙ୍ଖଡେଙ୍କୁ କୋର୍ଟରୁ ମିଳିଲା କ୍ଲିନଚିଟ୍, ଟ୍ୱିଟ କରି କହିଲେ ଏଭଳି କଥା

କନକ ବ୍ୟୁରୋ : ନାର୍କୋଟିକ କଣ୍ଟ୍ରୋଲ ବ୍ୟିୁରୋ ବା ଏନସିବିର ପୂର୍ବ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଜାତିଗତ ଜାଲିଆତି ମାମଲାରେ କ୍ଲିନ ଚିଟ୍ ଦେଇଛି । କୋର୍ଟରେ କାଷ୍ଟ ସ୍କୁଟିନ କମିଟି ଜମା କରିଥିବା ୯୧ ଫର୍ଦ୍ଦର ଦଲିଲକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ସମୀର…