ଯୌତୁକ ପାଇଁ ଅମଣିଷ ପାଲିଟିଲେ ଶାଶୂଘର ଲୋକ : ବୋହୂ ଉପରେ ସାନିଟାଇଜର ଢ଼ାଳି ନିଆଁ ଲଗାଇଦେଲା ସ୍ୱାମୀ; ଗୁରୁତର…

କନକ ବ୍ୟୁରୋ : ଯୌତୁକ ପାଇଁ ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲା ସ୍ୱାମୀ । ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ା ଗାଁରୁ । ସମ୍ପୃକ୍ତ ମହିଳା ଏବେ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ପୁରୁଷୋତମପୁର ଥାନା…

ମମତାଙ୍କ ପାଇଁ ବଢିଲା ଅଡୁଆ । କୋଇଲା ଦୁର୍ନୀତି ମାମଲାରେ ଇଡିରେ ହାଜରେ ହେଲେ ଭଣଜା ଅଭିଷେକ

କନକ ବ୍ୟୁରୋ : ଦିଲ୍ଲୀ, ବିହାର ପରେ ପଶ୍ଚିମବଙ୍ଗରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ଟିଏମସିର ମହା ସଚିବ ଅଭିଷେକ ବାନାର୍ଜୀ ଆଜି କୋଲକତା ସ୍ଥିତ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି । ଅଗଷ୍ଟ ୩୦ ତାରିଖରେ ଇଡି ତରଫରୁ…

ରାସ୍ତା ନାହିଁ, ହସ୍ପିଟାଲ ଯିବାକୁ ବାଜିରେ ଲାଗୁଛି ଜୀବନ : ନଈ ଭିତରେ ହଣ୍ଡାରେ ଗର୍ଭବତୀଙ୍କୁ ମେଡିକାଲ ନେଲେ ପରିବାର…

କନକ ବ୍ୟୁରୋ : ମଝି ନଈ, ଆଉ ହଣ୍ଡା ଭିତରେ ଗର୍ଭବତୀ । ଆଉ ଲୋକେ ହଣ୍ଡାକୁ ଧରି ଧରି ନଈ ପାର କରାଉଛନ୍ତି । ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେଉଛନ୍ତି ପରିବାର ଲୋକ । କନ୍ଧମାଳରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଫିରିଙ୍ଗିଆ ବ୍ଲକ ଗୋଛିପଡ଼ାରେ ଜଣେ ୯ ମାସର ଗର୍ଭବତୀଙ୍କୁ ଭରା ନଈକୁ…

ୟୁଜର୍ସଙ୍କୁ ଟ୍ୱିଟରର ଉପହାର । ଏଥର ଟ୍ୱିଟରେ ଭୁଲ ସୁଧାରି ପାରିବେ ତ୍ରୁଟି ।

କନକ ବ୍ୟୁରୋ: ଟ୍ୱିଟରରେ ରହିବ ଏଡିଟ୍ ବଟନ୍ । ଥରେ ଟ୍ୱିଟ୍ କରିଦେଲେ ଅଉ ତାକୁ ଏଡିଟ୍ କରିହେଉନଥିଲା । ଆବଶ୍ୟକ ପଡିଲେ ଟ୍ୱିଟକୁ ଡିଲିଟ କରିବେ ପଛେ ହେଲେ ସେଥିରେ ହୋଇଥିବା ତ୍ରୁଟିକୁ ସୁଧାରିବା ଅସମ୍ଭବ ଥିଲା । ହେଲେ ଏବେ ଆଉ ଏପରି କିଛି ସମସ୍ୟା ହେବନି । ଏଥର ୟୁଜର୍ସ ଚାହିଁଲେ ଟ୍ୱିଟରେ…

ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାର ବୟାନ ଉପରେ ବର୍ଷିଲେ ନିତୀଶ, କେନ୍ଦ୍ର ସରକାରଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏକ ଭାଷଣରେ କହିଥିଲେ କି କିଛି ରାଜନୈତିକ ଦଳ ଏବେ ଦୁର୍ନୀତିଖୋର ନେତାଙ୍କୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଏବେ ଏବେ ଏନଡିଏ ଛାଡି ମହା ଗଠବନ୍ଧନରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ…

ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁ ? ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫାରେ ହୋଇପାରନ୍ତି ଗିରଫ

କନକ ବ୍ୟୁରୋ : ମହିଳାଙ୍କ ମୃତ୍ୟୁ ପଛରେ ପ୍ରେମ କାହାଣୀ । ଶାସ୍ତ୍ରୀନଗର ମହିଳା ଶୁଭଶ୍ରୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି…

ଆମେରିକାରେ ନିର୍ବାଚନ ଲଢିବେ ଉତ୍ତର ପ୍ରଦେଶ ଝିଅ । ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ ହୋଇ ଦେଶକୁ କଲେ ଗର୍ବିତ

କନକ ବ୍ୟୁରୋ : କିଛିବର୍ଷ ହେବ ଭାରତୀୟମାନେ ସାରା ଦେଶରେ ନାଁ କମାଇବାରେ ଲାଗିଛନ୍ତି । ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇ ଦେଶକୁ ଗର୍ବିତ କରିଥିବା ବେଳେ ଏବେ ପୁଣି ଜଣେ ଭାରତୀୟ ମହିଳା ଆମେରିକାର ଶାସିତ ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ…

ନ୍ୟାୟ ଅପେକ୍ଷାରେ ଦୀପିକା : ଶାଶୂ ଘର ସାମ୍ନାରେ ୩୨ ଦିନ ହେଲା ବସିଛନ୍ତି ଧାରଣାରେ

କନକ ବ୍ୟୁରୋ : ଏବେ ବି ନ୍ୟାୟ ଅପେକ୍ଷାରେ ବ୍ରହ୍ମପୁରର ଦୀପିକା । ଦେଶୀ ବେହେରା ସାହିରେ ଥିବା ଶାଶୂ ଘର ସାମ୍ନାରେ ୩୨ ଦିନ ହେଲା ଧାରଣାରେ ବସିଛନ୍ତି ଦୀପିକା । ଦୀପିକା ଓ ଦୀନେଶଙ୍କ ମଧ୍ୟରେ ମାମଲା କୋର୍ଟରେ ଥିବା ବେଳେ ଦୀପିକା ଧାରଣା ସ୍ଥଳରେ ଦୀନେଶଙ୍କ ଘର ଆଗରେ ଗଣେଶ ପୂଜା କରିଥିଲେ ।…

ଶ୍ରୀଲଙ୍କା ମୁଖ୍ୟ ସେନା ଅଧିକାରୀଙ୍କ ବଡ ବୟାନ, ପୂର୍ବତନ ରାଷ୍ଟ୍ରପତି ଗୋଟାବାୟାଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଟିକେ ଥମିଥିବା ବେଳେ ଆର୍ଥିକ ସଂକଟ ପୂର୍ବଭଳି ଲାଗି ରହିଛି । ଏହାରି ମଧ୍ୟରେ ଶ୍ରୀଲଙ୍କା ସେନାର ମୁଖ୍ୟ ଅଧିକାରୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି କି ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି…

ଆସିଲା ଶୁଭଶ୍ରୀ ମହାପାତ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ : ଶ୍ୱାସରୁଦ୍ଧ ହୋଇ ହୋଇଛି ମୃତ୍ୟୁ

କନକ ବ୍ୟୁରୋ : ଆସିଲା ଶୁଭଶ୍ରୀ ମହାପାତ୍ରଙ୍କ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଶ୍ରୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମୃତ୍ୟୁ ପୂର୍ବରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ନମୁନା ପଠାଯାଇଛି । ଗତକାଲି…